"ଔଷଧୀୟ ବୃକ୍ଷଲତା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ ତଥ୍ୟ ଯୋଡିବା
ଟିକେ ତଥ୍ୟ ଯୋଡିବା
୧ କ ଧାଡ଼ି:
ଔଷଧୀୟ ବୃକ୍ଷଲତା ବା ଔଷଧୀୟ ଗୁଳ୍ମ ପ୍ରାଗୈତିହାସିକ କାଲରୁ ଆବିଷ୍କୃତ ହେବା ସହ ପାରମ୍ପାରିକ ଚିକିତ୍ସା ପଦ୍ଧତିରେ ଉପଯୋଗ ହୋଇଆସୁଅଛି । ବୃକ୍ଷଲତା ସାଧାରଣତଃ ସେମାନଙ୍କର ଖାଦ୍ୟ ପ୍ରସ୍ତୁତି ପ୍ରକ୍ରୀୟାରେ ଅନେକ ଯୌଗିକ ପଦାର୍ଥ ସୃଷ୍ଟି କରିବା ସହ କବକ, ରୋଗ, ପୋକ ତଥା ସ୍ତନପ୍ୟାୟୀ ପ୍ରାଣୀଙ୍କ ଠାରୁ ନିଜର ଆତ୍ମରକ୍ଷା ନିମିତ୍ତ ମଧ୍ୟ ଅନେକ ରାସାୟନିକ ଯୌଗିକ ସଂଶ୍ଳେଷଣ କରିଥାନ୍ତି । ପ୍ରତି ବୃକ୍ଷଲତାରେ ବ୍ୟାପକ ରୂପରେ ବିବିଧ ପ୍ରକାରର ଫାଇଟୋକେମିକାଲସ ରହିଥିବା ଯୋଗୁଁ ସଂପୂର୍ଣ୍ନ ବୃକ୍ଷ ବା ଗୁଳ୍ମଟିର ପ୍ରତ୍ୟେକ ଅଂଶ ଔଷଧୀୟ ଗୁଣର ଅଧିକାରୀ ନେ ହେଲେ ମଧ୍ୟ ପ୍ରତ୍ୟେକଟି ବୃକ୍ଷଲତା କିଛି ନା କିଛି ଔଷଧୀୟ ଗୁଣର ଅଧୀକାରୀ ହୋଇଥାନ୍ତି ।
 
ଇତିହାସର ଅନୁସରେ ଔଷଧୀୟ ବୃକ୍ଷଲତାର ପ୍ରାରମ୍ଭିକ ବ୍ୟବହାର ପ୍ରାଚୀନ ସୂମେରୀୟ ସଭ୍ୟତାରେ ଦେଖିବାକୁ ମିଳେ । ଏହା ଛଡା ଗ୍ରୀକ ଚିକିତ୍ସକ ଡାୟେସ୍କୋରିସ ରୋମାନ ସେନାରେ କାର୍ଯ୍ୟରତ ଥିବା ବେଳେ '''ନେ ଡେ ମେଟେରିଆ ମିଡିକା-ସି''' ନାମକ ଗ୍ରନ୍ଥରେ ୬୦୦ରୁ ଅଧିକ ପୃଷ୍ଠାରେ सेବିଭିନ୍ନ अधिकଔଷଧୀୟ औषधीयବୃକ୍ଷଲତାର पौधोंବ୍ୟଞ୍ଜନ काଆକାରରେ उपयोगବ୍ୟବାହାର करकेବିଧି दवाओंଉଲ୍ଲେଖ केରହିଛି लिए 1000 से अधिक व्यंजनों का दस्तावेजीकरण किया।