"ଗାଜର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ସମୀକ୍ଷା
ଟ୍ୟାଗ: 2017 source edit
ଟିକେ Regular Character Changes
୯ କ ଧାଡ଼ି:
'''ଗାଜର''' ଏକ ପରିବା ଅଟେ, ଏହା ଲାଲ, କଳା, ନାରଙ୍ଗୀ, ଧଳା ଏବଂ ହଳଦିଆ ପରି ବିଭିନ୍ନ ରଙ୍ଗରେ ମିଳିଥାଏ ।<ref>{{cite journal|last1=Sifferlin|first1=Alexandra|title=Eat This Now: Rainbow Carrots|url=http://healthland.time.com/2013/08/20/eat-this-now-rainbow-carrots/|journal=Time|accessdate=27 January 2018}}</ref> ଏହା ଏକ ବଣୁଆ ଗାଜର ଘରୋଇକରଣ ଉତ୍ପାଦ । ଏହା ବୋଧେ ପ୍ରାରମ୍ଭରେ ପର୍ସିଆରେ ଏହାର ମଞ୍ଜି ଏବଂ ପତ୍ର ପାଇଁ ଚାଷ କରାଯାଉଥିଲା ।
 
ସଂଯୁକ୍ତ ରାଷ୍ଟ୍ରର [[ଖାଦ୍ୟ ଏବଂ କୃଷି ସଂଗଠନ]] (ଏଫଏଓ)ର ରିପୋର୍ଟ ଅନୁସାରେ କ୍ୟାଲେଣ୍ଡର ବର୍ଷ ୨୦୧୩ ମସିହା ପାଇଁ ଗାଜର ଏବଂ ଉଦ୍ଭିଦ ମୂଳ (ଏହି ଗଛ ଗୁଡିକୁ ଏଫଏଓ ଦ୍ୱାରାଏଫଏଓଦ୍ୱାରା ସଂଯୁକ୍ତ କରାଗଲା)ର ବିଶ୍ୱ ଉତ୍ପାଦନ ୩୭.୨ ମିଲିୟନ ଟନ ଥିଲା; ପାଖାପାଖି ଅଧା (~ ୪୫%) ଚୀନରେ ବିକଶିତ କରାଯାଇଥିଲା । ଗାଜର ବ୍ୟାପକ ରୂପରେ ବହୁ ବ୍ୟଞ୍ଜନରେ ବ୍ୟବହାର କରାଯାଏ । ବିଶେଷ ରୂପେ ସାଲଡ଼ର ପ୍ରସ୍ତୁତିରେ ଏବଂ ବହୁ ପାରମ୍ପରିକ ବ୍ୟଞ୍ଜନରେ ଗାଜର ଯୁକ୍ତ ସାଲଡ଼ ଏକ ପରମ୍ପରା ଅଟେ ।
 
==ଇତିହାସ==
"https://or.wikipedia.org/wiki/ଗାଜର"ରୁ ଅଣାଯାଇଅଛି