"ଷ୍ଟୀଭ ଇରୱିନ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ added reference
୩୧ କ ଧାଡ଼ି:
୧୯୯୭ ମସିହାରେ ନିଜ ପିତାଙ୍କ ସହ କୁଇନ୍ସଲ୍ୟାଣ୍ଡର ତଟବର୍ତ୍ତୀ ଇଲାକାରେ ମାଛ ଶୀକାର କରୁଥିବା ବେଳେ ସେ ଏକ ନୂତନ ପ୍ରଜାତିର କଇଁଛର ଆବିଷ୍କାର କରିଥିଲେ । ପରବର୍ତ୍ତୀ ସମୟରେ ଏହାର ନମକ ରଣ ବେଳେ ତାଙ୍କରି ସମ୍ମାନରେ ଏହି ପ୍ରଜାତିର କଇଁଛକୁ '''ଇରୱିନଙ୍କ କଇଁଛ''' ବୋଲି ନାମିତ କରାଯାଇଛି । ଆଉଏକ ଅଷ୍ଟ୍ରେଲୀୟ ସ୍ଥଲଚର ପ୍ରାଣୀକୁ ସେ ଆବିଷ୍କାର କରିଥିଲେ ଯାହାକୁ '''କ୍ରୀକି ଷ୍ଟୀଭଇରୱିନ''' ନାମରେ ନାମିତ କରି ତାଙ୍କୁ ସମ୍ମାନିତ କରାଯାଇଛି ।
 
ବିଶ୍ଵ ସଂରକ୍ଷଣ ତଥା ଅଷ୍ଟ୍ରେଲିଆର ପର୍ଯ୍ୟଟନ ବିକାଶ ଦିଗରେ ପ୍ରସଂଶନୀୟ କାର୍ଯ୍ୟଯୋଗୁଁ, ୨୦୦୧ ମସିହାରେ ଅଷ୍ଟ୍ରେଲିଆ ସରକାରଙ୍କ ତାଙ୍କୁ ସେଣ୍ଟେନାରୀ ମେଡାଲରେ ସମ୍ମାନିତ କରିଛନ୍ତି । ୨୦୦୪ ମସିହାରେ ତାଙ୍କୁ '''Tourism Export of the Year''' ସମ୍ମାନରେ ମଧ୍ୟ ସମ୍ମାନିତ କରାଯାଇଛି । ୨୦୦୪ରେ '''Queensland Australian of the Year''' ସମ୍ମାନରେ ସେ ମଧ୍ୟ ସମ୍ମାନିତ । ଏହାଛଡା University of Queensland's School of Integrative Biology ଦ୍ଵାରା ୧୪ ନଭେମ୍ବର ୨୦୦୭ରେ ତାଙ୍କୁ ମରଣୋତ୍ତର ଭାବେ '''adjunct professorship''' ସମ୍ମାନରେ ସମ୍ମାନିତ କରାଯାଇଛି ।<ref name="abc">{{cite web |title=Croc Hunter becomes a professor |url=https://www.abc.net.au/news/2007-11-08/croc-hunter-becomes-a-professor/719930 |website=www.abc.net.au |accessdate=12 December 2019}}</ref>
 
୨୦୦୭ ମସିହାରେ ଭାରତରେ କେରଳର ରାଜ୍ୟ ସରକାର ନେୟାର ବନ୍ୟଜନ୍ତୁ ଅଭୟାରଣ୍ୟକୁ ଷ୍ଟୀଭଙ୍କ ନାମତେ ନାମିତ କରି ତାଙ୍କୁ ସମ୍ମାନିତ କରାଯାଇଛି । ତେବେ ଷ୍ଟୀଭଙ୍କ ପତ୍ନୀ ଟେରୀଙ୍କ ବିନାନୁମତିରେ ଷ୍ଟୀଭଙ୍କ ନାମ ତଥା ଚିତ୍ରକୁ ଏଭଳିଭାବେ ବ୍ୟବହାର କରାଯାଇଥିବାରୁ, ଟେରୀଙ୍କ ଆପତ୍ତିକ୍ରମେ କେରଲ ସରକାର ୨୦୦୯ ମସିହାରେ ଏହି ନାମକରଣ ତଥା ସମ୍ମାନ ପ୍ରକ୍ରୀୟାକୁ ରଦ୍ଦ କରିଦେଇଥିଲେ ।