"ଔଷଧୀୟ ବୃକ୍ଷଲତା" ପୃଷ୍ଠାର ସଂସ୍କରଣଗୁଡ଼ିକ ମଧ୍ୟରେ ତଫାତ
Content deleted Content added
Hpsatapathy (ଆଲୋଚନା | ଅବଦାନ) ଟିକେ →ବ୍ୟବହାର |
Hpsatapathy (ଆଲୋଚନା | ଅବଦାନ) ଟିକେ →ବ୍ୟବହାର |
||
୭ କ ଧାଡ଼ି:
== ବ୍ୟବହାର ==
ଯେଉଁ ବୃକ୍ଷ ବା ଗୁଳ୍ମର ବ୍ୟବହାର ଆମେ ସାଧାରଣତଃ ରୋଗ ମୁକ୍ତି ତଥା ସ୍ଵାସ୍ଥ୍ୟର ହିତ ନିମନ୍ତେ କରାଯାଏ, ସେ ସବୁ ଔଷଧୀୟ ବୃକ୍ଷଲତା ଅଟନ୍ତି <ref name="BMB">{{cite web |last1=Ahn |first1=Kyungseop |title=The worldwide trend of using botanical drugs and strategies for developing global drugs |url=https://www.ncbi.nlm.nih.gov/pmc/articles/PMC5422022/ |website=BMB Reports |accessdate=22 December 2019 |pages=111–116 |doi=10.5483/BMBRep.2017.50.3.221 |date=2017}}</ref>। ବିଶ୍ଵ ଖାଦ୍ୟ ଓ କୃଷି ସଂଗଠନର ଏକ ଆକଲନ ଅନୁସାରେ ସାରା ବିଶ୍ୱରେ ୨୦୦୨ ସୁଦ୍ଧା ୫୦,୦୦୦ ରୁ ଉର୍ଦ୍ଧ୍ଵ ଔଷଧୀୟ ବୃକ୍ଷଲତା ବା ଗୁଳ୍ମ ବ୍ୟବହୃତ <ref name="fao">{{cite web |title=Impact of Cultivation and Gathering of Medicinal Plants on Biodiversity: Global Trends and Issues |url=http://www.fao.org/3/AA010E/AA010e02.htm |website=www.fao.org |accessdate=22 December 2019}}</ref>। ରୋୟାଲ ବୋଟାନିକାଲ ଗାର୍ଡେନର ୨୦୧୬ର ଏକ ଆକଲନ ଅନୁସାରେ ପ୍ରାୟ ୧୭,୮୧୦ ଗୁଳ୍ମ ପ୍ରଜାତିର ଔଷଧୀୟ ଗୁଣ ରହିଛି ଏବଂ ତନ୍ମଧ୍ୟରୁ ପ୍ରାୟ ୩୦,୦୦୦ ଔଷଧୀୟ ଗୁଳ୍ମର ବ୍ୟାବହାରିତା ସଂପର୍କରେ ବିବରଣୀ ଲିପିବଦ୍ଧ ହୋଇସାରିଛି ।
ଆଧୁନିକ ଯୁଗରେ ବ୍ୟବହୃତ ଔଷଧ ଗୁଡିକ ମଧ୍ୟରୁ ପ୍ରାୟ ଏକ ଚତୁର୍ଥାଂଶ କେବଳ ଔଷଧୀୟ ବୃକ୍ଷଲତାରୁ ପ୍ରସ୍ତୁତ ହୋଇଥାଏ ।<ref name="Journal of Ethnobiology">{{cite web |last1=Smith-Hall |first1=Carsten |last2=Larsen |first2=Helle Overgaard |last3=Pouliot |first3=Mariève |title=People, plants and health: a conceptual framework for assessing changes in medicinal plant consumption |url=https://www.ncbi.nlm.nih.gov/pmc/articles/PMC3549945/ |website=Journal of Ethnobiology and Ethnomedicine |accessdate=22 December 2019 |pages=43 |doi=10.1186/1746-4269-8-43 |date=13 November 2012}}</ref> ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନର ଏକ ଆକଲନ ଅନୁସାରେ ପ୍ରାୟ ଶତକଡା ଅଶି ଭାଗ ଲୋକ ପରୋକ୍ଷଭାବେ ଔଷଧୀୟ ବୃକ୍ଷଲତା ଉପରେ ନିର୍ଭର କରନ୍ତି । କେବଳ ସେତିକି ନୁହେଁ, ଅଧୁନା ବିକଶିତ ରାଷ୍ଟ୍ରଗୁଡିକରେ ଲୋକେ ଔଷଧୀୟ ଗୁଳ୍ମରୁ ପ୍ରସ୍ତୁତ ଔଷଧ ବ୍ୟବହାର କରିବାକୁ ପସନ୍ଦ କରନ୍ତି । ଅତଏବ ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନ ଏହି ପାରମ୍ପାରିକ ଔଷଧର ବ୍ୟବହାର ବିଷୟରେ ଏକ ନୀତିଗତ ଚିଠା ୧୯୯୧ ମସିହାରେ ପ୍ରସ୍ତୁତ କରିଛନ୍ତି ଏବଂ ଏଗୁଡିକର ପ୍ରସ୍ତୁତି, ବିକ୍ରି ତଥା ବ୍ୟବହାର ସଂପର୍କରେ ଦିଶାନିର୍ଦ୍ଦେଶ ଜାରି କରିଛନ୍ତି ।<ref name="googlebooks">{{cite web |last1=Singh |first1=Amritpal |title=Regulatory and Pharmacological Basis of Ayurvedic Formulations |url=https://books.google.co.in/books?id=zgBPDAAAQBAJ&pg=PA4&redir_esc=y#v=onepage&q&f=false |website=www.books.google.co.in |publisher=CRC Press |accessdate=22 December 2019 |language=en |date=19 December 2017}}</ref>
Medicinal plants may provide three main kinds of benefit: health benefits to the people who consume them as medicines; financial benefits to people who harvest, process, and distribute them for sale; and society-wide benefits, such as job opportunities, taxation income, and a healthier labour force.[35] However, development of plants or extracts having potential medicinal uses is blunted by weak scientific evidence, poor practices in the process of drug development, and insufficient financing
|