"ମେଣ୍ଢା" ପୃଷ୍ଠାର ସଂସ୍କରଣଗୁଡ଼ିକ ମଧ୍ୟରେ ତଫାତ
Content deleted Content added
ଉଇକିଅଭିଧାନ ମେଣ୍ଢା ଯୋଗ କରାଗଲା |
ଟିକେ Regular Character Changes |
||
୧୯ କ ଧାଡ଼ି:
ପୃଥିବୀର ଅଧିକାଂଶ ସ୍ଥାନରେ ଏହାକୁ କୃଷିକର୍ମରେ ନିୟୋଜିତ କରାଯାଏ ଓ ଅଧିକାଂଶ ସଭ୍ୟତାରେ ଏହା ଏକ ମୌଳିକ ଆବଶ୍ୟକତା ହୋଇଆସିଛି । ଅଧୁନା [[ଅଷ୍ଟ୍ରେଲିଆ]], [[ନିଉଜିଲାଣ୍ଡ]], ଦକ୍ଷିଣ ଓ ମଧ୍ୟ [[ଦକ୍ଷିଣ ଆମେରିକା]] ଦେଶଗୁଡ଼ିକ ତଥା ବ୍ରିଟିଶ ଦ୍ୱୀପପୁଞ୍ଜରେ ([[:en:British Isles|British Isles]]) ମେଣ୍ଢା ପାଳନ କରାଯାଏ ।
ମେଣ୍ଢା ପାଳନରେ ଦେଶ ବା ସ୍ଥାନ ଅନୁସାରେ ବିଭିନ୍ନ ଭାଷାଭାଷୀ ଲୋକ ଅନେକ ପ୍ରକାରର ଶବ୍ଦ ବ୍ୟବହାର କରନ୍ତି । ପୁରାତନ ଇଂରାଜୀ ([[:en:Old English|Old English]])ର ''{{lang|ang|scēap}}''
ଇତିହାସ ଅନୁସାରେ ଚାଷକାମ ନିମନ୍ତେ ଏହା ଏକ ଅଦ୍ୱିତୀୟ ପଶୁ, ମାନବ ସଂସ୍କୃତିରେ ଏହା ଓତଃପ୍ରୋତ ଭାବରେ ଜଡ଼ିତ । ଆଧୁନିକ ଭାଷା ଓ ସିମ୍ବୋଲୋଜିରେ ([[:en:symbology|symbology]]) ମଧ୍ୟ ଏହାର ସ୍ତାନ ଅଛି । ବିଭିନ୍ନ ଭାଷା, ଆବ୍ରାହାମିକ ଧର୍ମ ପରମ୍ପରା, ସଂସ୍କୃତି ଓ ଗୋଲ୍ଡେନ ଫ୍ଲିସ କାହାଣୀ ଭଳି ପୁରାଣମାନଙ୍କରେ ମେଣ୍ଢାର ସ୍ଥାନ ଲିପିବଦ୍ଧ ହୋଇ ରହିଛି । ଉଭୟ ପୁରାତନ ଓ ଆଧୁନିକ ଯୁଗର ଧର୍ମକର୍ମରେ ଏହାକୁ ବଳି ଦେବା ପ୍ରଥା ଚାଲିଆସିଛି ।
|