"ମାଟ୍ରିକ୍ସ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
ଟିକେ Regular Character Changes
୪୭ କ ଧାଡ଼ି:
\end{array} \right) \in \mathbb{R}^{m \times n}
</math>
ମୁଖ୍ୟତଃ ମ୍ୟାଟ୍ରିକ୍ସକୁ "A" ଦ୍ୱାରା ଦର୍ଶାଯାଏ । a<sub>11</sub> କିମ୍ବା a<sub>1,1</sub> ଦ୍ୱାରା ପଂକ୍ତି ଓ ସ୍ତମ୍ଭର ମାନ ଦେଖା ଯାଇଥାଏ । ଉପରେ ଦିଆଯାଇଥିବା ଉଡାହାରଣରେ a<sub>11</sub> ପ୍ରଥମ ପଂକ୍ତିରେ ଓ ପ୍ରଥମ ସ୍ତମ୍ଭରେ ରହିଛି । ଏହି କାରଣରୁ ଏହାକୁ 1,1 ଲେଖି ଦର୍ଶାଇ ଦିଆଯାଇଛି । ଏହିପ୍ରକାରେ a<sub>12</sub> କିମ୍ବା a<sub>1,2</sub> ପ୍ରଥମ ପଂକ୍ତିରେ ଓ ଦ୍ୱିତୀୟ ସ୍ତମ୍ଭରେ ରହିଛି । ଦ୍ୱିତୀୟ ସ୍ତମ୍ଭରେ ରହିବା କାରଣରୁ ଶେଷରେ 2 ଲେଖା ଯାଇଛି । ପଂକ୍ତିର ସମସ୍ତ ମାନ m ଓ ସ୍ତମ୍ଭର ସମସ୍ତ ମାନକୁ n ଦ୍ୱାରାnଦ୍ୱାରା ଦର୍ଶାଇ ଦିଆଯାଇଛି ।
 
==ରୈଖିକ ପରିବର୍ତ୍ତନ==
ନିମ୍ନଲିଖିତ ତାଲିକା ବହୁ 2×2 ବାସ୍ତବିକ ମ୍ୟାଟ୍ରିକ୍ସ| 2-by -2 ମ୍ୟାଟ୍ରିକ୍ସକୁ '''R'''<sup>2</sup> ଦ୍ୱାରା ସମ୍ବନ୍ଧିତ ରେଖା ମାନଚିତ୍ର ସହିତ ଦେଖାଇଥାଏ । ନୀଳ ମୂଳକୁ ସବୁଜ ରଙ୍ଗର ଗ୍ରେଡ ଓ ଆକୃତିର ମାପ କରାଯାଏ । ମୂଳ (0,0) ଏକ କଳା ବିନ୍ଦୁ ସହିତ ଚିହ୍ନଟ ହୋଇଛି ।
 
{| class="wikitable" style="text-align:center; margin:1em auto 1em auto;"