"ସମଦ୍ୱିବାହୁ ତ୍ରିଭୁଜ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ସମଦ୍ୱିବାହୁ ତ୍ରିଭୁଜ ବିଷୟ ଲେଖାଗଲା
 
ଅଧିକ ତ‌ଥ୍ୟା ଦିଆଗଲା
୧୬ କ ଧାଡ଼ି:
}}
{{ଉଇକିଅଭିଧାନ|ଦ୍ୱିସମ ତ୍ରିଭୁଜ}}
ଜ୍ୟାମିତିରେ '''ସମଦ୍ୱିବାହୁ ତ୍ରିଭୁଜ''' କ‌ହିଲେ ଦୁଇଟି ସମାନ ଲମ୍ବ ବିଶିଷ୍ଟ ବାହୁ ଥିବା ତ୍ରିଭୁଜକୁ ବୁଝାଏ । ବେଳେ ବେଳେ ଅତି କମ୍‌ରେ ଦୁଇଟି ବାହୁ ସମାନ ଥିବା କୁହାଯାଏ ଓ ସେହି କ୍ଷେତ୍ରରେ ଏହା ସମ‌ବାହୁ ତ୍ରିଭୁଜ ମଧ୍ୟ ହୋଇପାରେ । {{^| Sometimes it is specified as having ''exactly'' two sides of equal length, and sometimes as having ''at least'' two sides of equal length, the latter version thus including the [[equilateral triangle]] as a [[special case]].
ସମଦ୍ୱିବାହୁ ତ୍ରିଭୁଜ ଉଦାହରଣ ମଧ୍ୟରେ ସମଦ୍ୱିବାହୁ ସମକୋଣୀ ତ୍ରିଭୁଜ, ସ୍ୱର୍ଣ୍ଣିମ ତ୍ରିଭୁଜ ([[:en:Golden triangle (mathematics)|golden triangle]]) ଓ ବାଇପିରାମିଡର ([[:en:bipyramid|bipyramid]]s) ମୁଖ ଓ କେତେକ ସେଟାଲାନ ଘନ ([[:en:Catalan solid|Catalan solid]]s) ଉଲ୍ଲେଖନୀୟ ।
Examples of isosceles triangles include the [[isosceles right triangle]], the [[Golden triangle (mathematics)|golden triangle]], and the faces of [[bipyramid]]s and certain [[Catalan solid]]s.
ସମଦ୍ୱିବାହୁର ଗାଣିତିକ ଅନୁଶୀଳନ ପୁରାତନ ମିଶର ଗଣିତ ([[:en:ancient Egyptian mathematics|ancient Egyptian mathematics]]) ଓ ବେବିଲୋନିଆନ ଗଣିତରେ ([[:en:Babylonian mathematics|Babylonian mathematics]]) ଲିପିବଦ୍ଧ ହୋଇଛି । ସାଜସଜ୍ଜା ନିମନ୍ତେ ଏହା ବ‌ହୁତ ପୁରାତନ କାଳରୁ ବ୍ୟବ‌ହୃତ ହେଉଛି; ସ୍ଥାପତ୍ୟ କଳା ଓ ନ‌କ୍ସାରେ ଏହା ପୁନଃ ପୁନଃ ବ୍ୟବ‌ହାର କରାଯାଉଛି ଯେପରିକି ବିଲ୍ଡିଙ୍ଗର ପେଡିମେଣ୍ଟ ([[:en:pediment|pediment]]s) ଓ ଗ୍ୟାବଲରେ ([[:en:gable|gable]]s) ଅଛି ।
{{^|
The two equal sides are called the legs and the third side is called the base of the triangle. The other dimensions of the triangle, such as its height, area, and perimeter, can be calculated by simple formulas from the lengths of the legs and base.
Every isosceles triangle has an axis of symmetry along the [[perpendicular bisector]] of its base. The two angles opposite the legs are equal and are always [[acute angle|acute]], so the classification of the triangle as acute, right, or obtuse depends only on the angle between its two legs.
}}