"ସମଦ୍ୱିବାହୁ ତ୍ରିଭୁଜ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ added Category:ତ୍ରିଭୁଜ using HotCat
ଅଧିକ ତ‌ଥ୍ୟ ଦିଆଗଲା
୨୪ କ ଧାଡ଼ି:
ବେସ ଉପରେ ଏକ ଅଭିଲମ୍ବ ରେଖା ([[:en:perpendicular bisector|perpendicular bisector]]) ଟାଣି ଏହି ତ୍ରିଭୁଜକୁ ସମାନ ଦୁଇ ଖଣ୍ଡରେ ବିଭକ୍ତ କରାଯାଇପାରେ । ସମଦ୍ୱିବାହୁର ବିପରୀତ ଦିଗରେ ଥିବା କୋଣଦ୍ୱୟ ସମାନ ଓ ଆକ୍ୟୁଟ ରହନ୍ତି ଓ ବର୍ଗୀକରଣରେ ଏହାକୁ ଆକ୍ୟୁଟ, ସମ ବା ବିଷମ କୋଣ ବିଶିଷ୍ଟ କୁହାଯାଏ ।
 
== ଶବ୍ଦ ବିଶେଷ, ବର୍ଗୀକରନ ଓ ଉଦାହରଣ ==
ଇଉକ୍ଲିଡଙ୍କ [[:en:Euclid|Euclid]] ସଂଜ୍ଞା ଅନୁସାରେ ତ୍ରିଭୁଜର ଦୁଇଟି ବାହୁ ସମ ଦୈର୍ଘ୍ୟ ବିଶିଷ୍ଟ ହୋଇଥିଲେ ସମଦ୍ୱିବାହୁ ତ୍ରିଭୁଜ କୁହାଯାଏ, {{sfnp|Heath|1956|loc=p. 187, Definition 20}} କିନ୍ତୁ ଆଧୁନିକ ସମୟରେ ଅତି କମ୍‌ରେ ଦୁଇଟି ବାହୁ ସମ ଦୈର୍ଘ୍ୟ ବିଶିଷ୍ଟ ହୋଇଥିଲେ ସମଦ୍ୱିବାହୁ ତ୍ରିଭୁଜ କୁହାଯାଉଛି । ଏହାର କରଣ ରୂପେ ସମ‌ବାହୁ ତ୍ରିଭୁଜକୁ ଏକ ବିଶେଷ ଧରଣର ସମଦ୍ୱିବାହୁ ତ୍ରିଭୁଜ ଭାବରେ ଗ୍ରହଣ କରାଯାଉଛି ।{{sfnp|Stahl|2003|loc=[https://books.google.de/books?id=jLk7lu3bA1wC&pg=PA37 p. 37]}} ତ୍ରିଭୁଜର କୌଣସି ବାହୁ ସମ ଦୈର୍ଘ୍ୟ ବିଶିଷ୍ଟ ନହେଲେ ତାହାକୁ ସ୍କାଲିନି ତ୍ରିଭୁଜ [[:en:scalene triangle|scalene]] ବା ବିଷମ ବାହୁ ତ୍ରିଭୁଜ କୁହାଯାଏ । {{sfnp|Usiskin|Griffin|2008|page=4}} ଗ୍ରିକ୍ ଭାଷାରେ ଆଇସୋସ ଅର୍ଥ ସମାନ ଓ ସ୍କେଲୋସ ଅର୍ଥ ଗୋଡ଼, କିନ୍ତୁ ଆମେ ତାହାକୁ ବାହୁ ଭାବରେ ଲେଖୁଛୁ । ସମଦ୍ୱିବାହୁ ଶବ୍ଦ ଅନ୍ୟ ସ୍ଥାନରେ ମଧ୍ୟ ବ୍ୟବ‌ହାର ହେଉଛି ଯଥା ସମଦ୍ୱିବାହୁ ଟ୍ରାପିଜଏଡ଼ ଯାହାର ଦୁଇଟି ବାହୁ ସମାନ ଥାଏ {{sfnp|Usiskin|Griffin|2008|page=41}} ଓ ସମ‌ବାହୁ ସେଟ । {{sfnp|Ionin|2009}}
 
== ଆଧାର ==