"ବତିଘର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Regular Character Changes
ଟିକେ Regular Character Changes
୭୧ କ ଧାଡ଼ି:
 
=== ଶକ୍ତି ===
ବତିଘରର ଆଲୋକ ଉତ୍ସ ବା ବତି ବିଦ୍ୟୁତ ବା ତୈଳଦ୍ଵାରା ଜଳିଥାଏ ଓ ଲେନ୍ସମାନଙ୍କ ସହାୟତାରେ ଏହାକୁ ଅଧିକ ଦୃଶ୍ୟମାନ କରାଯାଏ । ପ୍ରଥମେ କାଠରେ ନିଆଁ ଲଗାଇ, ମହମ ବତୀଦ୍ଵାରା ଦ୍ଵାରାବତୀଦ୍ଵାରାଦ୍ଵାରା ବତିଘରର ଆଲୋକ ସୃଷ୍ଟି କରାଯାଉଥିଲା । ୧୮ଶ ଶତାବ୍ଦୀରେ ଆର୍ଗାଣ୍ଡ ବତି ଓ ପାରାବୋଲିକ୍ ପ୍ରତିଫଳକ ବ୍ୟବହାର କରିବା ଆରମ୍ଭ ହେଲା ।
 
ପୂର୍ବେ ଆଲୋକକୁ ଜଳାଇ ରଖିବା ପାଇଁ ତିମି ମାଛରୁ ବାହାର କରାଯାଉଥିବା ତେଲ ବ୍ୟବହୃତ ହେଉଥିଲା । ୧୮୭୦ ଦଶନ୍ଧିରେ କିରୋସିନ୍ ଲୋକପ୍ରିୟତା ହାସଲ କଲା । ବିଂଶ ଶତାବ୍ଦୀର ଆରମ୍ଭ ବେଳକୁ କାର୍ବାଇଡ୍ (ଏସିଟିଲିନ୍ ଗ୍ୟାସ୍) ଓ ବିଦ୍ୟୁତ୍ ଶକ୍ତିର ଉପଯୋଗ ଆରମ୍ଭ ହେଲା ।<ref name="Crompton" /> ଡାଲେନ୍ ବତୀରେ କାର୍ବାଇଡ୍ ବ୍ୟବହୃତ ହେଉଥିଲା । ସନ୍ଧ୍ୟା ହେଲେ ଏହି ବତୀ ସ୍ଵତଃ ଜଳି ଉଠୁଥିଲା ଏବଂ ସକାଳ ହେଲେ ସ୍ଵତଃ ବନ୍ଦ ହୋଇଯାଉଥିଲା ।
"https://or.wikipedia.org/wiki/ବତିଘର"ରୁ ଅଣାଯାଇଅଛି