"ଭାଗବତ ପ୍ରସାଦ ମହାନ୍ତି" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେNo edit summary
ଟିକେNo edit summary
୪୫ କ ଧାଡ଼ି:
}}
 
'''ଭାଗବତ ପ୍ରସାଦ ମହାନ୍ତି''' (୨୭ ନଭେମ୍ବର ୧୯୨୯ - ୮ ଡିସେମ୍ବର ୨୦୧୯) ଜଣେ [[ଓଡ଼ିଆ ଲୋକ|ଓଡ଼ିଆ]] ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସ ଓ ପ୍ରଜା ସୋସିଆଲିଷ୍ଟ ପାର୍ଟିର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଥିଲେ । ଭାଗବତ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ତଥା ମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ । ୧୯୭୧, ୧୯୮୫ ଓ ୧୯୯୦ ମସିହାରେ ଓଡ଼ିଶାରେ ହୋଇଥିବା ବିଧାନ ସଭା ନିର୍ବାଚନରେ ସେ [[କେନ୍ଦ୍ରାପଡ଼ା (ବିଧାନ ସଭା ନିର୍ବାଚନ ମଣ୍ଡଳୀ)|କେନ୍ଦ୍ରାପଡ଼ା ବିଧାନ ସଭା ନିର୍ବାଚନ ମଣ୍ଡଳୀ]]<nowiki/>ରୁ ଯଥାକ୍ରମେ ସେ [[୫ମ ଓଡ଼ିଶା ବିଧାନ ସଭା|୫ମ]] ଓ [[୯ମ ଓଡ଼ିଶା ବିଧାନ ସଭା|୯ମ]] ଓ [[୧୧ଶ ଓଡ଼ିଶା ବିଧାନ ସଭା]]<nowiki/>କୁ ନିର୍ବାଚିତ ହୋଇଥିଲେ ।<ref name="Bhagabat Prasad Mohanty">{{cite web|url=http://odishaassembly.nic.in/memberprofile.aspx?img=304 |title=Shri Bhagabat Prasad Mohanty |last=|first=|date=|website=odishaassembly.nic.in|publisher=Odisha Assembly|archive-url=|archive-date=|dead-url=|accessdate=1 January 2020}}</ref><ref>{{cite web|url=http://www.elections.in/orissa/assembly-constituencies/1971-election-results.html|title=Orissa Assembly Election Results in 1971|accessdate=23 October 2019|website=www.elections.in}}</ref><ref>{{cite web|url=http://www.elections.in/orissa/assembly-constituencies/1985-election-results.html|title=Orissa Assembly Election Results in 1985|accessdate=23 October 2019|website=www.elections.in}}</ref><ref>{{cite web|url=http://www.elections.in/orissa/assembly-constituencies/1995-election-results.html|title=Orissa Assembly Election Results in 1995|accessdate=23 October 2019|website=www.elections.in}}</ref>
 
==ଜନ୍ମ, ପରିବାର ଓ ଶିକ୍ଷା ==
ଭାଗବତ ପ୍ରସାଦ ମହାନ୍ତି ୧୯୫୩ ମସିହାର ଫେବୃଆରୀ ମାସ ୧୨ ତାରିଖରେ ଜନ୍ମଗ୍ରହଣ କରିଥିଲେ ।<ref>{{cite web|url=http://www.odishahelpline.com/Profile-of-Bhagabat-Prasad-Mohanty-of-KENDRAPARA-constituency-304.html|title=Bhagabat Prasad Mohanty|website=www.odishahelpline.com|accessdate=8 December 2019}}</ref> ତାଙ୍କ ବାପାଙ୍କ ନାମ ସୂର୍ଯ୍ୟମଣି ମହାନ୍ତି ଏବଂ ପତ୍ନୀଙ୍କ ନାମ କଲ୍ୟାଣି ମହାନ୍ତି ।<ref name="Bhagabat Prasad Mohanty" /> ଭାଗବତଙ୍କର ଶିକ୍ଷାଗତ ଯୋଗ୍ୟତା କଳାରେ ସ୍ନାତକ ଏବଂ ପରେ ସେ ଓକିଲାତି ପଢ଼ିଥିଲେ ।<ref name="Bhagabat Prasad Mohanty" />
 
== ରାଜନୈତିକ ଜୀବନ ==
୫୪ କ ଧାଡ଼ି:
 
<!--୨୦୦୦ ମସିହାର ଓଡ଼ିଶା ଓଡ଼ିଶା ବିଧାନ ସଭା ନିର୍ବାଚନରେ ଭାଗବତ ବଳବନ୍ତରାୟ ବିଜୁ ବିଜୁ ଜନତା ଦଳର ପ୍ରାର୍ଥୀ ଭାବରେ [[ଯାଜପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)|ଯାଜପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀ]]<nowiki/>ରୁ ନିର୍ବାଚନ ଲଢ଼ିଥିଲେ । ଏହି ନିର୍ବାଚନରେ ସେ ସମୁଦାୟ ୬୪,୪୮୦ ଖଣ୍ଡ ଭୋଟ ପାଇଁ ୧୨ଶ ଓଡ଼ିଶା ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।<ref name=":0">{{Cite web|url=https://eci.gov.in/files/file/3629-orissa-2004/|title=Orissa 2004|website=Election Commission of India|language=en-IN|access-date=2019-06-27}}</ref> ଏହି ନିର୍ବାଚନରେ ସେ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀ ଆଞ୍ଚଳ ଦାସଙ୍କୁ ୧୫୧୭୦ ଖଣ୍ଡ ଭୋଟରେ ପରାସ୍ତ କରୁଛନ୍ତି ।<ref name=":0" /> ଏହି ଓଡ଼ିଶା ବିଧାନ ସଭାରେ ସେ ୨୦୦୦ ମସିହାରୁ ୧୯୭୧ ମସିହାଯାଏଁ କାର୍ଯ୍ୟ କରୁଛନ୍ତି ।-->
 
 
== ମୃତ୍ୟୁ ==
ଭାଗବତ ପ୍ରସାଦ ମହାନ୍ତି ୨୦୧୯ ମସିହାର ଡିସେମ୍ବର ମାସ ୮ ତାରିଖରେ ମୃତ୍ୟୁବରଣ କରିଥିଲେ ।<ref name="a" /><ref>{{cite web|url=https://kalingatv.com/state/former-odisha-minister-bhagabat-prasad-mohanty-no-more/|title=Former Odisha Minister Bhagabat Prasad Mohanty No More|date=8 December 2019|accessdate=8 December 2019|website=Kalinga TV}}</ref><ref name="a2">{{cite web|url=https://sambadenglish.com/former-odisha-minister-bhagabat-mohanty-passes-away/|title=Former Odisha Minister Bhagabat Mohanty Passes Away|date=8 December 2019|accessdate=8 December 2019|website=Sambad English}}</ref><ref>{{cite web|url=https://pragativadi.com/former-odisha-min-bhagabat-mohanty-passes-away/|title=Former Odisha Min Bhagabat Mohanty Passes Away|date=8 December 2019|accessdate=8 December 2019|website=Pragativadi}}</ref><ref>{{cite web|url=http://kanaknews.com/former-odisha-minister-bhagabat-mohanty-passes-away/|title=ପୂର୍ବତନ ଉଚ୍ଚଶିକ୍ଷା ମନ୍ତ୍ରୀ ଭାଗବତ ପ୍ରସାଦ ମହାନ୍ତିଙ୍କ ପରଲୋକ : କିଷାନ ସତ୍ୟାଗ୍ରହ, ସମବାୟ ଆନ୍ଦୋଳନ ସହ ଜଡ଼ିତ ଥିଲେ ଭାଗବତ ପ୍ରସାଦ|date=8 December 2019|accessdate=8 December 2019|website=Kanak News|language=or}}</ref> ମୃତ୍ୟୁବେଳକୁ ତାଙ୍କୁ ୯୦ ବର୍ଷ ବୟସ ହୋଇଥିଲା ।
 
== ଆଧାର ==