"ମୁକ୍ତେଶ୍ୱର ଦେଉଳ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Jnanabot ପୃଷ୍ଠାଟିକୁ ମୁକ୍ତେଶ୍ବର ଦେଉଳରୁ ମୁକ୍ତେଶ୍ୱର ଦେଉଳକୁ ଘୁଞ୍ଚାଇଲେ: Bot: Moved page
ଅଧିକ ତଥ୍ୟ ++
୪୨ କ ଧାଡ଼ି:
|website =
}}
'''ମୁକ୍ତେଶ୍ୱର ଦେଉଳ''' [[ଓଡ଼ିଶା]]ର ରାଜଧାନୀ [[ଭୁବନେଶ୍ୱର]]ଠାରେ [[ପର୍ଶୁରାମ ମନ୍ଦିର]]ର ଅନତିଦୂରରେ ଅବସ୍ଥିତ । ଏହି ମନ୍ଦିରଟି ୯୫୦-୯୭୫ ମସିହା ମଧ୍ୟରେ ନିର୍ମାଣ କରାଯାଇଥିବା ଅନୁମାନ କରାଯାଏ । ଓଡ଼ିଶାରେ ହିନ୍ଦୁ ମନ୍ଦିର ଅନୁସନ୍ଧାନ ଏବଂ ଗବେଷଣାରେ ଏହାର ଭୂମିକା ଗୁରୁତ୍ୱପୂର୍ଣ୍ଣ ଅଟେ । ଏହି ମନ୍ଦିରର କାରୁକାର୍ଯ୍ୟ ପ୍ରାଚୀନ ବିକାଶର ନିଦର୍ଶନ ଦେଇଥାଏ, ଏଥିରୁ ଏକ ଶତ ବର୍ଷ ଧରି ବିଭିନ୍ନ ପରୀକ୍ଷାନିରୀକ୍ଷାର ପ୍ରାରମ୍ଭ ହୋଇଥିବା ଅନୁମାନ କରାଯାଏ ; ଯାହା ଭୁବନେଶ୍ୱରରେ ସ୍ଥିତ ରାଜାରାଣୀ ମନ୍ଦିର ଏବଂ ଲିଙ୍ଗରାଜ ମନ୍ଦିରରେ ଦେଖିବାକୁ ମିଳେ ।<ref>https://books.google.com/books?id=y0MQmNx8g2gC&pg=PR11&dq=muktesvara+temple&hl=en&sa=X&ei=Fov9UIaEPYnm9ASt64DIBw&ved=0CDkQ6AEwAQ#v=onepage&q=muktesvara%20temple&f=false</ref> ଏହା ମଧ୍ୟ ସହରର ଏକ ପ୍ରମୁଖ ଦର୍ଶନୀୟ ସ୍ଥାନ ଅଟେ ।<ref>{{Cite book|url=http://archive.org/details/indiathroughages00mada|title=India through the ages|last=Madan Gopal|date=1990|publisher=Publications Division, Ministry of Information & Broadcasting, Government of India|others=Public Resource}}</ref>
'''ମୁକ୍ତେଶ୍ୱର ଦେଉଳ''' [[ଓଡ଼ିଶା]]ର ରାଜଧାନୀ [[ଭୁବନେଶ୍ୱର]]ଠାରେ [[ପର୍ଶୁରାମ ମନ୍ଦିର]]ର ଅନତିଦୂରରେ ଅବସ୍ଥିତ ।
 
== ଇତିହାସ ==
ଏହାର ନିର୍ମାଣ ୧୦ମ ଶତାବ୍ଦୀରେ ସୋମବଂଶୀ ଶାସନ ସମୟରେ କରାଯାଇଥିଲା । ଏହି ମନ୍ଦିରଟି ପର୍ଶୁରାମେଶ୍ଵର ମନ୍ଦିର ଏବଂ ବ୍ରହ୍ମେଶ୍ୱର ମନ୍ଦିର ନିର୍ମାଣ ମଧ୍ୟରେ ତିଆରି ହୋଇଥିଲା ବୋଲି ଅନେକ ଗବେଷଣାକାରୀ ଅନୁମାନ କରନ୍ତି । [[ଓଡ଼ିଶା]]ର ବାକି ଦେଉଳମାନଙ୍କ ତୁଳନାରେ ଏହାର ଆକାର କମ (୩୫ ଫୁଟ), ମାତ୍ର ଏହାର ବାହାରଭାଗରେ ଥିବା ତୋରଣ ଓ ଭିତରର ପଥରରେ ଖୋଦା କାରୁକାର୍ଯ୍ୟ ରହିଅଛି । ଏହି ମନ୍ଦିରର ସମ୍ମୁଖ ଭାଗରେ ଥିବା ତୋରଣ ପାଖାପାଖି ସ୍ଥାନରେ ଥିବା ଅନ୍ୟ କୌଣସି ମନ୍ଦିରରେ ଦେଖିବାକୁ ମିଳେନାହିଁ । ଏକ [[ଶୈବ]] ଧାର୍ମିକ ସ୍ଥଳ ସହ ଏହା [[ଓଡ଼ିଶା ମନ୍ଦିର ନିର୍ମାଣ ଶୈଳୀ]]ର ଏକ ଉପାସନା ସ୍ଥଳ ।
 
== ନିର୍ମାଣ ଶୈଳୀ ==
୧୦ମ ଶତାବ୍ଦୀରେ ନିର୍ମିତ ଏହି ମନ୍ଦିର ଏକ ଛୋଟ, କାରୁକାର୍ଯ୍ୟ ଓ ସୂକ୍ଷ୍ମ କଳାରେ ଭରା ଏକ '''ବିଶ୍ୱକର୍ମା ମହାରଣା କାରୁକାର୍ଯ୍ୟ''ର ନିଦର୍ଶନ । ଏହା ପାଖରେ ଏକ ପୋଖରୀ ଭକ୍ତମାନଙ୍କଦ୍ୱାରା ବ୍ୟବହାର କରାଯାଇଥାଏ । ନାରୀମାନେ ଏହି ପୋଖରୀରେ ସନ୍ତାନ ଆଶାରେ ପଇସା ପକାଇଥାନ୍ତି ।
 
== ସାଂସ୍କୃତିକ କାର୍ଯ୍ୟକ୍ରମ ==
ଓଡ଼ିଶା ସରକାରଙ୍କର ପର୍ଯ୍ୟଟନ ବିଭାଗ ପ୍ରତି ବର୍ଷ ମନ୍ଦିର ପରିସରରେ ତିନି ଦିନ ପାଇଁ ଏକ ନୃତ୍ୟ କାର୍ଯ୍ୟକ୍ରମ, ''ମୁକ୍ତେଶ୍ଵର ନୃତ୍ୟ ପର୍ବ'' ଆୟୋଜନ କରନ୍ତି । ଏହି ପର୍ବରେ [[ଓଡ଼ିଶୀ|ଓଡ଼ିଶୀ ନୃତ୍ୟ]] ଏବଂ ସଂଗୀତର ବୈଶିଷ୍ଟତାକୁ ପାଳନ କରାଯାଇଥାଏ ।<ref>http://www.thehindu.com/todays-paper/tp-national/tp-otherstates/mukteswar-dance-festival-from-january-14-to-16/article4301050.ece</ref> ରାଜ୍ୟ ସରକାରଙ୍କର ୱେବ ପୋର୍ଟାଲରେ ଏହି ଉତ୍ସବଟିର ୱେବକାଷ୍ଟ କରାଯାଇଥାଏ ।<ref>http://webcast.gov.in/mdf/mdf2012_16.html</ref><ref>https://web.archive.org/web/20150924203517/http://www.highbeam.com/doc/1P3-2219713151.html</ref>
 
== ଗ୍ୟାଲେରି ==
<gallery>
Fileଫାଇଲ:A Notice board in Mukteshwar-Siddheshwar temple.jpg
Fileଫାଇଲ:A view of Mukteshwar-Siddheshwar temple.jpg
Fileଫାଇଲ:A sculpture work in Mukteshwar-Siddheshwar temple.jpg
Fileଫାଇଲ:A sculpture work in Mukteshwar-Siddheshwar temple 1.jpg
Fileଫାଇଲ:A sculpture work in Mukteshwar-Siddheshwar temple 2.jpg
Imageଫାଇଲ:Bhuvanesvar1002.jpg|The temple shrine
Imageଫାଇଲ:Bhuvaneswar.jpg| Full temple complex
Imageଫାଇଲ:Bishnu.jpg| Sculpture of [[Lord Vishnu]] in the precincts of the temple
Imageଫାଇଲ:Dancing Girl.jpg| Sculpture of a dancer in the precincts of the temple
Fileଫାଇଲ:Mukteswar temple board in oriya.jpg
Fileଫାଇଲ:Mukteswar Temple.jpg|Muktesvara temple
Fileଫାଇଲ:Mukteshwar Temple2.jpg|Mukteswar Temple
Fileଫାଇଲ:Mukteshwar Temple.jpg|Another temple within the complex
Fileଫାଇଲ:Mukteshwar Temple Side View.jpg|Side view
Fileଫାଇଲ:Mukteshwar-Siddheshwar temple.jpg
Fileଫାଇଲ:Mukteswar Temple 2.jpg
</gallery>