"ଆଣ୍ଟିବଡି" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଅଧିକ ତ‌ଥ୍ୟ ଦିଆଗଲା
ଅଧିକ ତ‌ଥ୍ୟ ଦିଆଗଲା
୩ କ ଧାଡ଼ି:
'''ଆଣ୍ଟିବଡି''' ବା '''ପ୍ରତିଦ୍ରବ୍ୟ''' ବା '''ପ୍ରତିପିଣ୍ଡ''' ବା '''ଏବି''' ([[ଇଂରାଜୀ ଭାଷା]]ରେ An '''antibody''' ('''Ab''')), ଆଉ ମଧ୍ୟ '''ଇମ୍ମୁନୋଗ୍ଲୋବ୍ୟୁଲିନ''' ବା '''ଆଇଜି''' (ଇଂରାଜୀ ଭାଷାରେ '''immunoglobulin''' ('''Ig''')),<ref name=Rhoades>{{cite book | vauthors = Rhoades RA, Pflanzer RG | title = Human Physiology | edition = 5th | publisher = Thomson Learning | year = 2002 | page = [https://archive.org/details/humanphysiologyw00rodn/page/584 584] | isbn = 978-0-534-42174-8 | url = https://archive.org/details/humanphysiologyw00rodn/page/584 }}</ref> ଏକ ବଡ଼ 'Y' ଆକାରର [[ପୁଷ୍ଟିସାର]] ବା ପ୍ରୋଟିନ ଯାହା ମୂଖ୍ୟତଃ ପ୍ଲାଜମା ଜୀବକୋଷଦ୍ୱାରା ([[:en:plasma cell|plasma cell]]) ପ୍ରସ୍ତୁତ ହୁଏ ଓ ଇମ୍ମ୍ୟୁନ ସିସ୍ଟମଦ୍ୱାରା ([[:en:immune system|immune system]]) ରୋଗସୃଷ୍ଟିକାରୀ ଜୀବାଣୁ ବା ଭୂତାଣୁମାନଙ୍କୁ ([[:en:Viral disease|viruses]]) ନିଷ୍ଟ୍ରଭ କରିଦିଏ ।
 
ପାଥୋଜେନର ଏକ ଅତୁଳନୀୟ ମଲିକ୍ୟୁଲକୁ ଆଣ୍ଟିବଡି ଚିହ୍ନଟ କରିପାରେ ଯାହାକୁ ଆଣ୍ଟିଜେନ କୁହାଯାଏ ଓ ଏହା ଫ୍ରାଗମେଣ୍ଟ ଆଣ୍ଟିଜେନ-ବାଇଣ୍ଡିଙ୍ଗ ([[:en:fragment antigen-binding|fragment antigen-binding]] (Fab)) ଭାରିଏବଲ ସ୍ଥାନରେ ସାଧିତ ହୁଏ । <ref name=Janeway5>{{cite book | first = Charles | last = Janeway | name-list-format = vanc | title = Immunobiology | edition = 5th | publisher = Garland Publishing | year = 2001 | url = https://archive.org/details/immunobiology00char | isbn = 978-0-8153-3642-6 }}</ref><ref name="pmid8450761">{{cite journal | vauthors = Litman GW, Rast JP, Shamblott MJ, Haire RN, Hulst M, Roess W, Litman RT, Hinds-Frey KR, Zilch A, Amemiya CT | title = Phylogenetic diversification of immunoglobulin genes and the antibody repertoire | journal = Molecular Biology and Evolution | volume = 10 | issue = 1 | pages = 60–72 | date = January 1993 | pmid = 8450761 | doi = 10.1093/oxfordjournals.molbev.a040000 }}</ref> ଆଣ୍ଟିବଡିର ଅଗ୍ରଭାଗରେ ଏକ ପାରାଟୋପ ଥାଏ ଯାହା ତାଲା ଭଳି କେ ନିର୍ଦ୍ଦିଷ୍ଟ ଏପିଟୋପ ପାଇଁ ଥାଏ ଯାହା ଚାବି ଭଳି କାମକରେ; ଫଳରେ ଉଭୟ ଅନୁବନ୍ଧିତ ହୋଇଯାଆନ୍ତି । ଏହି ବନ୍ଧନ ପ୍ରଣାଳୀ ବ୍ୟବ‌ହାର କରି ଆଣ୍ଟିବଡ ଏକ ଅଣୁଜୀବ ବା ସଂକ୍ରମିତ ଜୀବକୋଷକୁ ଟ୍ୟାଗ କରିଦେବା ଫଳରେ ଇମ୍ମ୍ୟୁନ ସିସ୍ଟମର ଅନ୍ୟାନ୍ୟ ଅଂଶ ଆକ୍ରମଣ କରନ୍ତି ଓ ବଞ୍ଚିରହିବାକୁ ଆବଶ୍ୟକ ଏହି ଟାରଗେଟକୁ ନିଉଟ୍ରାଲାଇଜ କରିଦିଅନ୍ତି । ଆଣ୍ଟିଜେନ ଅନୁସାରେ ଏହି ବନ୍ଧନ ଯୋଗୁ ଜୈବିକ କ୍ରିୟା ବାଧାପ୍ରାପ୍ତ ହୁଏ ବା ବାହ୍ୟ ପଦାର୍ଥ ନଷ୍ଟ ହୋଇଯାଏ । "Y"ର ବେସରେ ଥିବା ଫ୍ରାଗମେଣ୍ଟ କ୍ରିସ୍ଟାଲାଇଜେବ୍ଲ ସ୍ଥାନ ଇମ୍ମ୍ୟୁନ ସିସ୍ଟମର ଅନ୍ୟାନ୍ୟ ଅଂଶ ସ‌ହିତ ସଂଯୋଗ ସ୍ଥାପନ କରିପାରେ ଓ ଏହି ସ୍ଥାନରେ ଗୋଟେ ସଂରକ୍ଷିତ ଗ୍ଲାଇକୋସିଲାସନ ସ୍ଥାନରେ ପ୍ରତିକ୍ରିୟା ହୁଏ । <ref name = "immune_glycan">{{cite journal | vauthors = Maverakis E, Kim K, Shimoda M, Gershwin ME, Patel F, Wilken R, Raychaudhuri S, Ruhaak LR, Lebrilla CB | title = Glycans in the immune system and The Altered Glycan Theory of Autoimmunity: a critical review | journal = Journal of Autoimmunity | volume = 57 | issue = 6 | pages = 1–13 | date = February 2015 | pmid = 25578468 | pmc = 4340844 | doi = 10.1016/j.jaut.2014.12.002 }}</ref> ହ୍ୟୁମୋରାଲ ଇମ୍ମ୍ୟୁନ ସିସ୍ଟମର ([[:en:humoral immune system|humoral immune system]]) ମୁଖ୍ୟ କାମ ହେଉଛି ଆଣ୍ଟିବଡି ପ୍ରସ୍ତୁତ କରିବା । <ref name=Pier>{{cite book | vauthors = Pier GB, Lyczak JB, Wetzler LM | title = Immunology, Infection, and Immunity | publisher = ASM Press| year = 2004 | isbn = 978-1-55581-246-1}}</ref>
 
ପ୍ଲାଜ୍ମା ଜୀବକୋଷ ([[:en:plasma cell|plasma cell]]s) ଭିନ୍ନତା ପ୍ରାପ୍ତ ହୋଇ ବି ଜୀବକୋଷରେ ([[:en:B cell|B cell]]s) ପରିଣତ ହୋଇ ଆଣ୍ଟିବଡି କ୍ଷରଣ କରେ । ଆଣ୍ଟିବଡି ଦୁଇ ଭୌତିକ ଆକାରରେ ମିଳେ, ପ୍ରଥମଟି ଦ୍ରବୀଭୂତ ଆକାରରେ ପ୍ଲାଜ୍ମାରେ ଥାଏ ଓ ଦ୍ୱିତୀୟଟି ବି ଜୀବକୋଷ ଆସ୍ତରଣରେ ସଂଯୁକ୍ତ ହୋଇଥାଏ ଯାହାକୁ ବି ଜୀବକୋଷ ରିସେପ୍ଟର ବା ବିସିଆର ([[:en:B-cell receptor]] (BCR)) କୁହାଯାଏ । ବିସିଆର କେବଳ ବି ଜୀବକୋଷ ପୃଷ୍ଠରେ ଥାଏ ଯାହା ପରବର୍ତ୍ତୀ କାଳରେ ପରିବର୍ତ୍ତିତ ହୋଇ ପ୍ଲାଜ୍ମ ଜୀବକୋଷ କାରଖାନାରେ ପରିଣତ ହୁଏ ବା ମେମୋରି ବି ଜୀବକୋଷ ହୋଇ ଆଣ୍ଟିଜେନ‌କୁ ସ୍ମରଣ ରଖେ ଓ ଭବିଷ୍ୟତରେ ଆବଶ୍ୟକ ସ୍ଥଳେ ପ୍ରତିକ୍ରିୟା ସୃଷ୍ଟି କରେ । <ref name="pmid17337763">{{cite journal | vauthors = Borghesi L, Milcarek C | title = From B cell to plasma cell: regulation of V(D)J recombination and antibody secretion | journal = Immunologic Research | volume = 36 | issue = 1–3 | pages = 27–32 | year = 2006 | pmid = 17337763 | doi = 10.1385/IR:36:1:27 }}</ref> ଅଧିକାଂଶ କ୍ଷେତ୍ରରେ ବି ଓ ଟି ଜୀବକୋଷର ([[:en:T cell|T helper cell]]) ପ୍ରତିକ୍ରିୟା ହେବାପରେ ବି ଜୀବକୋଷ ସମ୍ପର୍ଣ୍ଣ ଭାବରେ ସକ୍ରିୟ ହୁଏ । <ref name="T cell-dependent B cell activation">{{cite journal | vauthors = Parker DC | title = T cell-dependent B cell activation | journal = Annual Review of Immunology | volume = 11 | issue = 1 | pages = 331–60 | year = 1993 | pmid = 8476565 | doi = 10.1146/annurev.iy.11.040193.001555 }}</ref> ଦ୍ରବୀଭୂତ ଆଣ୍ଟିବଡି, ତନ୍ତୁ ତରଳ ପଦାର୍ଥ, ରକ୍ତ ଓ ଅନେକ ରକମରେ କ୍ଷରଣରେ ([[:en:secretion|secretion]]s) ସଞ୍ଚାଳିତ ହୁଏ ।
 
 
== ଆଧାର ==
"https://or.wikipedia.org/wiki/ଆଣ୍ଟିବଡି"ରୁ ଅଣାଯାଇଅଛି