"ଭାଗବତ ପ୍ରସାଦ ମହାନ୍ତି" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେNo edit summary
ଟିକେNo edit summary
୧ କ ଧାଡ଼ି:
{{ଛୋଟ |Bhagabat Prasad Mohanty}}
{{Infobox Indian politician
|image =
|name = ଭାଗବତ ପ୍ରସାଦ ମହାନ୍ତି
|caption =
|birth_date = {{Birth date |df=yes |1929 |11 |27}}
|birth_place =
|residence =
|death_date = {{Death date and age |df=yes |2019 |12 |08 |1929 |11 |27}}
|office1 = ବିଧାୟକ: [[୫ମ ଓଡ଼ିଶା ବିଧାନ ସଭା]]
|constituency1 = [[କେନ୍ଦ୍ରାପଡ଼ା (ବିଧାନ ସଭା ନିର୍ବାଚନ ମଣ୍ଡଳୀ)|କେନ୍ଦ୍ରାପଡ଼ା]]
|salary1 =
|term_start1 = ୧୯୭୧
|term_end1 = ୧୯୭୩
|predecessor1 = [[ସରୋଜକାନ୍ତ କାନୁନଗୋ]]
|successor1 = [[ବେଦ ପ୍ରକାଶ ଅଗ୍ରୱାଲା]]
|office2 = ବିଧାୟକ: [[୯ମ ଓଡ଼ିଶା ବିଧାନ ସଭା]]
|constituency2 = କେନ୍ଦ୍ରାପଡ଼ା
|salary2 =
|term_start2 = ୧୯୮୫
|term_end2 = ୧୯୯୦
|predecessor2 = [[ଇନ୍ଦ୍ରମଣି ରାଉତ]]
|successor2 = ବେଦ ପ୍ରକାଶ ଅଗ୍ରୱାଲା
|office3 = ବିଧାୟକ: [[୧୧ଶ ଓଡ଼ିଶା ବିଧାନ ସଭା]]
|constituency3 = କେନ୍ଦ୍ରାପଡ଼ା
|salary3 =
|term_start3 = ୧୯୯୫
|term_end3 = ୨୦୦୦
|predecessor3 = ବେଦ ପ୍ରକାଶ ଅଗ୍ରୱାଲା
|successor3 = ବେଦ ପ୍ରକାଶ ଅଗ୍ରୱାଲା
|party = [[ଭାରତୀୟ ଜାତୀୟ କଂଗ୍ରେସ]]
|otherparty = [[ପ୍ରଜା ସୋସିଆଲିଷ୍ଟ ପାର୍ଟି]]
|religion = [[ହିନ୍ଦୁ ଧର୍ମ |ହିନ୍ଦୁ]]
|nationality = [[ଭାରତ |ଭାରତୀୟ]]
|citizenship = [[ଭାରତ |ଭାରତୀୟ]]
|occupation = ରାଜନୀତିଜ୍ଞ
|parents = ସୂର୍ଯ୍ୟମଣି ମହାନ୍ତି (ବାପା)
|spouse = କଲ୍ୟାଣି ମହାନ୍ତି
|children =
|website =
|footnotes =
|date =
|year =
|source =
}}
 
'''ଭାଗବତ ପ୍ରସାଦ ମହାନ୍ତି''' (୨୭ ନଭେମ୍ବର ୧୯୨୯ - ୮ ଡିସେମ୍ବର ୨୦୧୯) ଜଣେ [[ଓଡ଼ିଆ ଲୋକ |ଓଡ଼ିଆ]] ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସ ଓ ପ୍ରଜା ସୋସିଆଲିଷ୍ଟ ପାର୍ଟିର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଥିଲେ । ଭାଗବତ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ତଥା ମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ । ୧୯୭୧, ୧୯୮୫ ଓ ୧୯୯୦ ମସିହାରେ ଓଡ଼ିଶାରେ ହୋଇଥିବା ବିଧାନ ସଭା ନିର୍ବାଚନରେ ସେ [[କେନ୍ଦ୍ରାପଡ଼ା (ବିଧାନ ସଭା ନିର୍ବାଚନ ମଣ୍ଡଳୀ)|କେନ୍ଦ୍ରାପଡ଼ା ବିଧାନ ସଭା ନିର୍ବାଚନ ମଣ୍ଡଳୀ]]<nowiki/>ରୁ ଯଥାକ୍ରମେ ସେ [[୫ମ ଓଡ଼ିଶା ବିଧାନ ସଭା |୫ମ]] ଓ [[୯ମ ଓଡ଼ିଶା ବିଧାନ ସଭା |୯ମ]] ଓ [[୧୧ଶ ଓଡ଼ିଶା ବିଧାନ ସଭା]]<nowiki/>କୁ ନିର୍ବାଚିତ ହୋଇଥିଲେ ।<ref name="Bhagabat Prasad Mohanty">{{cite web |url=http://odishaassembly.nic.in/memberprofile.aspx?img=304 |title=Shri Bhagabat Prasad Mohanty |last= |first= |date= |website=odishaassembly.nic.in |publisher=Odisha Assembly |archive-url= |archive-date= |dead-url= |accessdate=1 January 2020}}</ref><ref>{{cite web |url=http://www.elections.in/orissa/assembly-constituencies/1971-election-results.html |title=Orissa Assembly Election Results in 1971 |accessdate=23 October 2019 |website=www.elections.in}}</ref><ref>{{cite web |url=http://www.elections.in/orissa/assembly-constituencies/1985-election-results.html |title=Orissa Assembly Election Results in 1985 |accessdate=23 October 2019 |website=www.elections.in}}</ref><ref>{{cite web |url=http://www.elections.in/orissa/assembly-constituencies/1995-election-results.html |title=Orissa Assembly Election Results in 1995 |accessdate=23 October 2019 |website=www.elections.in}}</ref>
 
==ଜନ୍ମ, ପରିବାର ଓ ଶିକ୍ଷା ==
ଭାଗବତ ପ୍ରସାଦ ମହାନ୍ତି ୧୯୫୩ ମସିହାର ଫେବୃଆରୀ ମାସ ୧୨ ତାରିଖରେ ଜନ୍ମଗ୍ରହଣ କରିଥିଲେ ।<ref>{{cite web |url=http://www.odishahelpline.com/Profile-of-Bhagabat-Prasad-Mohanty-of-KENDRAPARA-constituency-304.html |title=Bhagabat Prasad Mohanty |website=www.odishahelpline.com |accessdate=8 December 2019}}</ref> ତାଙ୍କ ବାପାଙ୍କ ନାମ ସୂର୍ଯ୍ୟମଣି ମହାନ୍ତି ଏବଂ ପତ୍ନୀଙ୍କ ନାମ କଲ୍ୟାଣି ମହାନ୍ତି ।<ref name="Bhagabat Prasad Mohanty" /> ଭାଗବତଙ୍କର ଶିକ୍ଷାଗତ ଯୋଗ୍ୟତା କଳାରେ ସ୍ନାତକ ଏବଂ ପରେ ସେ ଓକିଲାତି ପଢ଼ିଥିଲେ ।<ref name="Bhagabat Prasad Mohanty" />
 
== ରାଜନୈତିକ ଜୀବନ ==
ଭାଗବତ ପ୍ରସାଦ ମହାନ୍ତି ଓଡ଼ିଶା ରାଜନୀତିରେ [[ଭାରତୀୟ ଜାତୀୟ କଂଗ୍ରେସ]] ଓ [[ପ୍ରଜା ସୋସିଆଲିଷ୍ଟ ପାର୍ଟି]]ର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ତଥା ମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ ।<ref name="Bhagabat Prasad Mohanty" />
 
<!--୨୦୦୦ ମସିହାର ଓଡ଼ିଶା ଓଡ଼ିଶା ବିଧାନ ସଭା ନିର୍ବାଚନରେ ଭାଗବତ ବଳବନ୍ତରାୟ ବିଜୁ ବିଜୁ ଜନତା ଦଳର ପ୍ରାର୍ଥୀ ଭାବରେ [[ଯାଜପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)|ଯାଜପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀ]]<nowiki/>ରୁ ନିର୍ବାଚନ ଲଢ଼ିଥିଲେ । ଏହି ନିର୍ବାଚନରେ ସେ ସମୁଦାୟ ୬୪,୪୮୦ ଖଣ୍ଡ ଭୋଟ ପାଇଁ ୧୨ଶ ଓଡ଼ିଶା ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।<ref name=":0">{{Cite web |url=https://eci.gov.in/files/file/3629-orissa-2004/ |title=Orissa 2004 |website=Election Commission of India |language=en-IN |access-date=2019-06-27}}</ref> ଏହି ନିର୍ବାଚନରେ ସେ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀ ଆଞ୍ଚଳ ଦାସଙ୍କୁ ୧୫୧୭୦ ଖଣ୍ଡ ଭୋଟରେ ପରାସ୍ତ କରୁଛନ୍ତି ।<ref name=":0" /> ଏହି ଓଡ଼ିଶା ବିଧାନ ସଭାରେ ସେ ୨୦୦୦ ମସିହାରୁ ୧୯୭୧ ମସିହାଯାଏଁ କାର୍ଯ୍ୟ କରୁଛନ୍ତି ।-->
 
 
== ମୃତ୍ୟୁ ==
ଭାଗବତ ପ୍ରସାଦ ମହାନ୍ତି ୨୦୧୯ ମସିହାର ଡିସେମ୍ବର ମାସ ୮ ତାରିଖରେ ମୃତ୍ୟୁବରଣ କରିଥିଲେ ।<ref name="a" /><ref>{{cite web |url=https://kalingatv.com/state/former-odisha-minister-bhagabat-prasad-mohanty-no-more/ |title=Former Odisha Minister Bhagabat Prasad Mohanty No More |date=8 December 2019 |accessdate=8 December 2019 |website=Kalinga TV}}</ref><ref name="a2">{{cite web |url=https://sambadenglish.com/former-odisha-minister-bhagabat-mohanty-passes-away/ |title=Former Odisha Minister Bhagabat Mohanty Passes Away |date=8 December 2019 |accessdate=8 December 2019 |website=Sambad English}}</ref><ref>{{cite web |url=https://pragativadi.com/former-odisha-min-bhagabat-mohanty-passes-away/ |title=Former Odisha Min Bhagabat Mohanty Passes Away |date=8 December 2019 |accessdate=8 December 2019 |website=Pragativadi}}</ref><ref>{{cite web |url=http://kanaknews.com/former-odisha-minister-bhagabat-mohanty-passes-away/ |title=ପୂର୍ବତନ ଉଚ୍ଚଶିକ୍ଷା ମନ୍ତ୍ରୀ ଭାଗବତ ପ୍ରସାଦ ମହାନ୍ତିଙ୍କ ପରଲୋକ : କିଷାନ ସତ୍ୟାଗ୍ରହ, ସମବାୟ ଆନ୍ଦୋଳନ ସହ ଜଡ଼ିତ ଥିଲେ ଭାଗବତ ପ୍ରସାଦ |date=8 December 2019 |accessdate=8 December 2019 |website=Kanak News |language=or}}</ref> ମୃତ୍ୟୁବେଳକୁ ତାଙ୍କୁ ୯୦ ବର୍ଷ ବୟସ ହୋଇଥିଲା ।
 
== ଆଧାର ==