"ଉତ୍ତରେଶ୍ଵର ଶିବ ମନ୍ଦିର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ added reference
ଟିକେ ତଥ୍ୟ ଯୋଡିବା
୪ କ ଧାଡ଼ି:
 
== ସ୍ଥାପତ୍ୟ କଳା ==
ମନ୍ଦିରର ସ୍ଥାପତ୍ୟ କଳା ଯଥା ଏହାର ଆୟତାକାର ସପାଟ ଛାତବାଲା ଜଗମୋହନ ତଥା ମୂର୍ତ୍ତୀ ଗଠନରୁ ଜଣାଯାଏ ଯେ ମନ୍ଦିରଟି ସପ୍ତମଦ୍ଵାଦଶ ଶତାବ୍ଦୀରେ ନିର୍ମିତ । ତେବେ ପରବର୍ତ୍ତୀ ସମୟରେ ମନ୍ଦିରଟି ଭାଙ୍ଗିଯିବାପରେ ଅର୍ଥାତ ଉନ୍ନବିଂଶ ଶତାବ୍ଦୀରେ ଏହାର କିଛି ଅଂଶ ମଧ୍ୟ ନିର୍ମାଣ କରାଯାଇଥିବାର ଅନୁମାନ କରାଯାଏ । ମନ୍ଦିର ମଧ୍ୟସ୍ଥ ବିମାନର ଗଢଣ ଏକ ରେଖା ଦେଉଳ ସଦୃଶ ଏବଂ ଜଗମୋହନ ହେଉଛି ଏକ ଆୟତାକାର ମଣ୍ଡପ ସଦୃଶ ।<ref name="BharatTemples">{{cite web |title=Uttaresvara Siva Temple, Bhubaneswar, Odisha |url=https://www.bharattemples.com/uttaresvara-siva-temple-bhubaneswar-odisha/ |website=Bharat Temples |accessdate=29 December 2019 |date=20 December 2018}}</ref>