"ଔଷଧୀୟ ବୃକ୍ଷଲତା" ପୃଷ୍ଠାର ସଂସ୍କରଣଗୁଡ଼ିକ ମଧ୍ୟରେ ତଫାତ
Content deleted Content added
Hpsatapathy (ଆଲୋଚନା | ଅବଦାନ) ଟିକେ →ବ୍ୟବହାର |
Hpsatapathy (ଆଲୋଚନା | ଅବଦାନ) ଟିକେ →ବ୍ୟବହାର |
||
୧୦ କ ଧାଡ଼ି:
ଆଧୁନିକ ଯୁଗରେ ବ୍ୟବହୃତ ଔଷଧ ଗୁଡିକ ମଧ୍ୟରୁ ପ୍ରାୟ ଏକ ଚତୁର୍ଥାଂଶ କେବଳ ଔଷଧୀୟ ବୃକ୍ଷଲତାରୁ ପ୍ରସ୍ତୁତ ହୋଇଥାଏ ।<ref name="Journal of Ethnobiology">{{cite web |last1=Smith-Hall |first1=Carsten |last2=Larsen |first2=Helle Overgaard |last3=Pouliot |first3=Mariève |title=People, plants and health: a conceptual framework for assessing changes in medicinal plant consumption |url=https://www.ncbi.nlm.nih.gov/pmc/articles/PMC3549945/ |website=Journal of Ethnobiology and Ethnomedicine |accessdate=22 December 2019 |pages=43 |doi=10.1186/1746-4269-8-43 |date=13 November 2012}}</ref> ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନର ଏକ ଆକଲନ ଅନୁସାରେ ପ୍ରାୟ ଶତକଡା ଅଶି ଭାଗ ଲୋକ ପରୋକ୍ଷଭାବେ ଔଷଧୀୟ ବୃକ୍ଷଲତା ଉପରେ ନିର୍ଭର କରନ୍ତି । କେବଳ ସେତିକି ନୁହେଁ, ଅଧୁନା ବିକଶିତ ରାଷ୍ଟ୍ରଗୁଡିକରେ ଲୋକେ ଔଷଧୀୟ ଗୁଳ୍ମରୁ ପ୍ରସ୍ତୁତ ଔଷଧ ବ୍ୟବହାର କରିବାକୁ ପସନ୍ଦ କରନ୍ତି । ଅତଏବ ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନ ଏହି ପାରମ୍ପାରିକ ଔଷଧର ବ୍ୟବହାର ବିଷୟରେ ଏକ ନୀତିଗତ ଚିଠା ୧୯୯୧ ମସିହାରେ ପ୍ରସ୍ତୁତ କରିଛନ୍ତି ଏବଂ ଏଗୁଡିକର ପ୍ରସ୍ତୁତି, ବିକ୍ରି ତଥା ବ୍ୟବହାର ସଂପର୍କରେ ଦିଶାନିର୍ଦ୍ଦେଶ ଜାରି କରିଛନ୍ତି ।<ref name="googlebooks">{{cite web |last1=Singh |first1=Amritpal |title=Regulatory and Pharmacological Basis of Ayurvedic Formulations |url=https://books.google.co.in/books?id=zgBPDAAAQBAJ&pg=PA4&redir_esc=y#v=onepage&q&f=false |website=www.books.google.co.in |publisher=CRC Press |accessdate=22 December 2019 |language=en |date=19 December 2017}}</ref>
ଔଷଧୀୟ ବୃକ୍ଷଲତାର ବ୍ୟବହାରର ମୁଖ୍ୟତଃ ତିନି ପ୍ରକାର ଉପାଦେୟତା ରହିଛି; ପ୍ରଥମତଃ ଏହା ଗ୍ରହଣ କରିବା ଦ୍ଵାରା ସ୍ଵାସ୍ଥ୍ୟଗତ ସମସ୍ୟା ଦୂର ହୋଇଥାଏ, ଦ୍ଵିତୀୟତଃ ଏହି ଔଷଧୀୟ ବୃକ୍ଷଲତାର ଅମଳ ତଥା ଔଷଧ ପ୍ରସ୍ତୁତ କର୍ତ୍ତା ଆର୍ଥିକ ଲାଭ ପାଇଥାନ୍ତି ଏବଂ ଶେଷରେ ଏହି ପରୀପ୍ରେକ୍ଷୀରେ ସରକାର ଟିକସ ପାଇବା ସହ ସମାଜରେ ଲୋକେ ରୋଜଗାରର ନୂତନ ପନ୍ଥା ପାଇପାରନ୍ତି ।
== ଆହୁରି ଦେଖନ୍ତୁ ==
|