"ଲିଓ ଟଲଷ୍ଟୟ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ added reference
ଟିକେNo edit summary
୩ କ ଧାଡ଼ି:
 
ପ୍ରଚୁର ଧନ ଦୌଲତ ଏବଂ ସାହିତ୍ୟିକ ପ୍ରତିଭା ଟଲଷ୍ଟୟଙ୍କୁ ଶାନ୍ତି ଦେଇ ପାରି ନ ଥିଲା । ଅନ୍ତତଃ ୧୮୯୦ ମସିହା ବେଲକୁ ସେ ନିଜର ସମସ୍ତ ଧନ ସମ୍ପତ୍ତି ତ୍ୟାଗ କରିଦେଲେ । ନିଜର ପରିବାରକୁ ଛାଡି ସେ ଈଶ୍ଵର ତଥା ଗରୀବଙ୍କ ସେବା କରିବା ଉଦ୍ଦେଶ୍ୟରେ ବାହାରିପଡିଲେ । ତେବେ ତାଙ୍କ ସ୍ଵାସ୍ଥ୍ୟ ଏଥିପାଇଁ ଅନୁକୁଳ ହେଲା ନାହିଁ । ପରିଶେଷରେ ସେ ୨୦ ନଭେମ୍ବର ୧୯୧୦ ଦିନ ଅଷ୍ତାପବା ନାମକ ଏକ ଛୋଟ ରେଳ ଷ୍ଟେସନରେ ଏହି ସମ୍ଭ୍ରାନ୍ତ ବ୍ୟକ୍ତି ଜଣକ ଏକ ଗରୀବ, ନିରାଶ୍ରୟ, ରୋଗୀଣା ବୃଦ୍ଧ ଭାବେ ମୃତ୍ୟୁକୁ ଆଲିଙ୍ଗନ କରିଥିଲେ ।
== ଜୀବନୀ ==
ଟଲଷ୍ଟୟଙ୍କ ଜନ୍ମ ଋଷର ୟାସ୍ନାୟା ପୋଲ୍ୟାନ୍ୟା ନାମକ ସହରରେ, ଯାହାକି ମୋସ୍କୋଠାରୁ ୨୦୦ କି. ମି. ଦକ୍ଷିଣକୁ ଅବସ୍ଥିତ, ହୋଇଥିଲା । ପିତା କାଉଣ୍ଟ ନିକୋଲାଇ ଏବଂ ମାତା ମାରିୟା ଟଲଷ୍ଟୟଙ୍କର ସେ ଥିଲେ ଚତୁର୍ଥ ସନ୍ତାନ । ତାଙ୍କୁ ଯେତେବେଳେ ମାତ୍ର ଦୁଇ ବର୍ଷ ସେ ତାଙ୍କ ମାତାଙ୍କୁ ହରାଇଥିଲେ । ପୁଣି ତାଙ୍କୁ ନଅ ବର୍ଷ ବେଲକୁ ପିତାଙ୍କ ଦେହାନ୍ତ ହେଲା । ତେଣୁ ତାଙ୍କ ଲାଲନ ପାଲନ ଦାୟୀତ୍ଵ ନେଲେ ତାଙ୍କ ଜଣେ ସମ୍ପର୍କୀୟ କାକି ତତ୍ୟାନା । ତେବେ ଉଚ୍ଚ ବର୍ଗର ହୋଇଥିବାରୁ ତାଙ୍କ ଶିକ୍ଷାଦୀକ୍ଷା ନିମିତ୍ତ ସୁଦକ୍ଷ ବିଦ୍ଵାନ ନିଯୁକ୍ତ ହୋଇଥିଲେ । ବାଲ୍ୟାବସ୍ଥାରେ ହିଁ ତାଙ୍କୁ ପାଠ ସହ ଖେଳ କୁଦ, ଘୋଡାସବାରୀ, ଶିକାର, ନାଚଗାନା ଇତ୍ୟାଦି ବିଷୟରେ ଶିକ୍ଷା ଲାଭ କରିଥିଲେ । ୧୮୪୪ ମସିହାରେ ସେ କାଯାନ ବିଶ୍ଵବିଦ୍ୟାଳୟରେ ଆଇନ ଓ ପ୍ରାଚ୍ୟ ଭାଷା ଅଧ୍ୟୟନ କରିବା ଆରମ୍ଭ କଲେ । ତେବେ ପାଠ ପଢା ଅଧାରୁ ଛାଡି ସେ ନିଜ ଜନ୍ମ ସ୍ଥାନ ୟାସ୍ନାୟା ପୋଲ୍ୟାନ୍ୟା ଫେରି ଆସିଲେ ଏବଂ ସେଠାରେ ଏକ ବିଳାସ ତଥା ଆଳସ୍ୟପୂର୍ଣ ଜୀବନ ବିତାଇବାକୁ ଲାଗିଲେ ।
उच्चवर्गीय ताल्लुकेदारों की भॉति इनकी शिक्षा के दीक्षा के लिये सुदक्ष विद्वान् नियुक्त थे। घुड़सवारी, शिकार, नाच-गान, ताश के खेल आदि विद्याओं और कलाओं की शिक्षा इन्हें बचपन में ही मिल चुकी थी। चाची तात्याना इन्हें आदर्श ताल्लुकेदारों बनाना चाहती थी और इसी उद्देश्य से, तत्कालीन संभ्रात समाज की किसी महिला को प्रेमपात्री बनाने के लिये उकसाया करती थीं। युवावस्था में तॉलस्तॉय पर इसका अनुकूल प्रभाव ही पड़ा। पर तॉलस्तॉय का अंत:करण इसे उचित नहीं समझता था। अपनी डायरी में उन्होंने इसकी स्पष्ट भर्त्सना की है।
In 1844, he began studying law and oriental languages at Kazan University, where teachers described him as "both unable and unwilling to learn."[18] Tolstoy left the university in the middle of his studies,[18] returned to Yasnaya Polyana and then spent much of his time in Moscow, Tula and Saint Petersburg, leading a lax and leisurely lifestyle.[3] He began writing during this period,[18] including his first novel Childhood, a fictitious account of his own youth, which was published in 1852.[3] In 1851, after running up heavy gambling debts, he went with his older brother to the Caucasus and joined the army. Tolstoy served as a young artillery officer during the Crimean War and was in Sevastopol during the 11-month-long siege of Sevastopol in 1854–55,[19] including the Battle of the Chernaya. During the war he was recognised for his bravery and courage and promoted to lieutenant.[19] He was appalled by the number of deaths involved in warfare,[18] and left the army after the end of the Crimean War.[3]
 
His conversion from a dissolute and privileged society author to the non-violent and spiritual anarchist of his latter days was brought about by his experience in the army as well as two trips around Europe in 1857 and 1860–61. Others who followed the same path were Alexander Herzen, Mikhail Bakunin and Peter Kropotkin. During his 1857 visit, Tolstoy witnessed a public execution in Paris, a traumatic experience that would mark the rest of his life. Writing in a letter to his friend Vasily Botkin: "The truth is that the State is a conspiracy designed not only to exploit, but above all to corrupt its citizens ... Henceforth, I shall never serve any government anywhere."[20] Tolstoy's concept of non-violence or Ahimsa was bolstered when he read a German version of the Tirukkural.[21] He later instilled the concept in Mahatma Gandhi through his A Letter to a Hindu when young Gandhi corresponded with him seeking his advice.[22][23]
 
== ଆଧାର ==
{{Reflist}}