"ଖୁସୱନ୍ତ ସିଂହ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
Created by translating the page "Khushwant Singh"
 
Created by translating the page "Khushwant Singh"
୧ କ ଧାଡ଼ି:
{{Infobox writer|name=ଖୁସ‌ୱ‌ନ୍ତ ସିଁହ|birth_name=ଖୁସ‌ୱ‌ନ୍ତ ସିଁହ|image=Khushwantsingh.jpg|image_size=200px|caption=ଖୁସ‌ୱ‌ନ୍ତ ସିଁହ ଦିଲ୍ଲୀ ଠାରେ ଏକ ପୁସ୍ତକ ସମ୍ମିଳନୀରେ|birth_date={{Birth date |df=yes|1915|2|2}}|birth_place=ହଦଳି, ବ୍ରିଟିଶ ଭାରତ, ପଞ୍ଜାବ, ପାକିସ୍ତାନ|death_date={{Death date and age|df=yes|2014|3|20|1915|2|2}}|death_place=[[ନୂଆ ଦିଲ୍ଲୀ]], ଭାରତ|alma_mater=ସେଣ୍ଟ ଷ୍ଟିଫେନ୍ସ କଲେଜ<br/>କିଙ୍ଗସ୍ କଲେଜ, ଲଣ୍ଡନ
ମଡର୍ଣ ବିଦ୍ୟାଲୟ, ଦିଲ୍ଲୀ|occupation=ସାମ୍ବାଦିକ, ଲେଖକ|relatives=}}'''ଖୁସ‌ୱ‌ନ୍ତ ସିଁହ''' ଜନ୍ମ ବେଲେ '''ଖୁସଳ ସିଁହ''', ୨ ଫେବୃୟାରୀ ୧୯୧୫ ରେ ଜନ୍ମ ଗ୍ରହଣ କରିଥିଲେ । ସେ ଜଣେ ଲେଖକ, ଅଇନ‌ଯିବୀ, ସାମ୍ବାଦିକ ଓ ରାଜନେତା । ୧୯୪୭ରେ ଭାରତର ବିଭାଜନରେ ନିଜ ସ୍ମୃତି ତାଙ୍କୁ "ଟ୍ରେନ୍ ଟୁ ପାକିସ୍ତାନ" ବ‌ହି ଲେଖିବାକୁ ଉସ୍ତାହିତ କରିଥିଲା ।<ref name="sengupta">{{Cite news|url=https://www.nytimes.com/2014/03/21/world/asia/khushwant-singh-provocative-indian-journalist-dies-at-99.html|title=Khushwant Singh, provocative Indian journalist, dies at 99|last=Sengupta|first=Somini|date=20 March 2014|work=The New York Times|access-date=25 February 2018}}</ref><ref name="dna">{{Cite news|url=http://www.dnaindia.com/india/report-india-s-very-own-literary-genius-khushwant-singh-passes-away-read-his-story-1970779|title=India's very own literary genius Khushwant Singh passes away, read his story|last=Subramonian|first=Surabhi|date=20 March 2014|work=dna|access-date=7 May 2015|publisher=Diligent Media Corporation Ltd.}}</ref>
ମଡର୍ଣ ବିଦ୍ୟାଲୟ, ଦିଲ୍ଲୀ|occupation=ସାମ୍ବାଦିକ, ଲେଖକ|relatives=}}
 
ସିଁହଙ୍କ ଜନ୍ମ ପଞ୍ଜାବରେ ହେଥିବା ବେଳେ, ତାଙ୍କ ଶିକ୍ଷ୍ୟା ଦିଲ୍ଲୀରେ ହେଇଥିଲା । ସେ ଦିଲ୍ଲୀର ସେଣ୍ଟ ଷ୍ଠିପେନ୍ସ ବିଦ୍ୟାଳୟରେ ପଢିଲା ପରେ ଲଣ୍ଡନର କିଙ୍ଗସ୍ ବିଦ୍ୟାଳୟରେ ଆଇନ ପଢିତିଲେ । ୮ ବର୍ଷ ଲାହୋର ଅଦାଲତରେ ଆଇନ‌ଯିବୀ ଭାବେ କାମ କରିବା ପରେ, ସେ ୧୯୪୭ ମସିହା ପର୍ଯ୍ୟନ୍ତ ଭାରତୀୟ ବିଦେଶ ସେବାରେ କାମ କରୁଥିଲେ । ୧୯୫୧ ମସିହାରେ [[ଆକାଶବାଣୀ (ରେଡ଼ିଓ ପ୍ରସାରଣ ସେବା)]] ସାମ୍ବାଦିକ ଭାବେ ଯୋଗଦେଇଥିଲେ, ଓ ପରେ ୧୯୫୬ ମସିହାରେ [[ୟୁନେସ୍କୋ]]<nowiki/>ର ଜନସଂଚାର ବିଭାଗରେ ଯୋଗ ଦେଇଥିଲେ । ଲେଖକ ଭାବେ ତାଙ୍କ ଲେଖା ଧର୍ମନିରପକ୍ଷ‌ତା, କଟାକ୍ଷ ଭାବେ ଜଣାସୁଣା <ref name="timesofindia">{{Cite news|url=http://timesofindia.indiatimes.com/india/Khushwant-Singh-journalist-and-writer-dies-at-99/articleshow/32352917.cms|title=Khushwant Singh, journalist and writer, dies at 99|last=TNN|date=20 March 2014|work=The Times of India|access-date=21 March 2014}}</ref>। ୧୯୮୦-୧୯୮୬ ଯାଏଁ ସେ ଭାରତୀୟ [[ରାଜ୍ୟ ସଭା]]<nowiki/>ର ସାଂସଦ ଥିଲେ ।
 
ଖୁସ‌ୱ‌ନ୍ତ ସିଁହଙ୍କୁ ୧୯୭୪ ମସିହାରେ ପଦ୍ମ ଭୂଷଣରେ ପୁରସକୃତ କରାଯାଇଥିଲା । ସେ ୧୯୮୪ ମସିହାରେ '''ଅପରେସନ୍ ବ୍ଲୁ ଷ୍ଟାର''' ବିପକ୍ଷରେ ବିରୋଧଭାଷ ଦେଖାଇ ଏହି ପୁରସ୍କାରକୁ ଫେରାଇ ଦେଇଥିଲେ । ୨୦୦୭ ମସିହାରେ ଭାରତ ସରକାର ସିଁହଙ୍କୁ ପଦ୍ମ ବିଭୂଷଣରେ ପୁରସକୃତ କରିଥିଲେ, ଯାହା ଭାରତର ଦ୍ୱିତୀୟ ସର୍ବୋଚ୍ଚ ବେସାମରିକ ପୁରସ୍କାର ।<ref>{{Cite news|url=http://timesofindia.indiatimes.com/home/sunday-times/deep-focus/Those-who-said-no-to-top-awards/articleshow/2714586.cms|title=Those who said no to top awards|last=TNT|date=28 January 2008|work=The Times of India|access-date=7 May 2015}}</ref>
[[ଶ୍ରେଣୀ:ପଞ୍ଜାବୀ ଲୋକ]]
[[ଶ୍ରେଣୀ:୨୦୧୪ ମୃତ୍ୟୁ]]