"ଅସୀତ ପତି" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେNo edit summary
୬ କ ଧାଡ଼ି:
| caption =
| birth_date = {{birth date and age|1960|05|05}}
| birth_place = ମୟୁରଭଞ୍ଜମୟୂରଭଞ୍ଜ
| birth_name = ଅସୀତ ପତି
| occupation = ([[ଓଡ଼ିଆ କଥାଚିତ୍ର ଜଗତ|ଓଡ଼ିଆ]]) ଅଭିନେତା<br>ପ୍ରଯୋଜକ<br>ନିର୍ଦ୍ଦେଶକ
| years_active = ୧୯୭୯ରୁ- ଏବେଯାଏଁ
| spouse = ଅଞ୍ଜନା ପତି
| children = ଅଙ୍କିତା ପତି
| parents =
| relatives =
୧୮ କ ଧାଡ଼ି:
}}
 
'''ଅସୀତ ପତି''' (ଜନ୍ମ: ୫ ମଇ ୧୯୬୦) ଜଣେ ଓଡ଼ିଆ କଥାଚିତ୍ର ଅଭିନେତା, ପ୍ରଯୋଜକ, ଲେଖକ ଓ ନିର୍ଦ୍ଦେଶକ । ସେ ଓଡ଼ିଆ କଥାଚିତ୍ର ଚିହ୍ନା ଅଚିହ୍ନା ଜରିଆରେ ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ ।<ref name="ଅସୀତ ପତି">{{cite news |title=ତିନିଟି ଭିନ୍ନ ଭିନ୍ନ ରୂପରେ ଆସୁଛନ୍ତି ଓଲିଉଡର ଏହି ନାମୀ ଅଭିନେତା , ଜାଣନ୍ତୁ ଏମିତି କାହିଁକି ଘଟିଛି  {{!}} Sambad |url=http://sambad.in/entertainment/three-roles-of-this-actors-214525/ |accessdate=19 September 2018 |work=Sambad |date=18 September 2018 |archiveurl=http://www.webcitation.org/72Y2dFCDa |archivedate=19 September 2018 |location=ଓଡ଼ିଶା |language=Odia}}</ref> ଏହାପରେ ସେ ଓଡ଼ିଆ କଥାଚିତ୍ର ଜଗତରେ କିଛି ଚଳଚ୍ଚିତ୍ରର ପ୍ରଯୋଜନା କରିଥିଲେ, ନିର୍ଦ୍ଦେଶନା ଦେଇଥିଲେ ଏବଂ ଚିତ୍ରନାଟ୍ୟ ତ‌ଥା କାହାଣୀ ରଚନା କରିଥିଲେ । ଅସୀତ ଓଡ଼ିଆ କଥାଚିତ୍ର ଜଗତରେ ପାର୍ଶ୍ୱ ଅଭିନେତା ଓ ଖଳନାୟକ ଭୂମିକାରେ ଅଧିକାଂଶ ଚଳଚ୍ଚିତ୍ରରେ ଅଭିନୟ କରନ୍ତି । କଥାଚିତ୍ର ଦୁନିଆ ବ୍ୟତୀତ ଅସୀତ ଓଡ଼ିଶାର ରାଜନୀତିରେ ମଧ୍ୟ ସକ୍ରିୟ ଅଛନ୍ତି । ସେ ୨୦୧୭ ମସିହାରେ [[ବିଜୁ ଜନତା ଦଳ]]<nowiki>ରେ</nowiki> ଯୋଗ ଦେଇଥିଲେ ।<ref name="Asit Pati joined BJD">{{cite news |title=Odisha actors Uttam Mohanty, Asit Pati join BJD |url=https://www.business-standard.com/article/news-ians/odisha-actors-uttam-mohanty-asit-pati-join-bjd-117012701141_1.html |accessdate=19 September 2018 |work=Business Standard India |date=27 January 2017 |language=en}}</ref>
 
 
"https://or.wikipedia.org/wiki/ଅସୀତ_ପତି"ରୁ ଅଣାଯାଇଅଛି