"ଷ୍ଟୀଭ ଇରୱିନ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେNo edit summary
ଟିକେ added reference
୨୩ କ ଧାଡ଼ି:
ଷ୍ଟିଫେନ ରବର୍ଟ ଇରୱିନ (୨୨ ଫେବୃଆରୀ ୧୯୬୨-୪ ସେପ୍ଟେମ୍ବର ୨୦୦୬), ଜଣେ ଅଷ୍ଟ୍ରେଲୀୟ ଚିଡିଆଘର ସଂଚାଳକ ତଥା ଟେଲିଭିଜନରେ କାର୍ଯ୍ୟକରୁଥିବା ବ୍ୟକ୍ତିତ୍ଵ ଭାବେ ଜଣାଶୁଣା । ଏହାଛଡା ସେ ଷ୍ଟୀଭ ଇରୱିନ ବା '''ଦ କ୍ରୋକଡାଇଲ ହଣ୍ଟର''' ନାମରେ ମଧ୍ୟ ପରିଚିତ । ଅନ୍ତରାଷ୍ଟ୍ରୀୟ ସ୍ତରରେ ବନ୍ୟଜୀବଙ୍କ ଉପରେ ନିର୍ମିତ ଏକ ଟେଲି ବୃତ୍ତଚିତ୍ର "ଦ କ୍ରୋକଡାଇଲ ହଣ୍ଟର" ରେ (୧୯୯୬-୨୦୦୭)<ref name="cnn.com">{{cite web |title=Interview with Steve Irwin |url=http://transcripts.cnn.com/TRANSCRIPTS/0411/25/lkl.01.html |website=www.cnn.com |accessdate=12 December 2019}}</ref> ତାଙ୍କରି ଆକର୍ଷଣୀୟ କାରନାମା ଯୋଗୁଁ ସେ ପ୍ରସିଦ୍ଧି ହାସଲ କରିଥିଲେ । ଏହି ଟେଲି ବୃତ୍ତଚିତ୍ରରେ ସେ ନିଜ ପତ୍ନୀ ଟେରୀଙ୍କ ସହ କାର୍ଯ୍ୟ କରିଥିଲେ । ସେ ଏବଂ ତାଙ୍କ ପତ୍ନୀ ଟେରୀଙ୍କ ଜୋଡି ସେତେବେଳେ ଅନେକ ଲୋକ ପ୍ରିୟ ବିଦେଶୀ ଟେଲି ଶୃଙ୍ଖଳା ଯଥା; କ୍ରୋକ ଫାଇଲସ (୧୯୯୯-୨୦୦୧), ଦ କ୍ରୋକୋଡାଇଲ ହଣ୍ତର ଡାଏରିଜ (୨୦୦୨-୨୦୦୬), ଓ ନିୟୁ ବ୍ରୀଡ ବେଟସ(2005) ରେ ମିଳିତ ଭାବେ କାର୍ଯ୍ୟ କରିଛନ୍ତି । ବ୍ରିସବେନର ରାଜଧାନୀ କୁଇନସଲ୍ୟାଣ୍ଡର ଉତ୍ତରରେ ପ୍ରାୟ ୨୬୦୦୦୦ ଫୁଟ ଉଚ୍ଚରେ ବୀରବାହରେ ଅବସ୍ଥିତ ଚିଡିଆଘରର ସଂଚାଳକ ଭାବେ କାର୍ଯ୍ୟ କରିଛନ୍ତି ।
 
ମାତ୍ର ୪୪ ବର୍ଷ ବୟସରେ ସମୁଦ୍ର ପାଣି ଭିତରେ ଏକ ବୃତ୍ତ ଚିତ୍ରର ନିର୍ମଣ କରିବା ସମୟରେ ଷ୍ଟିଗ୍ରେ ବାର୍ବ ନାମକ ଏକ ବୃହଦକାୟ ମାଛର ଆକ୍ରମଣରେ ସେ ହୃତପିଣ୍ଡ ଆଘାତ ଜନିତ ମୃତ୍ୟୁବରଣ କରିଥିଲେ ।<ref name="timesofindia">{{cite web |title=Google Doodle celebrates 57th birth anniversary of Steve Irw .. Read more at: https://web.archive.org/web/20190222065522/http://timesofindia.indiatimes.com//articleshow/68105486.cms?&utm_source=contentofinterest&utm_medium=text&utm_campaign=cppst |url=https://web.archive.org/web/20190222065517/https://timesofindia.indiatimes.com/india/google-doodle-celebrates-57th-birth-anniversary-of-steve-irwin-the-crocodile-hunter/articleshow/68105486.cms? |website=www.timesofindia.com |accessdate=12 December 2019}}</ref>
== ବ୍ୟକ୍ତିଗତ ଜୀବନ ==
ଇରୱିନଙ୍କ ପିତା ଥିଲେ ଜଣେ ବନ୍ୟ ହିଂସ୍ର ଜନ୍ତୁ ବିଶେଷଜ୍ଞ ଥିଲେ । ମା ଲିନ ଇରୱିନ ବନ୍ୟଜୀବ ଜନ୍ତୁଙ୍କ ପୁନର୍ବାସ କ୍ଷେତ୍ରରେ କାର୍ଯ୍ୟରତ ଥିଲେ । ମାତା ପିତା ଯେଉଁ ଚିଡିଆଘର ଖୋଲିଥିଲେ, ସେଥିରେ ଅନେକ ମଗରମଛ ତଥା ସାପ ରଖିଥିଲେ । ତେଣୁ ପିଲାଟିବେଳୁ ସେ ଏଭଳି ହିଂସ୍ର ଜୀବଜନ୍ତୁଙ୍କ ସହ ଖେଳିବା ସୂଯୋଗ ପାଇଥିଲେ ଏବଂ ଏହି ସୂଯୋଗରେ ସେ ମଧ୍ୟ ସେମାନଙ୍କ ସହ ଖେଳୁଥିଲେ । ଇତ୍ୟବସରରେ ତାଙ୍କରି ପିତା ତାଙ୍କୁ ମଗରମଛକୁ ଧରିବାର ଅଦ୍ଭୁତ କଳା କୌଶଳ ଶିକ୍ଷା ଦେଇଥିଲେ ।