"ଲିଓ ଟଲଷ୍ଟୟ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ ତଥ୍ୟ ଯୋଡିବା
ଟିକେ ଶ୍ରେଣୀ ଯୋଡିବା
୧ କ ଧାଡ଼ି:
 
ଲିଓ ଟଲଷ୍ଟୟ
'''ଲିଓ ଟଲଷ୍ଟୟ''' (୯ ସେପ୍ଟେମ୍ବର ୧୮୨୮-୨୦ ନଭେମ୍ବର ୧୯୧୦) ଉନ୍ନବିଂଶ ଶତାବ୍ଦୀର ସର୍ବାଧିକ ସମ୍ମାନିତ ଲେଖକ ମାନଙ୍କ ମଧ୍ୟରେ ଅନ୍ୟତମ । ଋଷର ଏକ ସଂପନ୍ନ ପରିବାରରେ ତାଙ୍କ ଜନ୍ମ । ଋଷରେ ସେ ସୈନ୍ୟବାହିନୀରେ ଯୋଗ ଦେଇ ସେ କ୍ରିମିୟା ଯୁଦ୍ଧରେ(୧୮୫୫) ଭାଗ ନେଇଥିଲେ, ତେବେ ତତ ପରବର୍ଷ ସେ ସେନାବାହିନୀ ତ୍ୟାଗକରି ଫେରିଆସିଲେ । ସେନାବାହିନୀରେ ଯୋଗ ଦେବା ପୂର୍ବରୁ ହିଁ ତାଙ୍କ ଭିତରେ ସାହିତ୍ୟ ପ୍ରତି ଋଚି ବୃଦ୍ଧି ପାଇଥିଲା । ତାଙ୍କ ରଚନା ମଧ୍ୟରେ '''ଯୁଦ୍ଧ ଏବଂ ଶାନ୍ତି''' (୧୮୬୫-୬୯) ତଥା '''ଆନ୍ନା କରେନୀନା''' (୧୮୭୫-୧୮୭୭) ସାହିତ୍ୟ ଜଗତରେ କ୍ଳାସିକାଲ ରଚନା ଭାବେ ସ୍ଵୀକୃତ ହୋଇସାରିଛି ।
 
ପ୍ରଚୁର ଧନ ଦୌଲତ ଏବଂ ସାହିତ୍ୟିକ ପ୍ରତିଭା ଟଲଷ୍ଟୟଙ୍କୁ ଶାନ୍ତି ଦେଇ ପାରି ନ ଥିଲା । ଅନ୍ତତଃ ୧୮୯୦ ମସିହା ବେଲକୁ ସେ ନିଜର ସମସ୍ତ ଧନ ସମ୍ପତ୍ତି ତ୍ୟାଗ କରିଦେଲେ । ନିଜର ପରିବାରକୁ ଛାଡି ସେ ଈଶ୍ଵର ତଥା ଗରୀବଙ୍କ ସେବା କରିବା ଉଦ୍ଦେଶ୍ୟରେ ବାହାରିପଡିଲେ । ତେବେ ତାଙ୍କ ସ୍ଵାସ୍ଥ୍ୟ ଏଥିପାଇଁ ଅନୁକୁଳ ହେଲା ନାହିଁ । ପରିଶେଷରେ ସେ ୨୦ ନଭେମ୍ବର ୧୯୧୦ ଦିନ ଅଷ୍ତାପବା ନାମକ ଏକ ଛୋଟ ରେଳ ଷ୍ଟେସନରେ ଏହି ସମ୍ଭ୍ରାନ୍ତ ବ୍ୟକ୍ତି ଜଣକ ଏକ ଗରୀବ, ନିରାଶ୍ରୟ, ରୋଗୀଣା ବୃଦ୍ଧ ଭାବେ ମୃତ୍ୟୁକୁ ଆଲିଙ୍ଗନ କରିଥିଲେ ।
 
 
== ଆଧାର ==
{{Reflist}}
{{ମୁଣ୍ଡିଆ}}
 
[[ଶ୍ରେଣୀ:୧୮୨୮ ଜନ୍ମ]]
धन-दौलत व साहित्यिक प्रतिभा के बावजूद तोलस्तोय मन की शांति के लिए तरसते रहे। अंततः 1890 में उन्होंने अपनी धन-संपत्ति त्याग दी। अपने परिवार को छोड़कर वे ईश्वर व गरीबों की सेवा करने हेतु निकल पड़े। उनके स्वास्थ्य ने अधिक दिनों तक उनका साथ नहीं दिया। आखिरकार 20 नवम्बर 1910 को अस्तापवा नामक एक छोटे से रेलवे स्टेशन पर इस धनिक पुत्र ने एक गरीब, निराश्रित, बीमार वृद्ध के रूप में मौत का आलिंगन कर लिया।
[[ଶ୍ରେଣୀ:୧୯୧୦ ମୃତ୍ୟୁ]]