"ଭାଗବତ ପ୍ରସାଦ ମହାନ୍ତି" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେNo edit summary
୪୫ କ ଧାଡ଼ି:
}}
 
'''ଭାଗବତ ପ୍ରସାଦ ମହାନ୍ତି''' (୨୭ ନଭେମ୍ବର ୧୯୨୯ - ୮ ଡିସେମ୍ବର ୨୦୧୯) ଜଣେ [[ଓଡ଼ିଆ ଲୋକ |ଓଡ଼ିଆ]] ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସ ଓ ପ୍ରଜା ସୋସିଆଲିଷ୍ଟ ପାର୍ଟିର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଥିଲେକରିଥିଲେ । ଭାଗବତ [[ଓଡ଼ିଶା ବିଧାନ ସଭା|ଓଡ଼ିଶା ବିଧାନ ସଭାରେ]] ଜଣେ ବିଧାୟକ ତଥା ମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ । ୧୯୭୧, ୧୯୮୫ ଓ ୧୯୯୦ ମସିହାରେ ଓଡ଼ିଶାରେ ହୋଇଥିବା ବିଧାନ ସଭା ନିର୍ବାଚନରେ ସେ [[କେନ୍ଦ୍ରାପଡ଼ା (ବିଧାନ ସଭା ନିର୍ବାଚନ ମଣ୍ଡଳୀ)|କେନ୍ଦ୍ରାପଡ଼ା ବିଧାନ ସଭା ନିର୍ବାଚନ ମଣ୍ଡଳୀ]]<nowiki/>ରୁ ଯଥାକ୍ରମେ ସେ [[୫ମ ଓଡ଼ିଶା ବିଧାନ ସଭା |୫ମ]] ଓ [[୯ମ ଓଡ଼ିଶା ବିଧାନ ସଭା |୯ମ]] ଓ [[୧୧ଶ ଓଡ଼ିଶା ବିଧାନ ସଭା]]<nowiki/>କୁ ନିର୍ବାଚିତ ହୋଇଥିଲେ ।<ref name="Bhagabat Prasad Mohanty">{{cite web |url=http://odishaassembly.nic.in/memberprofile.aspx?img=304 |title=Shri Bhagabat Prasad Mohanty |last= |first= |date= |website=odishaassembly.nic.in |publisher=Odisha Assembly |archive-url= |archive-date= |dead-url= |accessdate=1 January 2020}}</ref><ref>{{cite web |url=http://www.elections.in/orissa/assembly-constituencies/1971-election-results.html |title=Orissa Assembly Election Results in 1971 |accessdate=23 October 2019 |website=www.elections.in}}</ref><ref>{{cite web |url=http://www.elections.in/orissa/assembly-constituencies/1985-election-results.html |title=Orissa Assembly Election Results in 1985 |accessdate=23 October 2019 |website=www.elections.in}}</ref><ref>{{cite web |url=http://www.elections.in/orissa/assembly-constituencies/1995-election-results.html |title=Orissa Assembly Election Results in 1995 |accessdate=23 October 2019 |website=www.elections.in}}</ref>
 
==ଜନ୍ମ, ପରିବାର ଓ ଶିକ୍ଷା ==
ଭାଗବତ ପ୍ରସାଦ ମହାନ୍ତି ୧୯୫୩୧୯୨୯ ମସିହାରମସିହା ଫେବୃଆରୀନଭେମ୍ବର ମାସ ୧୨୨୭ ତାରିଖରେ ଜନ୍ମଗ୍ରହଣ କରିଥିଲେ ।<ref>{{cite web |url=http://www.odishahelpline.com/Profile-of-Bhagabat-Prasad-Mohanty-of-KENDRAPARA-constituency-304.html |title=Bhagabat Prasad Mohanty |website=www.odishahelpline.com |accessdate=8 December 2019}}</ref> ତାଙ୍କ ବାପାଙ୍କ ନାମ ସୂର୍ଯ୍ୟମଣି ମହାନ୍ତି ଏବଂ ପତ୍ନୀଙ୍କ ନାମ କଲ୍ୟାଣି ମହାନ୍ତି ।<ref name="Bhagabat Prasad Mohanty" /> ଭାଗବତଙ୍କର ଶିକ୍ଷାଗତ ଯୋଗ୍ୟତା କଳାରେ ସ୍ନାତକ ଏବଂ ପରେ ସେ ଓକିଲାତି ପଢ଼ିଥିଲେ ।<ref name="Bhagabat Prasad Mohanty" />
 
== ରାଜନୈତିକ ଜୀବନ ==