"ସାପ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ removed Category:ସରୀସୃପ using HotCat
ଟିକେNo edit summary
୧୬ କ ଧାଡ଼ି:
}}
 
ସାପ ଏକ ସରୀସୃପ ଜାତୀୟ ଜୀବ । ସାପ ବିଷଧର ଓ ବିଷହିନବିଷହୀନ ମଧ୍ୟ ହୋଇ ପାରନ୍ତି । ବିଶ୍ୱର ସବୁ ସ୍ଥାନରେ ସାପ ଦେଖିବାକୁ ମିଳନ୍ତି ନାହିଁ । କେବଳ କ୍ରାନ୍ତୀୟ ଜଳବାୟୁରେ ବିଶେଷ ପରିମାଣରେ ସାପ ଦେଖିବାକୁ ମିଳିଥାଆନ୍ତି । ସେହିପରି କ୍ରାନ୍ତୀୟ ଅଞ୍ଚଳର ଉଷ୍ମତା ରକ୍ଷା କରୁଥିବା ସ୍ଥାନମାନଙ୍କରେ ବିଶେଷ ପରିମାଣରେ ସର୍ପ ଦେଖିବାକୁ ମିଳିଥା’ନ୍ତି । ଅତ୍ୟନ୍ତ ଥଣ୍ଡା ସ୍ଥାନମାନଙ୍କରେ ବିଶ୍ୱରେ ସାପ ଦେଖିବାକୁ ମିଳନ୍ତି ନାହିଁ । ପୃଥିବୀର ସୁମେରୁ ଅଞ୍ଚଳ ଅର୍ଥାତ୍‍ ଉତ୍ତର ମେରୁ ଅଞ୍ଚଳ, ନ୍ୟୁଜଲାଣ୍ଡ[[ନିଉଜିଲ୍ୟାଣ୍ଡ|ନ୍ୟୁଜିଲାଣ୍ଡ]] ଓ ଏୟାରଲ୍ୟାଣ୍ଡ ପ୍ରଭୃତି ଅଞ୍ଚଳରେ ସାପ ଦେଖିବାକୁ ମିଳନ୍ତି ନାହିଁ ।
 
ସାପ ଏକ ‘କୋଲ୍ଶୀତଳ ବ୍ଳଡେଡ୍‍’ରକ୍ତବିଶିଷ୍ଟ ଆନିମଲପ୍ରାଣୀ ବା ଥଣ୍ଡାକୁ ଭୟ କରୁଥିବା ପ୍ରାଣୀ । ବିଶ୍ୱରେ ଛୋଟରୁ ବଡ଼ ପର୍ଯ୍ୟନ୍ତ ୨୫୦୦ ପ୍ରକାରର ସର୍ପ ଦେଖିବାକୁ ମିଳିଥା’ନ୍ତି । ବିଶେଷକରି ଗ୍ରୀଷ୍ମମଣ୍ଡଳୀୟ ଆର୍ଦ୍ରତାପୂର୍ଣ୍ଣ ଅଞ୍ଚଳରେ ସବୁ ଶ୍ରେଣୀର ଓ ପ୍ରକାରର ସାପ ଦେଖିବାକୁ ମିଳିଥା’ନ୍ତି । ଜମି ଉପରେ ଘୁଷୁରୀଘୁଷୁରି ଘୁଷୁରୀଘୁଷୁରି ଗତି କରୁଥିବା ପ୍ରାଣୀମାନଙ୍କୁ ‘ଓଫିଡିଆନ’ ବୋଲି କୁହାଯାଇଥାଏ । ସେ ସବୁ ମଧ୍ୟରେ ଆସୁଛନ୍ତି ବିଶ୍ୱର ସବୁ ପ୍ରକାର ସାପ; କିନ୍ତୁ ‘ଟୁଆଟାରା’ ପରି ଏକ ସରୀସୃପ, ଯାହାର ତୃତୀୟ ନେତ୍ର ରହିଛି, ଯାହା କେବଳ ବିଶ୍ୱରେ ନ୍ୟୁଜଲାଣ୍ଡନ୍ୟୁଜିଲାଣ୍ଡ ପରି ରାଷ୍ଟ୍ରରେ ଦେଖିବାକୁ ମିଳନ୍ତି । ସେମାନଙ୍କୁ ‘ରିଙ୍କୋସେଫାଲିଆ’ ଗ୍ରୁପବର୍ଗ ମଧ୍ୟରେ ଅନ୍ତର୍ଭୁକ୍ତ କରାଯାଇଥାଏ । ଏହା ବ୍ୟତୀତ ଅନ୍ୟ ଏକ ପ୍ରକାରର ଉଡ଼ନ୍ତା ସାପ ଅଛନ୍ତି । ପ୍ରକୃତରେ ସେମାନେ ଉଡ଼ନ୍ତା ପକ୍ଷୀମାନଙ୍କ ପରି ଉଡ଼ିପାରନ୍ତି ନାହିଁ । ଏମାନେ ପାଣି ଏବଂ ସ୍ଥଳଭାଗରେ ଉଭୟ ସ୍ଥାନରେ ବସବାସ କରନ୍ତି । ଏମାନେ ମଧ୍ୟ ବୃକ୍ଷ ଉପରେ ଦେଖିବାକୁ ମିଳନ୍ତି । ଯେଉଁମାନଙ୍କୁ ‘ଜେକାଭୋଲାନ୍ସ’ କୁହାଯାଇଥାଏ । କିଛି ବର୍ଷ ପୂର୍ବେ ଏହି ପ୍ରକାରର ଏକ ପ୍ରାଣୀ [[ମୟୂରଭଞ୍ଜ ଜିଲାରଜିଲ୍ଲା]]<nowiki/>ର ଠାକୁରମୁଣ୍ଡା ଅରଣ୍ୟ ଯାହାକି [[ଶିମିଳିପାଳ ଜାତୀୟ ଉଦ୍ୟାନ|ଶିମିଳିପାଳ]] ଅରଣ୍ୟର ଏକ ଅଂଶବିଶେଷ । ସେଠାରେ ଦେଖିବାକୁ ମିଳିଥିଲା । ଏହି ଅଞ୍ଚଳ ମଧ୍ୟ [[କେନ୍ଦୁଝର ଜିଲାରଜିଲ୍ଲା]]<nowiki/>ର ଆନନ୍ଦପୁର ଅଞ୍ଚଳକୁ ସଂଲଗ୍ନ କରୁଅଛି ।
 
ଭାରତ ବର୍ଷରେ ୨୧୬ ପ୍ରକାରର ସାପ ଦେଖିବାକୁ ମିଳନ୍ତି; କିନ୍ତୁ ସେଥିମଧ୍ୟରୁ ୫୨ ପ୍ରକାରର ସାପ ଅଛନ୍ତି, ଯେଉଁମାନଙ୍କ ବିଷ ମଣିଷ ଏବଂ ପଶୁମାନଙ୍କ ପାଇଁ ଘାତକ ହୋଇଥାଏ । ୧୯୭୨ରେ ‘ୱାଇଡ୍‍‘ୱାଇଲ୍‍ଡ୍‍ ଲାଇଫ୍‍ ପ୍ରୋଟେକସନ ଆକ୍ଟ’ ଆମ୍ଭ ଦେଶରେ ପ୍ରଚଳିତ ହେଲା ଏବଂ ଏହି ଆଇନ ବଳରେ ପ୍ରଦେଶମାନେ ବନ୍ୟପ୍ରାଣୀ ସୁରକ୍ଷା ରୁଲ୍‍ନିୟମ ମଧ୍ୟ ପ୍ରଚଳନ କରିବାରେ ଲାଗିଲେ ।
ଦକ୍ଷିଣ ଭାରତରେ ସାପ ଧରାଳିଧରାଳୀ ପରିବାରକୁ ‘ଇଲୁରା’ ବୋଲି କୁହାଯାଏ । [[ପଶ୍ଚିମ ଘାଟ|ପଶ୍ଚିମଘାଟ ପର୍ବତମାଳା]], ନୀଳଗିରି ହିଲ୍ସ ଏବଂ କାବେରୀ ନଦୀ ସହିତ ଅନ୍ୟ ନଦୀମାନଙ୍କର ସମଷ୍ଟିଗତ ଉପତ୍ୟକା ବିଭିନ୍ନ ଜାତିର ସରୀସୃପ ପାଇଁ ପ୍ରସିଦ୍ଧ । ଏଣୁ [[ତାମିଲନାଡୁ]] ସରକାର ବିଶ୍ୱରେ ପ୍ରଥମକରି ୧୯୭୮ ଇଲୁରା ଆଦିବାସୀମାନଙ୍କ ପାଇଁ ଏକ ସମିତି ଗଠନ କରିଥିଲେ । ଯେଉଁଥିରେ ୫୨ଟି ପରିବାର ଏଥିରେ ସ୍ଥାନ ପାଇଥିଲେ । ଏହି ପରିବାରର ଲୋକମାନଙ୍କୁ ପ୍ରଥମ କରି ସାପ ଧରିବା ପାଇଁ ଲାଇସେନ୍ସ ପ୍ରଦାନ କରାଯାଇଥିଲା । ଏହି ଲୋକମାନେ ସାପମାନଙ୍କୁ ଧରି ସମିତି ଗୃହକୁ ଆଣିବେ ଏବଂ ସେହି ସାପମାନଙ୍କଠାରୁ ଗରଳ ସଂଗ୍ରହ କରାଯାଇଥାଏ । ସେହି ଲୋକମାନେ ବିଭିନ୍ନ କିସମର ସାପମାନଙ୍କଠାରୁ ଗରଳ ସଂଗ୍ରହ କରିବାର ପ୍ରଶିକ୍ଷଣ ପ୍ରାପ୍ତ ହୋଇଥା’ନ୍ତି । ସାପମାନଙ୍କର ଗରଳ ଏକ ମୂଲ୍ୟବାନ ପଦାର୍ଥ । ଯାହା ସର୍ପାଘାତ ରୋଗୀର ବିଷକୁ ନଷ୍ଟ କରିବାକୁ ସାହାଯ୍ୟ କରେ ଏବଂ ଅନ୍ୟ ଔଷଧୀୟ କାର୍ଯ୍ୟରେ ଲାଗିଥାଏ । ୧୦ଟି ଗୋଖର ସାପରୁ ୧ଗ୍ରାମ ବିଷ ଆମଦାନି ହୋଇଥାଏ । ଯାହାର ମୂଲ୍ୟ କେତେ ହଜାର ଟଙ୍କା । ସେହିପରି ସମୁଦ୍ର ମଧ୍ୟରୁ ଧରା ଯାଇଥିବା ସାପମାନଙ୍କର ଗରଳ ଅତ୍ୟନ୍ତ ମୂଲ୍ୟବାନ, ଯାହା ଗୋଖର ସାପର ଗରଳଠାରୁ ବହୁ ମୂଲ୍ୟବାନ ପଦାର୍ଥ । ସାପମାନଙ୍କଠାରୁ ସଂଗୃହୀତ ଗରଳ ସାପ ଦନ୍ତାଘାତ ରୋଗୀର ବିଷ ହରଣ ନିମନ୍ତେ ଔଷଧ ରୂପେ କାର୍ଯ୍ୟ କରିଥାଏ ।
== ଶ୍ରେଣୀ ବିଭାଗ ==
ଦୁଇ ପ୍ରକାର ସାପ ଦେଖାଯାଆନ୍ତି: ବିଷଯୁକ୍ତ ଓ ବିଷହୀନ । ସାପ ବିଷକୁ ଇଂରାଜୀରେ ବିଷପଇଜନ୍ (poison) ନ କହି [[ଭେନମ]] (Venom) କୁହାଯାଏ । ବିଷଯୁକ୍ତ ସାପ ଦୁଇ ପ୍ରକାର: [[କଲୁବ୍ରିଡି]]କଲୁବ୍ରିଡାଏ ([[colubrididae]]) ଓ [[ଭାଇପରିଡି]]ଭାଇପରିଡାଏ ([[viperidae]]) । କଲୁବ୍ରିଡିକଲୁବ୍ରିଡାଏ ସାପ ଦୁଇ ପ୍ରକାର ଅଛନ୍ତି: ଏଲାପିଡିଏଲାପିଡାଏ ([[elapidae]]) ବା ସ୍ଥଳ ସାପ ଓ ହାଇଡ୍ରୋଫିନିହାଇଡ୍ରୋଫିନାଏ ([[hydrophinae]]) ବା ସାମୁଦ୍ରିକ ସାପ । ସାମୁଦ୍ରିକ ସାପ ଅଧିକ ବିଷାକ୍ତ । ଏଲାପିଡିଏଲାପିଡାଏ ଗୃପରେ ଗୋଖର (cobra), ଚିତି (krait), ରଣା (banded krait), ବୋଡ଼ା (viper) ଇତ୍ୟାଦି ସାପଙ୍କୁ ଅନ୍ତର୍ଭୁକ୍ତ କରାଯାଏ । ସାପ ବିଷକୁ ତାହାର ପ୍ରଭାବ ଅନୁସାରେ ସାଧାରଣତଃ ଦୁଇ ପ୍ରକାର ବିଭକ୍ତ କରାଯାଏ: ହେମୋଲାଇଟିକ୍ (hemolytic) ବା ରକ୍ତ ନଷ୍ଟକାରୀ ତଥା ଜୀବକୋଷ ନଷ୍ଟକାରୀ ଓ ନିଉରୋଟକ୍ସିକ (neurotoxic) ବା ସ୍ନାୟୁ ବିଷ ।
 
* ଗୋଖର ବା ନାଗ: ଫଣାରେ ଗୋରୁଖୁରା ଚିହ୍ନ ଥିବା ସାପ (Cobra)
* ବୋଡ଼ା (viper):
** ଅଜଗର
** ଚିତି: ବୋଡ଼ା ଜାତୀୟ ସାପ
** ଚନ୍ଦନ ବୋଡ଼ା ବା ଚନ୍ଦ୍ର ବୋଡ଼ା
**[[ରଣା ସାପ|ରଣା]] (Bungarus Fasciatus)
* ତମ୍ପ (cobra-de-capello)
* [[ଅହିରାଜ]] (python)
 
 
"https://or.wikipedia.org/wiki/ସାପ"ରୁ ଅଣାଯାଇଅଛି