"ଆଣ୍ଟିବଡି" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଅଧିକ ତ‌ଥ୍ୟ ଦିଆଗଲା
ଅଧିକ ତ‌ଥ୍ୟା ଦିଆଗଲା
୬ କ ଧାଡ଼ି:
 
ପ୍ଲାଜ୍ମା ଜୀବକୋଷ ([[:en:plasma cell|plasma cell]]s) ଭିନ୍ନତା ପ୍ରାପ୍ତ ହୋଇ ବି ଜୀବକୋଷରେ ([[:en:B cell|B cell]]s) ପରିଣତ ହୋଇ ଆଣ୍ଟିବଡି କ୍ଷରଣ କରେ । ଆଣ୍ଟିବଡି ଦୁଇ ଭୌତିକ ଆକାରରେ ମିଳେ, ପ୍ରଥମଟି ଦ୍ରବୀଭୂତ ଆକାରରେ ପ୍ଲାଜ୍ମାରେ ଥାଏ ଓ ଦ୍ୱିତୀୟଟି ବି ଜୀବକୋଷ ଆସ୍ତରଣରେ ସଂଯୁକ୍ତ ହୋଇଥାଏ ଯାହାକୁ ବି ଜୀବକୋଷ ରିସେପ୍ଟର ବା ବିସିଆର ([[:en:B-cell receptor]] (BCR)) କୁହାଯାଏ । ବିସିଆର କେବଳ ବି ଜୀବକୋଷ ପୃଷ୍ଠରେ ଥାଏ ଯାହା ପରବର୍ତ୍ତୀ କାଳରେ ପରିବର୍ତ୍ତିତ ହୋଇ ପ୍ଲାଜ୍ମ ଜୀବକୋଷ କାରଖାନାରେ ପରିଣତ ହୁଏ ବା ମେମୋରି ବି ଜୀବକୋଷ ହୋଇ ଆଣ୍ଟିଜେନ‌କୁ ସ୍ମରଣ ରଖେ ଓ ଭବିଷ୍ୟତରେ ଆବଶ୍ୟକ ସ୍ଥଳେ ପ୍ରତିକ୍ରିୟା ସୃଷ୍ଟି କରେ । <ref name="pmid17337763">{{cite journal | vauthors = Borghesi L, Milcarek C | title = From B cell to plasma cell: regulation of V(D)J recombination and antibody secretion | journal = Immunologic Research | volume = 36 | issue = 1–3 | pages = 27–32 | year = 2006 | pmid = 17337763 | doi = 10.1385/IR:36:1:27 }}</ref> ଅଧିକାଂଶ କ୍ଷେତ୍ରରେ ବି ଓ ଟି ଜୀବକୋଷର ([[:en:T cell|T helper cell]]) ପ୍ରତିକ୍ରିୟା ହେବାପରେ ବି ଜୀବକୋଷ ସମ୍ପର୍ଣ୍ଣ ଭାବରେ ସକ୍ରିୟ ହୁଏ । <ref name="T cell-dependent B cell activation">{{cite journal | vauthors = Parker DC | title = T cell-dependent B cell activation | journal = Annual Review of Immunology | volume = 11 | issue = 1 | pages = 331–60 | year = 1993 | pmid = 8476565 | doi = 10.1146/annurev.iy.11.040193.001555 }}</ref> ଦ୍ରବୀଭୂତ ଆଣ୍ଟିବଡି, ତନ୍ତୁ ତରଳ ପଦାର୍ଥ, ରକ୍ତ ଓ ଅନେକ ରକମରେ କ୍ଷରଣରେ ([[:en:secretion|secretion]]s) ସଞ୍ଚାଳିତ ହୁଏ ।
 
ଆଣ୍ଟିବାୟୋଟିକ, ଇମ୍ମ୍ୟୁନୋଗ୍ଲୋବ୍ୟୁଲିନ ସୁପରପରିବାରରେ ଥିବା ଏକ ଗ୍ଲାଇକୋପ୍ରୋଟିନ ([[:en:immunoglobulin superfamily|immunoglobulin superfamily]]) ।<ref name = "immune_glycan"/> ରକ୍ତ ପୁଷ୍ଟିସାରରେ ଥିବା ଗାମାଗ୍ଲୋବ୍ୟୁଲିନର ([[:en:gamma globulin|gamma globulin]]) ଅଧିକାଂଶ ଭାଗରେ ଏହି ଗ୍ଲାଇକୋପ୍ରୋଟିନ ଥାଏ । ଏଥିରେ ମୌଳିକ ଭାବରେ ଗଠିତ ଦୁଇଟି ହେଭି ଇମ୍ମ୍ୟୁନୋଗ୍ଲୋବ୍ୟୁଲିନ ବା ଓଜନିଆ ଚେନ ([[:en:Immunoglobulin heavy chain|heavy chain]]s) ଓ ଦୁଇଟି ହାଲୁକା ଚେନ ଇମ୍ମ୍ୟୁନୋଗ୍ଲୋବ୍ୟୁଲିନ ([[:en:Immunoglobulin light chain|light chains]]) ଥାଏ ।
 
 
"https://or.wikipedia.org/wiki/ଆଣ୍ଟିବଡି"ରୁ ଅଣାଯାଇଅଛି