"ଉତ୍ତରେଶ୍ଵର ଶିବ ମନ୍ଦିର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ added reference
ଟିକେ ତଥ୍ୟ ଯୋଡିବା
୨ କ ଧାଡ଼ି:
 
ଉତ୍ତରେଶ୍ଵର ଶିବ ମନ୍ଦିର ପୁରୁଣା [[ଭୁବନେଶ୍ଵର]] ର [[ବିନ୍ଦୁସାଗର]] ପୋଖରୀର ଉତ୍ତର ତଟ ନିକଟରେ ଅବସ୍ଥିତ । ଏକ ଗୋଲାକାର ଯୋନୀପୀଠ ମଧ୍ୟରେ ଏଠାରେ ଏକ ଶିବଲିଙ୍ଗ ପୂଜା ପାଉଛନ୍ତି । ନଅଗୋଟି ଛୋଟ ମନ୍ଦିର ଉତ୍ତରେଶ୍ଵରଙ୍କ ମୂଖ୍ୟ ମନ୍ଦିରକୁ ଘେରି ରହିଛନ୍ତି । ଶିବଙ୍କ ଚାରି ମୁଖ୍ୟ ପୀଠ ମଧ୍ୟରୁ ଏହା ଅନ୍ୟତମ । ଏହା ଏକ ତନ୍ତ୍ରପୀଠ ବୋଲି ମଧ୍ୟ ବିଶ୍ଵାସ ରହିଛି । ଅନ୍ୟ ତିନି ପୀଠ ହେଲେ ଖରଖିଆ ବୈଦ୍ୟନାଥଙ୍କର ଯୋଗପୀଠ, ଲିଙ୍ଗରାଜଙ୍କର ଭୋଗ ପୀଠ ଓ କେଦାରଗୌରୀଙ୍କର ସିଦ୍ଧ ପୀଠ ।<ref name="ApniSanskriti">{{cite web |title=Uttaresvara Siva Temple, Bhubaneswar, Odisha |url=https://www.apnisanskriti.com/temple/uttaresvara-siva-temple-bhubaneswar-odisha-3777 |website=ApniSanskriti - Back to veda |accessdate=29 December 2019}}</ref>
 
ମନ୍ଦିରର ଅନ୍ୟ ଏକ ଆକର୍ଷଣ ହେଉଛି ମୁଖ୍ୟମନ୍ଦିର ମଧ୍ୟରେ ସ୍ଥିତ ଭଗବାନ ନୃସିଂହଙ୍କ ମୂର୍ତ୍ତୀ । ମୁଖ୍ୟ ମନ୍ଦିରକୁ ଘେରି ରହିଥିବା ଅନ୍ୟାନ୍ୟ୍ ମନ୍ଦିର ସାଙ୍ଗକୁ ଗୋଦାବରୀ କୁଣ୍ଡ ତଥା ଏକ ପୋଖରୀ ମଧ୍ୟ ରହିଅଛି । ଏହାଛଡା ଦ୍ୱିତୀୟ ବଡ ମଦିରଟି ହେଉଛି ଭଗବାନ ଭୀମେଶ୍ଵରଙ୍କର । ଏହି ମନ୍ଦିରର ଅନ୍ୟ ଏକ ପ୍ରମୁଖ ମହତ୍ତ୍ଵ ହେଉଛନ୍ତି ମା ଉତ୍ତରାୟଣୀ । ସେ ମୁଖ୍ୟ ମନ୍ଦିରର ବାହାର କାନ୍ଥର ଦକ୍ଷିଣ ଦିଗକୁ ମୁଖ କରି ଭଗବାନ ଉତ୍ତରେଶ୍ଵରଙ୍କ ପାର୍ଶ୍ଵରେ ଦଣ୍ଡାୟମାନ । ପ୍ରତିବର୍ଷ ଚୈତ୍ର ମାସରେ ଦେବୀ ଉତ୍ତରାୟଣିଙ୍କ ପାଖରେ ପୂଜା ବେଲେ ପାନ ଅର୍ପନ କରାଯାଏ ।
 
== ସ୍ଥାପତ୍ୟ କଳା ==