"ବାଙ୍କ ବିହାରୀ ଦାସ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେNo edit summary
୪୧ କ ଧାଡ଼ି:
 
== ଜନ୍ମ, ପରିବାର ଓ ଶିକ୍ଷା ==
ବାଙ୍କ ବିହାରୀ ଦାସ ୧୯୨୨ ମସିହାର ଜାନୁଆରୀ ମାସ ୧ ତାରିଖରେ ଜନ୍ମଗ୍ରହଣ କରିଥିଲେ ।<ref name="Banka Bihari Das" /> ତାଙ୍କ ବାପାଙ୍କ ନାମ ଜଗନ୍ନାଥ ଦାସ ଏବଂ ତାଙ୍କ ପତ୍ନୀଙ୍କ ନାମ ସୁଧାମଞ୍ଜରୀ ଦାସ ।<ref name="Banka Bihari Das" /> ବାଙ୍କ ବିହାରୀଙ୍କର ଶିକ୍ଷାଗତ ଯୋଗ୍ୟତା ଥିଲା ସ୍ନାତକରୁ କମ୍ ।<ref name="Banka Bihari Das" />
 
== ରାଜନୈତିକ ଜୀବନ ==
ବାଙ୍କ ବିହାରୀ ବଳବନ୍ତରାୟଦାସ ଓଡ଼ିଶା ରାଜନୀତିରେ [[ଭାରତୀୟ ଜାତୀୟ କଂଗ୍ରେସ]] ଏବଂ [[ପ୍ରଜା ସୋସିଆଲିଷ୍ଟ ପାର୍ଟିରପାର୍ଟି]]<nowiki/>ର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ତିନିଥର କାର୍ଯ୍ୟ କରିଥିଲେ ।<ref name="Banka Bihari Das" />
 
<!--୧୯୯୫ ମସିହାର ଓଡ଼ିଶା ବିଧାନ ସଭା ନିର୍ବାଚନରେ ବାଙ୍କ ବିହାରୀ ବଳବନ୍ତରାୟ ଭାରତୀୟ ଜାତୀୟ କଂଗ୍ରେସର ପ୍ରାର୍ଥୀ ଭାବରେ [[ଯାଜପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)|ଯାଜପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀ]]<nowiki/>ରୁ ନିର୍ବାଚନ ଲଢ଼ିଥିଲେ । ଏହି ନିର୍ବାଚନରେ ସେ ସମୁଦାୟ ୬୪,୪୮୦ ଖଣ୍ଡ ଭୋଟ ପାଇଁ ୧୨ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।<ref name=":0">{{Cite web|url=https://eci.gov.in/files/file/3629-orissa-2004/|title=Orissa 2004|website=Election Commission of India|language=en-IN|access-date=2019-06-27}}</ref> ଏହି ନିର୍ବାଚନରେ ସେ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀ ଆଞ୍ଚଳ ଦାସଙ୍କୁ ୧୫୧୭୦ ଖଣ୍ଡ ଭୋଟରେ ପରାସ୍ତ କରିଥିଲେ ।<ref name=":0" /> ଏହି ବିଧାନ ସଭାରେ ସେ ୧୯୯୫ ମସିହାରୁ ୨୦୦୪ ମସିହାଯାଏଁ କାର୍ଯ୍ୟ କରିଥିଲେ ।-->== ମୃତ୍ୟୁ ==