"ଶରତ ପୂଜାରୀ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଭାରତୀୟ ଅଭିନେତା
Content deleted Content added
"{{Infobox person | name = ଶରତ ପୂଜାରୀ | image = | imagesize = 150px | caption =<!--ଶରତ ପୂଜା..." ନାଆଁରେ ପୃଷ୍ଠାଟିଏ ତିଆରିକଲେ
(କିଛି ବଦଳିନାହିଁ)

୧୬:୧୬, ୨୫ ମଇ ୨୦୧୧ ଅନୁସାରେ କରାଯାଇଥିବା ବଦଳ

ଶରତ ପୂଜାରୀ ଜଣେ ଖ୍ୟାତନାମା ଓଡ଼ିଆ ସିନେ ଅଭିନେତା । ତାଙ୍କର ଜନ୍ମ ୮ ଅଗଷ୍ଟ ୧୯୩୪ରେ ଓଡ଼ିଶାର ନୟାଗଡ଼ ଜିଲାରେ ହୋଇଥିଲା ।

ଶରତ ପୂଜାରୀ
ଜନ୍ମ
ଶରତ ପୂଜାରୀ

(1934-08-08) ଅଗଷ୍ଟ ୮, ୧୯୩୪ (ବୟସ ୮୯)
ବୃତ୍ତିଅଭିନେତା (ଓଡ଼ିଆ)
ସକ୍ରିୟ ବର୍ଷ୬୦ ଦଶକ-ଏବେଯାଏଁ

ସେ ୬୦ ଦଶକର ଆରମ୍ଭରୁ ଏବେ ଯାଏଁ ଓଡ଼ିଆ ସିନେମା ଜଗତରେ ଜଣେ ସକ୍ରିୟ ଅଭିନେତା ଭାବରେ ଅନେକ ସଫଳ ଚଳଚ୍ଚିତ୍ରର ଅଭିନୟ କରିସାରିଛନ୍ତି ।

ଶିକ୍ଷା ଓ ପ୍ରାରମ୍ଭିକ ଜୀବନ

ତାଙ୍କର ବାଳଶିକ୍ଷା ଓଡ଼ିଶାର ଅନେକ ସ୍କୁଲରେ ସରିଥିଲା । ତାହାପରେ ସେ ଅର୍ଥନୀତିରେ ସ୍ନାତକ ଓ ୧୯୫୬ରେ ଚିତ୍ରାଙ୍କନରେ ଆଲ୍ହାବାଦ ବିଶ୍ଵବିଦ୍ୟାଳୟରୁ ଡିପ୍ଲୋମା ସାରିଥିଲେ । ତାଙ୍କର ପ୍ରଥମ ଚାକିରି ବ୍ଲକ ଡିଜାଇନର ଓ ପବ୍ଲିସିଟି ଏଜେଣ୍ଟ ଭାବରେ ଆରମ୍ଭ ହୋଇଥିଲା । ୧୯୫୯ରେ ସେ "ଅର୍ଥନୀତି"ର ଅଧ୍ୟାପକ ଭାବରେ ବରଗଡ଼ର ପଞ୍ଚାୟତ କଲେଜରେ ଯୋଗ ଦେଇଥିଲେ ।[୧]

ଅଭିନୀତ ସିନେମା

ଭୂମିକା|
*ମାଟିର ମଣିଷ (୧୯୬୬) |- ବରଜୁ
*ଅରୁନ୍ଧତୀ (୧୯୬୭) |- ମନୋଜ
  1. Panchayat College,Bargarh