"ଷ୍ଟୀଭ ଇରୱିନ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେNo edit summary
ଟିକେ ତଥ୍ୟ ଯୋଡିବା
୨୮ କ ଧାଡ଼ି:
 
୧୯୯୨ ମସିହାରେ ଷ୍ଟୀଭଙ୍କ ବିବାହ ଆମେରିକା ନିବାସୀ ଟେରୀ ରେନସଙ୍କ ସହ ହୋଇଥିଲା । ୧୯୯୧ ମସିହାରେ ଟେରୀ ଯେତେବେଳେ ଅଷ୍ଟ୍ରେଲିଆ ବୁଲିବାକୁ ଆସିଥିଲେ, ସେତେବେଳେ ତାଙ୍କର ଦେଖା ହୁଏ ଷ୍ଟୀଭଙ୍କ ସହ । ଏହି ମିଳାମିଶା ପରବର୍ତ୍ତୀ ସମୟରେ ଉଭୟେ ଉଭୟଙ୍କୁ ଭଲପାଇ ବସିଲେ ଏବଂ ୧୯୯୨ରେ ସେମାନଙ୍କର ବିବାହ ହେଲା । ଉଭୟେ ପଶୁପ୍ରେମୀ ଥିଲେ ।
 
ଅଷ୍ଟ୍ରେଲିଆର ଗ୍ରେଟ ବାରିଅର ରିଫରେଏକ ଅନ୍ତର୍ଜଳୀୟ ଡକୁମେଣ୍ଟାରୀ 'ସମୁଦ୍ରର ଘାତକଶ୍ରେଷ୍ଠ' (''[[:en:Ocean's Deadliest|Ocean's Deadliest]]'') ପ୍ରସ୍ତୁତ କରିବାବେଳେ ଏକ ବିଶାଳକାୟ ସ୍ଟ୍ରିଙ୍ଗରେ ([[:en:stingray|stingray]]) ମାଛର କଣ୍ଟାଯୁକ୍ତ ଲାଞ୍ଜ ତାଙ୍କ ଛାତିରେ ପଶିଯିବାରୁ ମୃତ୍ୟୁ ହୋଇଗଲା । <ref>{{cite news |title=Steve Irwin: Google Doodle celebrates 57th birth anniversary of Steve Irwin, the crocodile hunter|publisher= Times of India |url=https://timesofindia.indiatimes.com/india/google-doodle-celebrates-57th-birth-anniversary-of-steve-irwin-the-crocodile-hunter/articleshow/68105486.cms?|archive-url=https://web.archive.org/web/20190222065517/https://timesofindia.indiatimes.com/india/google-doodle-celebrates-57th-birth-anniversary-of-steve-irwin-the-crocodile-hunter/articleshow/68105486.cms?|url-status=dead|archive-date=22 February 2019|accessdate=22 February 2019 |date=22 February 2019 |ref=Steve Irwin death}}</ref> ସ୍ୱାମୀଙ୍କ ମୃତ୍ୟୁ ପରେ ମଧ୍ୟ ତାଙ୍କ ପତ୍ନୀ ଟେରି ଇଉ‌ୱିନ ଅଷ୍ଟ୍ରେଲିଆ ଚିଡ଼ିଆଖାନାର ପରିଚାଳନା ଚାଲୁରଖିଲେ ଓ ଦୁଇଟି ଛୁଆଙ୍କ ଲାଳନପାଳନ କରିବାକୁ ଲାଗିଲେ ।
== ସମ୍ମାନ ==
୧୯୯୭ ମସିହାରେ ନିଜ ପିତାଙ୍କ ସହ କୁଇନ୍ସଲ୍ୟାଣ୍ଡର ତଟବର୍ତ୍ତୀ ଇଲାକାରେ ମାଛ ଶୀକାର କରୁଥିବା ବେଳେ ସେ ଏକ ନୂତନ ପ୍ରଜାତିର କଇଁଛର ଆବିଷ୍କାର କରିଥିଲେ । ପରବର୍ତ୍ତୀ ସମୟରେ ଏହାର ନମକ ରଣ ବେଳେ ତାଙ୍କରି ସମ୍ମାନରେ ଏହି ପ୍ରଜାତିର କଇଁଛକୁ '''ଇରୱିନଙ୍କ କଇଁଛ''' ବୋଲି ନାମିତ କରାଯାଇଛି । ଆଉଏକ ଅଷ୍ଟ୍ରେଲୀୟ ସ୍ଥଲଚର ପ୍ରାଣୀକୁ ସେ ଆବିଷ୍କାର କରିଥିଲେ ଯାହାକୁ '''କ୍ରୀକି ଷ୍ଟୀଭଇରୱିନ''' ନାମରେ ନାମିତ କରି ତାଙ୍କୁ ସମ୍ମାନିତ କରାଯାଇଛି ।
Line ୩୪ ⟶ ୩୬:
 
୨୦୦୭ ମସିହାରେ ଭାରତରେ କେରଳର ରାଜ୍ୟ ସରକାର ନେୟାର ବନ୍ୟଜନ୍ତୁ ଅଭୟାରଣ୍ୟକୁ ଷ୍ଟୀଭଙ୍କ ନାମତେ ନାମିତ କରି ତାଙ୍କୁ ସମ୍ମାନିତ କରାଯାଇଛି । ତେବେ ଷ୍ଟୀଭଙ୍କ ପତ୍ନୀ ଟେରୀଙ୍କ ବିନାନୁମତିରେ ଷ୍ଟୀଭଙ୍କ ନାମ ତଥା ଚିତ୍ରକୁ ଏଭଳିଭାବେ ବ୍ୟବହାର କରାଯାଇଥିବାରୁ, ଟେରୀଙ୍କ ଆପତ୍ତିକ୍ରମେ କେରଲ ସରକାର ୨୦୦୯ ମସିହାରେ ଏହି ନାମକରଣ ତଥା ସମ୍ମାନ ପ୍ରକ୍ରୀୟାକୁ ରଦ୍ଦ କରିଦେଇଥିଲେ ।
 
ତାଙ୍କ ସମ୍ମାନରେ ସି ସେଫର୍ଡ଼ କଞ୍ଜରଭେସନ ସୋସାଇଟିର ([[:en:Sea Shepherd Conservation Society|Sea Shepherd Conservation Society]]) ଜାହାଜ 'ମୋର ସ୍ଟିଭ ଇର‌ୱିନ' ( [[:en:MY Steve Irwin|MY ''Steve Irwin'']]) ନାମିତ ହୋଇଛି ।
 
== ଆଧାର ==