"ଔଷଧୀୟ ବୃକ୍ଷଲତା" ପୃଷ୍ଠାର ସଂସ୍କରଣଗୁଡ଼ିକ ମଧ୍ୟରେ ତଫାତ
Content deleted Content added
Hpsatapathy (ଆଲୋଚନା | ଅବଦାନ) ଟିକେNo edit summary |
Hpsatapathy (ଆଲୋଚନା | ଅବଦାନ) ଟିକେ →ଇତିହାସ |
||
୪ କ ଧାଡ଼ି:
ଇତିହାସର ଅନୁସରେ ଔଷଧୀୟ ବୃକ୍ଷଲତାର ପ୍ରାରମ୍ଭିକ ବ୍ୟବହାର ପ୍ରାଚୀନ ସୂମେରୀୟ ସଭ୍ୟତାରେ ଦେଖିବାକୁ ମିଳେ । ଏହା ଛଡା ଗ୍ରୀକ ଚିକିତ୍ସକ ଡାୟେସ୍କୋରିସ ରୋମାନ ସେନାରେ କାର୍ଯ୍ୟରତ ଥିବା ବେଳେ '''ନେ ଡେ ମେଟେରିଆ ମିଡିକା-ସି''' ନାମକ ଗ୍ରନ୍ଥରେ ୬୦୦ରୁ ଅଧିକ ବିଭିନ୍ନ ଔଷଧୀୟ ବୃକ୍ଷଲତାର ବ୍ୟଞ୍ଜନ ଆକାରରେ ବ୍ୟବାହାର ବିଧି ଉଲ୍ଲେଖ କରିଛନ୍ତି ।
== ଇତିହାସ ==
ବୃକ୍ଷଲତାରୁ ପ୍ରସ୍ତୁତ ଅନେକ ମସଲା ଯାହା ଆଜିକାଲି ଆମେ ସାଧାରଣଭାବେ ବ୍ୟବହାର କରୁ ତନ୍ମଧ୍ୟରୁ ଅନେକ ପ୍ରାଗୈତିହାସିକ ଯୁଗରୁ ବ୍ୟବହାର ହୋଇଆସୁଅଛି । ଗ୍ରୀଷ୍ମପ୍ରଧାନ ଦେଶମାନଙ୍କରେ ସାଧାରଣତଃ ପ୍ରସ୍ତୁତ ଖାଦ୍ୟ, ବିଶେଷତଃ ମାଛ ବା ମାଂସ, ଶିଘ୍ର ଖରାପ ବା ନଷ୍ଟ ହୋଇଯାଏ । ଔଷଧୀୟ ଗୁଳ୍ମରୁ ପ୍ରସ୍ତୁତ କିଛି ମସଲା ଏଭଳି କ୍ଷେତ୍ରରେ ଖାଦ୍ୟକୁ ଶୀଘ୍ର ନଷ୍ଟ ହେବାକୁ ଦିଅନ୍ତି ନାହିଁ ।<ref name="semanticscholar">{{cite web |title=Antimicrobial functions of spices: why some like it hot |url=https://www.semanticscholar.org/paper/Antimicrobial-functions-of-spices%3A-why-some-like-it-Billing-Sherman/f3c545e80bcb75e3260447eb019c475dc4a2434f |website=www.semanticscholar.org |accessdate=22 December 2019}}</ref> ଜୀବଜଗତର ପ୍ରାଣି ଓ ଉଦ୍ଭିଦ ପରସ୍ପର ଉପରେ ଏମିତି ନିର୍ଭରଶୀଳ ଯେ ଏମିତି ବି କିଛି ପଶୁ ପକ୍ଷି ବା କୀଟ ପତଙ୍ଗ ଅଛନ୍ତି, ଯେଉଁ ମାନେ କୌଣସି କ୍ଷତ ବା ରୋଗରୁ ଆରୋଗ୍ୟ ଲାଭ କରିବା ନିମିତ୍ତ ନିର୍ଦ୍ଦିଷ୍ଟ ଔଷଧୀୟ ଗୁଳ୍ମର ପତ୍ର, ପୁଷ୍ପ, ଫଳ କିମ୍ବା ଚେର ଗ୍ରହଣ କରିଥାନ୍ତି ।
== ଆହୁରି ଦେଖନ୍ତୁ ==
|