"ଉତ୍ତରେଶ୍ଵର ଶିବ ମନ୍ଦିର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେNo edit summary
ଟିକେ add infobox
୧ କ ଧାଡ଼ି:
 
{{prettyurl|Uttaresvara Siva Temple}}
{{Infobox Hindu temple
ଉତ୍ତରେଶ୍ଵର ଶିବ ମନ୍ଦିର ପୁରୁଣା [[ଭୁବନେଶ୍ଵର]] ର [[ବିନ୍ଦୁସାଗର]] ପୋଖରୀର ଉତ୍ତର ତଟ ନିକଟରେ ଅବସ୍ଥିତ । ଏକ ଗୋଲାକାର ଯୋନୀପୀଠ ମଧ୍ୟରେ ଏଠାରେ ଏକ ଶିବଲିଙ୍ଗ ପୂଜା ପାଉଛନ୍ତି । ନଅଗୋଟି ଛୋଟ ମନ୍ଦିର ଉତ୍ତରେଶ୍ଵରଙ୍କ ମୂଖ୍ୟ ମନ୍ଦିରକୁ ଘେରି ରହିଛନ୍ତି । ଶିବଙ୍କ ଚାରି ମୁଖ୍ୟ ପୀଠ ମଧ୍ୟରୁ ଏହା ଅନ୍ୟତମ । ଏହା ଏକ ତନ୍ତ୍ରପୀଠ ବୋଲି ମଧ୍ୟ ବିଶ୍ଵାସ ରହିଛି । ଅନ୍ୟ ତିନି ପୀଠ ହେଲେ ଖରଖିଆ ବୈଦ୍ୟନାଥଙ୍କର ଯୋଗପୀଠ, ଲିଙ୍ଗରାଜଙ୍କର ଭୋଗ ପୀଠ ଓ କେଦାରଗୌରୀଙ୍କର ସିଦ୍ଧ ପୀଠ ।<ref name="ApniSanskriti">{{cite web |title=Uttaresvara Siva Temple, Bhubaneswar, Odisha |url=https://www.apnisanskriti.com/temple/uttaresvara-siva-temple-bhubaneswar-odisha-3777 |website=ApniSanskriti - Back to veda |accessdate=29 December 2019}}</ref>
| name = ଉତ୍ତରେଶ୍ଵର ଶିବ ମନ୍ଦିର
| image = Uttareswara Temple.jpg
| map_type = India Orissa
| map_caption = Location in Orissa
| coordinates = {{coord|20|14|37.4784|N|85|50|10.3452|E|type:landmark_region:IN|display=inline,title}}
| country = [[ଭାରତ]]
| state = [[ଓଡ଼ିଶା]]
| district =
| location = [[ଭୁବନେଶ୍ଵର]]
| deity = lord [[Shiva|siva]]
| festivals=
| architecture = Kalingan Style ([[Kalinga Architecture]])
| temple_quantity =
| monument_quantity=
| inscriptions =
| year_completed = 12-13th century A.D.
}}
'''ଉତ୍ତରେଶ୍ଵର ଶିବ ମନ୍ଦିର''' ପୁରୁଣା [[ଭୁବନେଶ୍ଵର]] ର [[ବିନ୍ଦୁସାଗର]] ପୋଖରୀର ଉତ୍ତର ତଟ ନିକଟରେ ଅବସ୍ଥିତ । ଏକ ଗୋଲାକାର ଯୋନୀପୀଠ ମଧ୍ୟରେ ଏଠାରେ ଏକ ଶିବଲିଙ୍ଗ ପୂଜା ପାଉଛନ୍ତି । ନଅଗୋଟି ଛୋଟ ମନ୍ଦିର ଉତ୍ତରେଶ୍ଵରଙ୍କ ମୂଖ୍ୟ ମନ୍ଦିରକୁ ଘେରି ରହିଛନ୍ତି । ଶିବଙ୍କ ଚାରି ମୁଖ୍ୟ ପୀଠ ମଧ୍ୟରୁ ଏହା ଅନ୍ୟତମ । ଏହା ଏକ ତନ୍ତ୍ରପୀଠ ବୋଲି ମଧ୍ୟ ବିଶ୍ଵାସ ରହିଛି । ଅନ୍ୟ ତିନି ପୀଠ ହେଲେ ଖରଖିଆ ବୈଦ୍ୟନାଥଙ୍କର ଯୋଗପୀଠ, ଲିଙ୍ଗରାଜଙ୍କର ଭୋଗ ପୀଠ ଓ କେଦାରଗୌରୀଙ୍କର ସିଦ୍ଧ ପୀଠ ।<ref name="ApniSanskriti">{{cite web |title=Uttaresvara Siva Temple, Bhubaneswar, Odisha |url=https://www.apnisanskriti.com/temple/uttaresvara-siva-temple-bhubaneswar-odisha-3777 |website=ApniSanskriti - Back to veda |accessdate=29 December 2019}}</ref>
 
ମନ୍ଦିରର ଅନ୍ୟ ଏକ ଆକର୍ଷଣ ହେଉଛି ମୁଖ୍ୟମନ୍ଦିର ମଧ୍ୟରେ ସ୍ଥିତ ଭଗବାନ ନୃସିଂହଙ୍କ ମୂର୍ତ୍ତୀ । ମୁଖ୍ୟ ମନ୍ଦିରକୁ ଘେରି ରହିଥିବା ଅନ୍ୟାନ୍ୟ୍ ମନ୍ଦିର ସାଙ୍ଗକୁ ଗୋଦାବରୀ କୁଣ୍ଡ ତଥା ଏକ ପୋଖରୀ ମଧ୍ୟ ରହିଅଛି । ଏହାଛଡା ଦ୍ୱିତୀୟ ବଡ ମଦିରଟି ହେଉଛି ଭଗବାନ ଭୀମେଶ୍ଵରଙ୍କର । ଏହି ମନ୍ଦିରର ଅନ୍ୟ ଏକ ପ୍ରମୁଖ ମହତ୍ତ୍ଵ ହେଉଛନ୍ତି ମା ଉତ୍ତରାୟଣୀ । ସେ ମୁଖ୍ୟ ମନ୍ଦିରର ବାହାର କାନ୍ଥର ଦକ୍ଷିଣ ଦିଗକୁ ମୁଖ କରି ଭଗବାନ ଉତ୍ତରେଶ୍ଵରଙ୍କ ପାର୍ଶ୍ଵରେ ଦଣ୍ଡାୟମାନ । ପ୍ରତିବର୍ଷ ଚୈତ୍ର ମାସରେ ଦେବୀ ଉତ୍ତରାୟଣିଙ୍କ ପାଖରେ ପୂଜା ବେଲେ ପାନ ଅର୍ପନ କରାଯାଏ ।