"ଜାନକୀ ବଲ୍ଲଭ ପଟ୍ଟନାୟକ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ →‎ଯୋଗସୂତ୍ର ପେଡ଼ି: +ସାହିତ୍ୟ ଭାରତୀ ସମ୍ମାନ
ଟିକେ କିଛି ଅଧିକ ତଥ୍ୟ ଦିଆଗଲା
୩୪ କ ଧାଡ଼ି:
'''ଜାନକୀ ବଲ୍ଲଭ ପଟ୍ଟନାୟକ''' (୩ ଜାନୁଆରୀ ୧୯୨୭ - ୨୧ ଅପ୍ରେଲ ୨୦୧୫) ଜଣେ ରାଜନୀତିଜ୍ଞ, ବାଗ୍ମୀ, ସାମ୍ବାଦିକ ଓ ସାରସ୍ୱତ ସ୍ରଷ୍ଟା ଥିଲେ। ସେ ଓଡ଼ିଶାର [[ଓଡ଼ିଶାର ମୁଖ୍ୟମନ୍ତ୍ରୀ ମାନଙ୍କର ତାଲିକା|ମୁଖ୍ୟମନ୍ତ୍ରୀ]], [[ଆସାମ]]ର ରାଜ୍ୟପାଳ, ତିରୁପତି ରାଷ୍ଟ୍ରୀୟ ସଂସ୍କୃତି ବିଶ୍ୱବିଦ୍ୟାଳୟର କୁଳାଧିପତି, ଅଖିଳ ଭାରତୀୟ ପ୍ରାଚ୍ୟବିଦ୍ୟା ସମ୍ମେଳନର ରାଷ୍ଟ୍ରୀୟ ଅଧ୍ୟକ୍ଷ ଭଳି ବହୁ ଦାୟିତ୍ୱ ସମ୍ଭାଳିଛନ୍ତି ।
 
ଜାନକୀ ବଲ୍ଲଭ ପଟ୍ଟନାୟକ [[ପୁରୀ ଜିଲ୍ଲା]]ର ରାମେଶ୍ୱରଠାରେ ଜନ୍ମଗହଣ କରିଥିଲେ ।<ref name=":0">{{cite web |url= http://www.odishafiles.com/2012/11/shri-janaki-ballav-patnaik.html |title=Odisha Files: Events: Shri Janaki Ballav Patnaik |first= |last=|work=odishafiles.com |year=2012|quote=born on 3rd January 1927 at Rameswar of Puri. |accessdate=5 February 2013}}</ref>
 
୧୯୪୭ ମସିହାରେ ଉତ୍କଳ ବିଶ୍ୱବିଦ୍ୟାଳୟରୁ ସଂସ୍କୃତରେ ସ୍ନାତକ ଉପାଧି ହାସଲ କରିବା ପରେ ୧୯୪୯ ମସିହାରେ ଆହ୍ଲାବାଦ ବିଶ୍ୱବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ସ୍ନାତକୋତ୍ତର ଉପାଧି ହାସଲ କରିଥିଲେ । ଏହାପରେ ସେ 'ଇଷ୍ଟର୍ଣ୍ଣ ଟାଇମ୍‍ସ' ଖବରକାଗଜରୁ ସାମ୍ବାଦିକ ଭାବେ ନିଜର କର୍ମମୟ ଜୀବନ ଅାରମ୍ଭ କରିଥିଲେ । ୧୯୫୦ରେ ଏହାର ଯୁଗ୍ମ ସମ୍ପାଦକ ଓ ଦୁଇବର୍ଷ ପରେ ଏହାର ସମ୍ପାଦକ ହୋଇଥିଲେ । ଏହା ସହ ସେ ଓଡ଼ିଅା ଦୈନିକ '[[ପ୍ରଜାତନ୍ତ୍ର]]'ର ମଧ୍ୟ ସମ୍ପାଦକ ହୋଇଥିଲେ । ୧୯୬୭ ପର୍ଯ୍ୟନ୍ତ ସେ ଉଭୟ ଖବରକାଗଜର ସମ୍ପାଦକ ରହି ଅାସିଥିଲେ । ୧୯୬୭ ଜୁଲାଇରେ ସେ "ପୌରୁଷ' ପତ୍ରିକା ପ୍ରତିଷ୍ଠା ଓ ସଂପାଦନା କରିଥିଲେ ।
 
== ପ୍ରାରମ୍ଭିକ ଜୀବନ ==
ଜାନକୀ ବଲ୍ଲଭ ପଟ୍ଟନାୟକ [[ପୁରୀ ଜିଲ୍ଲା]]ର ରାମେଶ୍ୱରଠାରେ ଜନ୍ମଗହଣ କରିଥିଲେ ।<ref name=":0" /> ତାଙ୍କର ପିତା [[ଗୋକୁଳାନନ୍ଦ ପଟ୍ଟନାୟକ]] ଜଣେ ଲେଖକ ତଥା ଶିକ୍ଷକ ଥିଲେ ।<ref>http://sambad.in/state/janaki-pattnaik-93-birthday-celebration-466877/</ref> ୧୯୪୭ ମସିହାରେ [[ଉତ୍କଳ ବିଶ୍ୱବିଦ୍ୟାଳୟ]]<nowiki/>ରୁ ସଂସ୍କୃତରେ ସ୍ନାତକ ଉପାଧି ହାସଲ କରିବା ପରେ ୧୯୪୯ ମସିହାରେ [[ଆହ୍ଲାବାଦ ବିଶ୍ୱବିଦ୍ୟାଳୟ]]<nowiki/>ରୁ ରାଜନୀତି ବିଜ୍ଞାନରେ ସ୍ନାତକୋତ୍ତର ଉପାଧି ହାସଲ କରିଥିଲେ ।
 
==ରାଜନୈତିକ ଜୀବନ==