"ଉତ୍ତରେଶ୍ଵର ଶିବ ମନ୍ଦିର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେNo edit summary
ଟିକେNo edit summary
୧ କ ଧାଡ଼ି:
ଆମ ଆଇନିର ଛାଟ
 
ତାର ଆଗ ପଛ ଖାଲି ଫାଟ
 
ଅନ୍ଧ ପୁଟୁଳି ବାନ୍ଧି ସେ ପରା ନ୍ୟାୟର ଦେବୀ ଚାହିଁଛି
ଆଇନି ତା ବାଟେ ଯାଉଛି ......... (୧)
 
 
ଆଇନ ଆଖିରେ ପଟି
 
ଏଠି ବ୍ୟବସ୍ଥା ପଡିଛି ଝୁଣ୍ଟି
 
ପୋଲିସ ଚାଲଇ ଡାଳରେ ହେଲେ ଯେ ଓକିଲ ପତରେ ଚାଲୁଛି
 
ଆଇନି ତା ବାଟେ ଯାଉଛି ......... (୨)
 
 
 
ଆଇନର ସୂକ୍ଷ୍ମ ଜାଲ
 
ପୁଣି ଓକିଲ ବନାଏ ଢାଲ
 
ଶହ ଶହ ଦୋଷୀ ଯାଆନ୍ତି ରେ ଖସି ହେଲେ ଅଭିଯୋଗକାରୀ ଫସିଛି
 
ଆଇନି ତା ବାଟେ ଯାଉଛି ......... (୩)
 
 
 
ଏଠି ବିଳମ୍ବିତ ଯେଣୁ ନ୍ୟାୟ
 
ଖାଲି ତାରିଖ ମିଳିବା ଭୟ
 
ଜେଜେ ଅମଳର ମାମଲାରେ ଏଠି ନାତିଆ କଚେରୀ ଧାଉଁଛି
 
ଆଇନି ତା ବାଟେ ଯାଉଛି ......... (୪)
 
 
 
ଆମ ବ୍ୟବସ୍ଥାରେ ଖାଲି ଅଳିଆ
 
ପ୍ରତି ଧାରାରେ ହଜାରେ ଗଳିଆ
 
ଶହରୁ ସତୁରୀ ଅପରାଧୀ ବାଳ ବଙ୍କା କି କେବେ ହୋଇଛି
 
ଆଇନି ତା ବାଟେ ଯାଉଛି ......... (୫)
 
 
 
ଏଠି ଆଇନର ହାତ ଛନ୍ଦା
 
ପୁଣି ଆଖିରେ ପୁଟୁଳି ବନ୍ଧା
ସତ କୁହ କେବେ ନ୍ୟାୟର ମନ୍ଦିରେ କେତେ ନିରୀହର ଆର୍ତ୍ତନାଦରେ
ଇତିଶ୍ରୀ ବେବିନା ଦିଶା ନିର୍ଭୟା
 
ସତ କୁହ କେବେ ନ୍ୟାୟର ମନ୍ଦିରେ କେତେନ୍ୟାୟ ନିରୀହରବା ଆର୍ତ୍ତନାଦରେକାହାକୁ ମିଳିଛି
 
ଆଇନି ତା ବାଟେ ଯାଉଛି ......... (୬)
Line ୩୫ ⟶ ୫୯:
 
ଏଠି ଗ୍ରହଣ ଲାଗିବା ହେତୁ
 
କେବେ ରାହୁ କେବେ କେତୁ
 
ଗ୍ରାସ କରିଛନ୍ତି ବିଚାର ବ୍ୟବସ୍ଥା, ସର୍ବ ମୋକ୍ଷ ବେଳ ଆସୁଛି
 
ଆଇନି ତା ବାଟେ ଯାଉଛି ......... (୭)