"ସମଦ୍ୱିବାହୁ ତ୍ରିଭୁଜ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଭୂଲ ସଂଶୋଧନ କରାଗଲା
ଅଧିକ ତ‌ଥ୍ୟା ଦିଆଗଲା
 
୨୮ କ ଧାଡ଼ି:
 
ଏକ ସମଦ୍ୱିବାହୁ ତ୍ରିଭୁଜରେ ଦୁଇଟି ରେଖାର ଦୈର୍ଘ୍ୟ ସମାନ ରହେ, ଯାହାକୁ ଜ୍ୟାମିତିରେ ବାହୁ କୁହାଯାଉଛି ଓ ତୃତୀୟ ବାହୁକୁ ଭୂମି କୁହାଯାଉଛି । ଦୁଇ ବାହୁ ମଧ୍ୟସ୍ଥ କୋଣକୁ ଶୀର୍ଷ କୋଣ କୁହାଯାଏ । ଭୂମିର ଦୁଇ ପର୍ଶ୍ୱରେ ଥିବା କୋଣମାନଙ୍କୁ ଭୂମି କୋଣ କୁହାଯାଏ । {{sfnp|Jacobs|1974|page=144}} ଭୂମିର ବିପରୀତ ସ୍ଥାନ‌କୁ ଶୀର୍ଷ କୁହାଯାଏ ([[:en:apex (geometry)|apex]]) ।{{sfnp|Gottschau|Haverkort|Matzke|2018}} ତିନି ବାହୁ ସମାନ ଥିବାରୁ ସମ‌ବାହୁ ତ୍ରିଭୁଜର ଭୂମି ନଥାଏ । {{sfnp|Lardner|1840|page=46}}
 
==ପ୍ରୟୋଗ==
===In architecture and design===
{{multiple image
|total_width=480
|image1=Pantheon Rome exterior 2015.JPG
|caption1=Obtuse isosceles pediment of the [[Pantheon, Rome]]
|image2=Cathédrale Notre-Dame - Portail du transept sud, dit portail Saint-Etienne, Gables, côté droit - Paris 04 - Médiathèque de l'architecture et du patrimoine - APMH00021092.jpg
|caption2=Acute isosceles gable over the Saint-Etienne portal, [[Notre-Dame de Paris]]
}}
ସ୍ଥାପତ୍ୟରେ ଏହାର ପ୍ରୟୋଗ ଦେଖିବାକୁ ମିଳେ । ପୁରାତନ ଗ୍ରୀକ ସ୍ଥାପତ୍ୟରେ ([[:en:architecture|architecture]]) ଓ ପରବର୍ତ୍ତୀ କାଳରେ ସ୍ଥୁଳ କୋଣ ବିଶିଷ୍ଟ ସମଦ୍ୱିବାହୁ ତ୍ରିଭୁଜ ଭଳି ଆକାର ([[:en:gable|gable]]s ଓ [[:en:pediment|pediment]]) ଦେଖିବାକୁ ମିଳେ । ଗୋଥିକ ସ୍ଥାପତ୍ୟରେ ([[:en:Gothic architecture|Gothic architecture]]) ଏହା ସୁକ୍ଷ୍ମ କୋଣ ବିଶିଷ୍ଟ ଆକାର ଧାରଣ କଲା । {{sfnp|Lardner|1840|page=46}}
 
[[File: DETAIL VIEW OF MODIFIED WARREN TRUSS WITH VERTICALS. - Union Station Viaduct, Spanning Gaspee, Francis, Promenade and Canal Streets, Providence, Providence County, RI HAER RI,4-PROV,179-12.tif|thumb|Detailed view of a modified [[Warren truss]] with verticals]]
 
{{multiple image
|total_width=150
|image1=Flag of Guyana.svg
|caption1=[[Flag of Guyana]]
|image2=Flag of Saint Lucia.svg
|caption2=[[Flag of Saint Lucia]]
}}
 
== ଆଧାର ==