"ଲସ ଏଞ୍ଜଲେସ ଲେକର୍ସ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
ଟିକେ Regular Character Changes
୧ କ ଧାଡ଼ି:
[[File:Los Angeles Lakers logo.svg|thumb|200px|right]]
 
'''ଲସ ଏଞ୍ଜଲେସ ଲେକର୍ସ''', ଲସ ଏଞ୍ଜଲେସ ସ୍ଥିତ ଏକ ଆମେରିକାର ପେଶାଦାର ବାସ୍କେଟବଲ ଖେଳର ଦଳ ଅଟେ । ପାସିଫିକ ଡିଭିଜନରେ ଲୀଗର ପଶ୍ଚୀମ ସମ୍ମୀଳନର ସଦସ୍ୟ ଋପେ ନ୍ୟାସନାଲ ବାସ୍କେଟବଲ ଆସୋସିଏସନ (ଏନ.ବି.ଏ.) ର ପ୍ରତିଯୋଗିତାରେ ଲେକର୍ସ ଖେଳ ଆରମ୍ଭ କରିଥିଲେ । ଲେକର୍ସ ଷ୍ଟେପଲ ସେଣ୍ଟରରେ ନିଜର ନିୟମିତ ଅଭ୍ଯାସ ଜାରି ରଖିଥା'ନ୍ତି । ଦି ଲେକର୍ସ ଏନ.ବି.ଏ. ର ଇତିହାସରେ ସବୁଠାରୁ ସଫଳ ଟୀମ ମାନଙ୍କ ମଧ୍ୟରୁ ଗୋଟିଏ ଅଟେ ଏବଂ ୧୬ଟି ଏନ.ବି.ଏ ଚ୍ୟାମ୍ପିଆନଶୀପ ଜିତି ସାରିଛନ୍ତି ଯାହା ବୋଷ୍ଟନ କେଲଟିକ୍ସ ପରେ ଦ୍ୱିତୀୟ ସ୍ଥାନରେ ରହିଛି ।
 
ଫ୍ରାଞ୍ଚାଇଜର ଆରମ୍ଭ ୧୯୪୭ ମସିହାରେ ଏକ ବିବାଦୀୟ ଦଳ, ନ୍ୟାସନାଲ ବାସ୍କେଟବଲ ଲୀଗ (ଏନ.ବି.ଏଲ.)ର ଡେଟ୍ରୋଇଟ ଗେମର କ୍ରୟ ସହିତ ହୋଇଥିଲା । ନୂଆ ଦଳ ମିନିୟାପୋଲିସରେ ଖେଳିବା ଆରମ୍ଭ କରିଦେଇଥିଲେ ଏବଂ ପରେ ନିଜକୁ ମିନିୟାପୋଲିସ ଲେକର୍ସ ଭାବରେ ନମିତ କରିଥିଲେ ।