"ଦୀନକୃଷ୍ଣ ଦାସ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ ବ/ୱ ଫଳା ବଦଳ
→‎ଦୀନକୃଷ୍ଣଙ୍କ ସ୍ୱାଭିମାନ: ବ୍ୟାକରଣ ସଜାଡ଼ିଲେ, ଲିଙ୍କ ଯୋଡ଼ିଲେ
ଟ୍ୟାଗସବୁ: ମୋବାଇଲ ସମ୍ପାଦନା ମୋବାଇଲ ୱେବ ବଦଳ Android app edit
୨୬ କ ଧାଡ଼ି:
ଭକ୍ତକବି ଦୀନକୃଷ୍ଣ ଦାସ [[ଓଡ଼ିଶା]]ର ବାଲେଶ୍ୱର ଜିଲା ଅନ୍ତର୍ଗତ ଜଳେଶ୍ୱରଠାରେ ଜନ୍ମ ହୋଇଥିଲେ । ସେ ବାଲ୍ୟକାଳରୁ ଶ୍ରୀକ୍ଷେତ୍ରକୁ ଚାଲିଯାଇଥିଲେ । ବ୍ରାହ୍ମଣୀ ନଦୀର କୂଳରେ ଢେଙ୍କାନାଳ ଜିଲ୍ଲାର ଏକଘରିଆ ଗ୍ରାମରେ ରହି ସେ ଭକ୍ତିସାହିତ୍ୟ ଅଧ୍ୟୟନ କରୁଥିଲେତ। ାଙ୍କ ଜୀବନର ଅନେକ ଭାଗ [[ପୁରୀ]]ଠାରେ [[ଜଗନ୍ନାଥ ମନ୍ଦିର]] ଓ ଅନ୍ୟାନ୍ୟ ମଠମାନଙ୍କରେ କଟିଥିଲା ।<ref>କବି ଦୀନକୃଷ୍ଣ ଦାସ - http://baleswar.nic.in/Kabi%20Dinakrushna%20Das.htm </ref>
 
=== ଦୀନକୃଷ୍ଣଙ୍କ ସ୍ୱାଭିମାନ ===
 
==== ଦାର୍ଢ଼୍ୟତାଭକ୍ତି ରସାମୃତ ====
ଅଷ୍ଟାଦଶ ଶତାବ୍ଦୀର ଜୀବନୀ ଲେଖକ ରାମଦାସ ତାଙ୍କ ପ୍ରଣୀତ ଗ୍ରନ୍ଥ ''ଦାର୍ଢ଼୍ୟତାଭକ୍ତି ରସାମୃତ''ରେ ଦୀନକୃଷ୍ଣଙ୍କ ବିଷୟରେ ଲେଖିଛନ୍ତି । ତାଙ୍କର ବିବୃତି ଅନୁସାରେ ପୁରୀର ତତ୍କାଳୀନ ଗଜପତି ରାଜା କବି ଦୀନକୃଷ୍ଣଙ୍କ କବିତ୍ୱରେ ମୁଗ୍ଧ ହୋଇ ତାଙ୍କୁ ରାଜାଙ୍କ ନାମରେ ଗୀତଗୁଡ଼ିକ ଭଣି ପ୍ରଚୁର ଧନରାଶି ଲୋଭ ଦେଖାଇଥିଲେ ।<ref name="ଓସାଏ">{{cite book|title=ଦୀନକୃଷ୍ଣ ଦାସ|publisher=ଓଡ଼ିଶା ସାହିତ୍ୟ ଏକାଡେମୀ|year=୨୦୦୨|isbn=81-7586-077-4|pages=128–|author1=ନଗେନ୍ଦ୍ରନାଥ ପ୍ରଧାନ}}</ref> {{Quote|<poem>
ଶୁଣ ହେ କବି କୃଷ୍ଣ ଦାସ । ହୋଇଣ ଥିବ ଦିବ୍ୟ ବେଶ ।।
ସୁନ୍ଦର ମଧୁର କଠିନ । ଗୀତ କରି ମୋ ନାମେ ଭଣ ।।
ମୋ ନାମେ ଭଣିଲେ ଅବଶ୍ୟ । ଅନେକ ଦେବି ଗ୍ରାମ ଦେଶ ।।
ମୋ ରାଜ୍ୟେ ଦେବି ଅଧିକାର । ଦେଖ ମୁଁ ଜଗତ ଈଶ୍ୱର ।।
</poem>|ନୋହିଲେ ମରିବୁ ଅବଶ୍ୟ । ଛାଡ଼ ତୋ ଜୀବନର ଆଶ ଦାର୍ଢ଼୍ୟତାଭକ୍ତି ରସାମୃତ, ରାମ ଦାସ|}}କିନ୍ତୁ ଦୀନକୃଷ୍ଣ ନିଜର ଦରିଦ୍ର ଓ ରୁଗ୍ଣ ଅବସ୍ଥା ଥାଇ ମଧ୍ୟ ନିଜ ସ୍ୱାଭିମାନ ଯୋଗୁଁ ଏହା କରିବାକୁ ମନା କରିଥିଲେ । ଦୀନକୃଷ୍ଣ କେବଳ ଜଗନ୍ନାଥଙ୍କ ପାଇଁ ଗୀତ ଲେଖନ୍ତି ବୋଲି କହି ରାଜାଙ୍କ ନାମରେ ଗୀତ ଲେଖିବାକୁ ମନା କରିଥିଲେ । {{Quote|<poem>
ନୋହିଲେ ମରିବୁ ଅବଶ୍ୟ । ଛାଡ଼ ତୋ ଜୀବନର ଆଶ ।।
</poem>|ଦାର୍ଢ଼୍ୟତାଭକ୍ତି ରସାମୃତ, ରାମ ଦାସ|}}କିନ୍ତୁ ଦୀନକୃଷ୍ଣ ନିଜର ଦରିଦ୍ର ଓ ରୁଗ୍ଣ ଅବସ୍ଥା ଥାଇ ମଧ୍ୟ ନିଜ ସ୍ୱାଭିମାନ ଯୋଗୁଁ ଏହା କରିବାକୁ ମନା କରିଥିଲେ । ଦୀନକୃଷ୍ଣ କେବଳ ଜଗନ୍ନାଥଙ୍କ ପାଇଁ ଗୀତ ଲେଖନ୍ତି ବୋଲି କହି ରାଜାଙ୍କ ନାମରେ ଗୀତ ଲେଖିବାକୁ ମନା କରିଥିଲେ । {{Quote|<poem>
ଦାସେ ବୋଇଲେ ତାହା ଶୁଣି । ଶୁଣ ହେ ନୃପଚୂଡ଼ାମଣି ।।
ତୁମ୍ଭଙ୍କୁ ମୋର ନାହିଁ ଡର । ମୋ ପ୍ରଭୁ ବଳେ ବଳୀୟାର ।।
</poem>|ଦାର୍ଢ଼୍ୟତାଭକ୍ତିଜଗତ ସୃଷ୍ଟି ଆନ ହେଲେ । ଏ ଗୀତ ଆନକୁ ନ ବୋଲେ ।ଦାର୍ଢ଼୍ୟତାଭକ୍ତି ରସାମୃତ, ରାମ ଦାସ|}}ଏହା ଯୋଗୁଁ ତାଙ୍କ ବିରୁଦ୍ଧରେ ସଭାର ପଣ୍ଡିତମାନେ ଅନେକ ଚକ୍ରାନ୍ତ ରଚି ଦୀନକୃଷ୍ଣଙ୍କୁ କାରାଗାରରେ ବନ୍ଦୀ କରାଇଥିଲେ । ଏହା ଯୋଗୁଁ ଭୋକଶୋଷରେ ତାଙ୍କ ଜୀବନ ସଙ୍କଟାପନ୍ନ ହୋଇଥିଲା । ଏହି ସମୟରେ ଜଗନ୍ନାଥ ନିଜେ ମିଷ୍ଟାନ୍ନ ଆଣି ତାଙ୍କୁ ଦେଇଥିଲେ ଓ ରାଜାଙ୍କୁ ସ୍ୱପ୍ନାଦେଶ ଦେଇ କବିଙ୍କୁ ମୁକ୍ତ କରାଇଥିଲେ ବୋଲି ଲିଖିତ ହୋଇଛି ।
ଜଗତ ସୃଷ୍ଟି ଆନ ହେଲେ । ଏ ଗୀତ ଆନକୁ ନ ବୋଲେ ।।
କବିଙ୍କ ନିଜ ରଚନାଗୁଡ଼ିକରେ ଏହି ଘଟଣାର କୌଣସି ବର୍ଣ୍ଣନା ନ ଥିଲେ ମଧ୍ୟ ପରୋକ୍ଷରେ ସେ ବହୁ ସ୍ଥାନରେ କବି ହୋଇ ନିଜ ସ୍ୱାଭିମାନ ନ ହରାଇବାକୁ ଚେତାବନୀ ଦେଇଛନ୍ତି । ଏହା ସଙ୍ଗେ ସେ ଧନ ଲୋଭରେ ମୂର୍ଖମାନଙ୍କୁ ଉପାସନା କରିବା ନିଜ ଛାତିରେ କାତି ମାରିଲା ଭଳି ଦଶା ବୋଲି କହିଛନ୍ତି ।{{Quote|<poem>
</poem>|ଦାର୍ଢ଼୍ୟତାଭକ୍ତି ରସାମୃତ, ରାମ ଦାସ|}}ଏହା ଯୋଗୁଁ ତାଙ୍କ ବିରୁଦ୍ଧରେ ସଭାର ପଣ୍ଡିତମାନେ ଅନେକ ଚକ୍ରାନ୍ତ ରଚି ଦୀନକୃଷ୍ଣଙ୍କୁ କାରାଗାରରେ ବନ୍ଦୀ କରାଇଥିଲେ । ଏହା ଯୋଗୁଁ ଭୋକଶୋଷରେ ତାଙ୍କ ଜୀବନ ସଙ୍କଟାପନ୍ନ ହୋଇଥିଲା । ଏହି ସମୟରେ ଜଗନ୍ନାଥ ନିଜେ ମିଷ୍ଟାନ୍ନ ଆଣି ତାଙ୍କୁ ଦେଇଥିଲେ ଓ ରାଜାଙ୍କୁ ସ୍ୱପ୍ନାଦେଶ ଦେଇ କବିଙ୍କୁ ମୁକ୍ତ କରାଇଥିଲେ ବୋଲି ଲିଖିତ ହୋଇଛି ।
 
==== କବିଙ୍କ ନିଜ ରଚନା ====
କବିଙ୍କ ନିଜ ରଚନାଗୁଡ଼ିକରେ ଏହି ଘଟଣାର କୌଣସି ବର୍ଣ୍ଣନା ନ ଥିଲେ ମଧ୍ୟ ପରୋକ୍ଷରେ ସେ ବହୁ ସ୍ଥାନରେ କବି ହୋଇ ନିଜ ସ୍ୱାଭିମାନ ନ ହରାଇବାକୁ ଚେତାବନୀ ଦେଇଛନ୍ତି । ଏହା ସଙ୍ଗେ ସେ ଧନ ଲୋଭରେ ମୂର୍ଖମାନଙ୍କୁ ଉପାସନା କରିବା ନିଜ ଛାତିରେ କାତି ମାରିଲା ଭଳି ଦଶା ବୋଲି କହିଛନ୍ତି ।{{Quote|<poem>
କବି ଯା କରେ ମୂର୍ଖକୁ ସ୍ତୁତି
ଏଥିରୁ ବଡ଼ ନାହିଁ ବିପତ୍ତି
ଏଥିକି ପ୍ରତି ଛାତିରେ କାତି ମାରିବା ଭଲ ହେ ।
</poem>|ରସକଲ୍ଲୋଳ, ଦୀନକୃଷ୍ଣ ଦାସ|}}
 
== ସାହିତ୍ୟିକ କୃତି ==