"ସମଦ୍ୱିବାହୁ ତ୍ରିଭୁଜ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଅଧିକ ତ‌ଥ୍ୟା ଦିଆଗଲା
ଅଧିକ ତ‌ଥ୍ୟା ଦିଆଗଲା
୨୦ କ ଧାଡ଼ି:
ସମଦ୍ୱିବାହୁର ଗାଣିତିକ ଅନୁଶୀଳନ ପୁରାତନ ମିଶର ଗଣିତ ([[:en:ancient Egyptian mathematics|ancient Egyptian mathematics]]) ଓ ବେବିଲୋନିଆନ ଗଣିତରେ ([[:en:Babylonian mathematics|Babylonian mathematics]]) ଲିପିବଦ୍ଧ ହୋଇଛି । ସାଜସଜ୍ଜା ନିମନ୍ତେ ଏହା ବ‌ହୁତ ପୁରାତନ କାଳରୁ ବ୍ୟବ‌ହୃତ ହେଉଛି; ସ୍ଥାପତ୍ୟ କଳା ଓ ନ‌କ୍ସାରେ ଏହା ପୁନଃ ପୁନଃ ବ୍ୟବ‌ହାର କରାଯାଉଛି ଯେପରିକି ବିଲ୍ଡିଙ୍ଗର ପେଡିମେଣ୍ଟ ([[:en:pediment|pediment]]s) ଓ ଗ୍ୟାବଲରେ ([[:en:gable|gable]]s) ଅଛି ।
 
{{^|
ସମାନ ଥିବା ଦୁଇ ପାର୍ଶକୁ ବାହୁ କୁହାଯାଏ ଓ ତୃତୀୟ ପାର୍ଶ୍ୱକୁ ବେସ କୁହାଯାଏ । ବାହୁ ଓ ବେସର ଦୈର୍ଘ୍ୟକୁ ନେଇ ଏପରି ତ୍ରିଭୁଜର ଉଚ୍ଚତା, କ୍ଷେତ୍ରଫଳ ଓ ପେରିମିଟର ଇତ୍ୟାଦି ସାଧାରଣ ଫର୍ମୁଲା ସାହାଯ୍ୟରେ ନିର୍ଣ୍ଣୟ କରାଯାଇପାରେ ।
The two equal sides are called the legs and the third side is called the base of the triangle. The other dimensions of the triangle, such as its height, area, and perimeter, can be calculated by simple formulas from the lengths of the legs and base.
ବେସ ଉପରେ ଏକ ଅଭିଲମ୍ବ ରେଖା ([[:en:perpendicular bisector|perpendicular bisector]]) ଟାଣି ଏହି ତ୍ରିଭୁଜକୁ ସମାନ ଦୁଇ ଖଣ୍ଡରେ ବିଭକ୍ତ କରାଯାଇପାରେ । ସମଦ୍ୱିବାହୁର ବିପରୀତ ଦିଗରେ ଥିବା କୋଣଦ୍ୱୟ ସମାନ ଓ ଆକ୍ୟୁଟ ରହନ୍ତି ଓ ବର୍ଗୀକରଣରେ ଏହାକୁ ଆକ୍ୟୁଟ, ସମ ବା ବିଷମ କୋଣ ବିଶିଷ୍ଟ କୁହାଯାଏ ।
Every isosceles triangle has an axis of symmetry along the [[perpendicular bisector]] of its base. The two angles opposite the legs are equal and are always [[acute angle|acute]], so the classification of the triangle as acute, right, or obtuse depends only on the angle between its two legs.
 
}}
 
== ଆଧାର ==