"ଭାଗବତ ପ୍ରସାଦ ମହାନ୍ତି" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେNo edit summary
୪ କ ଧାଡ଼ି:
|name = ଭାଗବତ ପ୍ରସାଦ ମହାନ୍ତି
|caption =
|birth_date = {{Birth date and age |df=yes|1929|11|27}}
|birth_place =
|residence =
|death_date = <!--{{Death date and age|df=yes|21062019|212|808|19371929|411|2927}}-->
|office1 = ବିଧାୟକ: [[୫ମ ଓଡ଼ିଶା ବିଧାନ ସଭା]]
|constituency1 = [[କେନ୍ଦ୍ରାପଡ଼ା (ବିଧାନ ସଭା ନିର୍ବାଚନ ମଣ୍ଡଳୀ)|କେନ୍ଦ୍ରାପଡ଼ା]]
୪୫ କ ଧାଡ଼ି:
}}
 
'''ଭାଗବତ ପ୍ରସାଦ ମହାନ୍ତି''' (ଜନ୍ମ: ୨୮୨୭ ନଭେମ୍ବର ୧୯୨୯ - ୮ ଡିସେମ୍ବର ୨୦୧୯) ଜଣେ [[ଓଡ଼ିଆ ଲୋକ|ଓଡ଼ିଆ]] ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସ ଓ ପ୍ରଜା ସୋସିଆଲିଷ୍ଟ ପାର୍ଟିର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଥିଲେ । ଭାଗବତ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ତଥା ମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ । ୧୯୭୧, ୧୯୮୫ ଓ ୧୯୯୦ ମସିହାରେ ଓଡ଼ିଶାରେ ହୋଇଥିବା ବିଧାନ ସଭା ନିର୍ବାଚନରେ ସେ [[କେନ୍ଦ୍ରାପଡ଼ା (ବିଧାନ ସଭା ନିର୍ବାଚନ ମଣ୍ଡଳୀ)|କେନ୍ଦ୍ରାପଡ଼ା ବିଧାନ ସଭା ନିର୍ବାଚନ ମଣ୍ଡଳୀ]]<nowiki/>ରୁ ଯଥାକ୍ରମେ ସେ [[୫ମ ଓଡ଼ିଶା ବିଧାନ ସଭା|୫ମ]] ଓ [[୯ମ ଓଡ଼ିଶା ବିଧାନ ସଭା|୯ମ]] ଓ [[୧୧ଶ ଓଡ଼ିଶା ବିଧାନ ସଭା]]<nowiki/>କୁ ନିର୍ବାଚିତ ହୋଇଥିଲେ ।<ref name="Bhagabat Prasad Mohanty">{{cite web|url=http://odishaassembly.nic.in/memberprofile.aspx?img=304 |title=Shri Bhagabat Prasad Mohanty |last=|first=|date=|website=odishaassembly.nic.in|publisher=Odisha Assembly|archive-url=|archive-date=|dead-url=|accessdate=1 January 2020}}</ref>
 
==ଜନ୍ମ, ପରିବାର ଓ ଶିକ୍ଷା ==
ଭାଗବତ ପ୍ରସାଦ ମହାନ୍ତି ୧୯୫୩ ମସିହାର ଫେବୃଆରୀ ମାସ ୧୨ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ସୂର୍ଯ୍ୟମଣି ମହାନ୍ତି ଏବଂ ପତ୍ନୀଙ୍କ ନାମ କଲ୍ୟାଣି ମହାନ୍ତି ।<ref name="Bhagabat Prasad Mohanty" /> ଭାଗବତଙ୍କର ଶିକ୍ଷାଗତ ଯୋଗ୍ୟତା କଳାରେ ସ୍ନାତକ ଏବଂ ପରେ ସେ ଓକିଲାତି ପଢ଼ିଥିଲେ ।<ref name="Bhagabat Prasad Mohanty" />
 
== ରାଜନୈତିକ ଜୀବନ ==