"ସମଦ୍ୱିବାହୁ ତ୍ରିଭୁଜ" ପୃଷ୍ଠାର ସଂସ୍କରଣଗୁଡ଼ିକ ମଧ୍ୟରେ ତଫାତ
Content deleted Content added
ଲିଙ୍କ ଦିଆଗଲା |
ଭୂଲ ସଂଶୋଧନ କରାଗଲା |
||
୨୭ କ ଧାଡ଼ି:
ଇଉକ୍ଲିଡଙ୍କ ([[:en:Euclid|Euclid]]) ସଂଜ୍ଞା ଅନୁସାରେ ତ୍ରିଭୁଜର ଦୁଇଟି ବାହୁ ସମ ଦୈର୍ଘ୍ୟ ବିଶିଷ୍ଟ ହୋଇଥିଲେ ସମଦ୍ୱିବାହୁ ତ୍ରିଭୁଜ କୁହାଯାଏ, {{sfnp|Heath|1956|loc=p. 187, Definition 20}} କିନ୍ତୁ ଆଧୁନିକ ସମୟରେ ଅତି କମ୍ରେ ଦୁଇଟି ବାହୁ ସମ ଦୈର୍ଘ୍ୟ ବିଶିଷ୍ଟ ହୋଇଥିଲେ ସମଦ୍ୱିବାହୁ ତ୍ରିଭୁଜ କୁହାଯାଉଛି । ଏହାର କାରଣ ରୂପେ ସମବାହୁ ତ୍ରିଭୁଜକୁ ଏକ ବିଶେଷ ଧରଣର ସମଦ୍ୱିବାହୁ ତ୍ରିଭୁଜ ଭାବରେ ଗ୍ରହଣ କରାଯାଉଛି ।{{sfnp|Stahl|2003|loc=[https://books.google.de/books?id=jLk7lu3bA1wC&pg=PA37 p. 37]}} ତ୍ରିଭୁଜର କୌଣସି ବାହୁ ସମ ଦୈର୍ଘ୍ୟ ବିଶିଷ୍ଟ ନହେଲେ ତାହାକୁ ସ୍କାଲିନି ତ୍ରିଭୁଜ [[:en:scalene triangle|scalene]] ବା ବିଷମ ବାହୁ ତ୍ରିଭୁଜ କୁହାଯାଏ । {{sfnp|Usiskin|Griffin|2008|page=4}} [[ଗ୍ରୀକ୍ ଭାଷା]]ରେ ଆଇସୋସ ଅର୍ଥ ସମାନ ଓ ସ୍କେଲୋସ ଅର୍ଥ ଗୋଡ଼, କିନ୍ତୁ ଆମେ ତାହାକୁ ବାହୁ ଭାବରେ ଲେଖୁଛୁ । ସମଦ୍ୱିବାହୁ ଶବ୍ଦ ଅନ୍ୟ ସ୍ଥାନରେ ମଧ୍ୟ ବ୍ୟବହାର ହେଉଛି ଯଥା ସମଦ୍ୱିବାହୁ ଟ୍ରାପିଜଏଡ଼ ଯାହାର ଦୁଇଟି ବାହୁ ସମାନ ଥାଏ {{sfnp|Usiskin|Griffin|2008|page=41}} ଓ ସମବାହୁ ସେଟ । {{sfnp|Ionin|2009}}
ଏକ ସମଦ୍ୱିବାହୁ ତ୍ରିଭୁଜରେ ଦୁଇଟି
== ଆଧାର ==
|