"ଉତ୍ତରେଶ୍ଵର ଶିବ ମନ୍ଦିର" ପୃଷ୍ଠାର ସଂସ୍କରଣଗୁଡ଼ିକ ମଧ୍ୟରେ ତଫାତ
Content deleted Content added
Hpsatapathy (ଆଲୋଚନା | ଅବଦାନ) ଟିକେ Hpsatapathy ପୃଷ୍ଠାଟିକୁ ବ୍ୟବହାରକାରୀ:Hpsatapathy/ପରଖଘରରୁ ଉତ୍ତରେଶ୍ଵର ଶିବ ମନ୍ଦିରକୁ ଘୁଞ୍ଚାଇଲେ: ପୃଷ୍ଠା ତିଆରି ହେଲା |
ଟିକେ Regular Character Changes |
||
୧୮ କ ଧାଡ଼ି:
| year_completed = 12-13th century A.D.
}}
'''ଉତ୍ତରେଶ୍ଵର ଶିବ ମନ୍ଦିର''' ପୁରୁଣା [[ଭୁବନେଶ୍ଵର]]
ମନ୍ଦିରର ଅନ୍ୟ ଏକ ଆକର୍ଷଣ ହେଉଛି ମୁଖ୍ୟମନ୍ଦିର ମଧ୍ୟରେ ସ୍ଥିତ ଭଗବାନ ନୃସିଂହଙ୍କ ମୂର୍ତ୍ତୀ । ମୁଖ୍ୟ ମନ୍ଦିରକୁ ଘେରି ରହିଥିବା ଅନ୍ୟାନ୍ୟ୍ ମନ୍ଦିର ସାଙ୍ଗକୁ ଗୋଦାବରୀ କୁଣ୍ଡ ତଥା ଏକ ପୋଖରୀ ମଧ୍ୟ ରହିଅଛି । ଏହାଛଡା ଦ୍ୱିତୀୟ ବଡ ମଦିରଟି ହେଉଛି ଭଗବାନ ଭୀମେଶ୍ଵରଙ୍କର । ଏହି ମନ୍ଦିରର ଅନ୍ୟ ଏକ ପ୍ରମୁଖ ମହତ୍ତ୍ଵ ହେଉଛନ୍ତି ମା ଉତ୍ତରାୟଣୀ । ସେ ମୁଖ୍ୟ ମନ୍ଦିରର ବାହାର କାନ୍ଥର ଦକ୍ଷିଣ ଦିଗକୁ ମୁଖ କରି ଭଗବାନ ଉତ୍ତରେଶ୍ଵରଙ୍କ ପାର୍ଶ୍ଵରେ ଦଣ୍ଡାୟମାନ । ପ୍ରତିବର୍ଷ ଚୈତ୍ର ମାସରେ ଦେବୀ ଉତ୍ତରାୟଣିଙ୍କ ପାଖରେ ପୂଜା ବେଲେ ପାନ ଅର୍ପନ କରାଯାଏ ।
|