"ପଦାର୍ଥ ବିଜ୍ଞାନରେ ନୋବେଲ ପୁରସ୍କାର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Regular Character Changes
୧ କ ଧାଡ଼ି:
{{ଛୋଟ|Nobel Prize in Physics}}
'''ଭୌତିକ ବିଜ୍ଞାନରେ ନୋବେଲ ପୁରସ୍କାର''' ବିଶ୍ଵର ସର୍ବଶ୍ରେଷ୍ଠ ଏକ ବାର୍ଷିକ ପୁରସ୍କାର ଯାହାକି '''ରୋୟାଲ ସ୍ୱିଡିଶ ସାଇନ୍ସ ଏକାଡେମୀ''' ବା '''ରାଜକୀୟ ସ୍ଵିଡିନ ବିଜ୍ଞାନ ଅକାଦମୀ''' ଦ୍ଵାରା ପ୍ରତିଷ୍ଠିତ '''ନୋବେଲ ଫାଉଣ୍ଡେସନ''' ତରଫରୁ ଭୌତିକ ବିଜ୍ଞାନରେ ଉଲ୍ଲେଖନୀୟ ଅବଦାନ ନିମନ୍ତେ ବିଶ୍ଵର ପ୍ରତିଭାସଂପନ୍ନ ବ୍ୟକ୍ତି ବିଶେଷଙ୍କୁ ଦିଆଯାଏ । ୧୮୯୫ ମସିହାରେ ପ୍ରତିଷ୍ଠିତ ତଥା [[ଆଲଫ୍ରେଡ ନୋବେଲ]] ଙ୍କ ଦ୍ଵାରାଙ୍କଦ୍ଵାରା ସ୍ଥାପିତ '''ନୋବେଲ ଫାଉଣ୍ଡେସନ''' ଦ୍ଵାରା ପାଞ୍ଚୋଟି ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ନିମନ୍ତେ ଦିଆଯାଉଥୁବା ପୁରସ୍କାର ଗୁଡିକ ମଧ୍ୟରେ ଅନ୍ୟତମ ଏହି ପୁରସ୍କାର ୧୯୦୧ ମସିହାରୁ ଦିଆଯାଇଆସୁଛି । ପଦାର୍ଥ ବିଜ୍ଞାନ ଛଡା ଅନ୍ୟାନ୍ୟ କ୍ଷେତ୍ରରେ ମଧ୍ୟ ଯଥା ଶାନ୍ତି, ଚିକିତ୍ସା ବିଜ୍ଞାନ, ସାହିତ୍ୟ, ରସାୟନ ବିଜ୍ଞାନ ଏବଂ ଅର୍ଥନୀତି କ୍ଷେତ୍ରରେ ମଧ୍ୟ ଯେ କୈଣସି ଦେଶ ଓ ଜାତିର ଯୋଗ୍ୟବିବେଚିତ ବ୍ୟକ୍ତିଙ୍କୁ ଏହି ବାର୍ଷିକ ପୁରସ୍କାର ଦିଆଯାଏ ।
 
== ପ୍ରତିଷ୍ଠାତା ଓ ପୁରସ୍କାର ==
[[ନୋବେଲ ପୁରସ୍କାର]] ର ପ୍ରତିଷ୍ଠାତା ହେଉଛନ୍ତି ସୁଇଡିଶ ବୈଜ୍ଞାନିକ ଡ.[[ଆଲଫ୍ରେଡ ନୋବେଲ]] । ୧୯୦୧ ଠାରୁ ଆଲଫ୍ରେଡଙ୍କ ଦ୍ୱାରାଆଲଫ୍ରେଡଙ୍କଦ୍ୱାରା ପ୍ରତିଷ୍ଠିତ ନୋବେଲ ଫାଉଣ୍ଡେସନ ତରଫରୁ ପ୍ରତିବର୍ଷ [[ସ୍ୱିଡେନ]]ର ରାଜଧାନୀ [[ଷ୍ଟକହୋମ]]ଠାରେ ଆୟୋଜିତ ଏକ ସ୍ୱତନ୍ତ୍ର ଉତ୍ସବରେ ଏହି ପୁରସ୍କାର ପ୍ରଦାନ କରାଯାଇଥାଏ । ଉକ୍ତ ପୁରସ୍କାର ବାବଦରେ ଏକ ସୁନା ମେଡାଲ୍, ଅର୍ଥ ଓ ଏକ ମାନପତ୍ର ପ୍ରଦାନ କରାଯାଇଥାଏ ।<ref>http://www.nobelprize.org/nobel_prizes/about/</ref> ପ୍ରତିବର୍ଷ ଆଲଫ୍ରେଡ ନୋବେଲଙ୍କ ବାର୍ଷିକ ଶ୍ରାଦ୍ଧ ଦିବସରେ ଅର୍ଥାତ ଡିସେମ୍ବର ମାସ ୧୦ ତାରିଖରେ ଏହି ପୁରସ୍କାର ପ୍ରଦାନ କରାଯାଇଥାଏ । ସାଧାରଣତଃ ନୋବେଲ ଫାଉଣ୍ଡେସନ ତରଫରୁ ଚୟନ କରାଯାଇଥିବା କମିଟି ସମସ୍ତ ବିଷୟ ଅନୁଧ୍ୟାନ ପୂର୍ବକ ଏହି ପୁରସ୍କାର ନିଜେତାଙ୍କ ନାମ ବର୍ଷର ଅକ୍ଟୋବର ମାସରେ ଘୋଷଣା କରିଥାନ୍ତି । ଏହାପରେ [[ଷ୍ଟକହୋମ]]ଠାରେ ଆୟୋଜିତ ଏକ ସ୍ୱତନ୍ତ୍ର ଉତ୍ସବରେ ୧୦ ଅକ୍ଟୋବର ଦିନ ପୁରସ୍କାର ବିଜେତାଙ୍କୁ ଏକ ପଦକ, ଏକ ମାନପତ୍ର ସହ ପୁରସ୍କାର ରାଶି ପ୍ରଦନ କରିଥାନ୍ତି । କମିଟିର ନିୟମ ଅନୁସାରେ ପ୍ରତିବର୍ଷ ପଦାର୍ଥ ବିଜ୍ଞାନ କ୍ଷେତ୍ରରେ ଦୁଇଟି ପୃଥକ ପୃଥକ ଭୌତିକ ବିଜ୍ଞାନ କ୍ଷେତ୍ରରେ ଅତିବେଶୀରେ ତିନିଜଣ ପଦର୍ଥ ବିଜ୍ଞାନୀଙ୍କୁ ଏହି ପୁରସ୍କାର ଦେବାର ବ୍ୟବସ୍ଥା ରହିଛି ।<ref name="globaljornals">{{cite web |title=On theNobel Prize in Physics, Controversiesand Influences |url=https://globaljournals.org/GJSFR_Volume13/3-On-the-Nobel-Prize-in-Physics-Controversies.pdf |website=www.globaljournals.org |accessdate=9 November 2019}}</ref> କେବଳ ପଦାର୍ଥ ବିଜ୍ଞାନ କ୍ଷେତ୍ରରେ ନୋବେଲ୍ ବିଜେତାଙ୍କ ନାମ ଚୟନ ପ୍ରକ୍ରୀୟା ଅତ୍ୟନ୍ତ ଜଟିଳ ଓ ସମୟ ସାପେକ୍ଷ । ଏଭଳି ସ୍ଥଳେ ନୋବେଲ ପଦାର୍ଥ ବିଜ୍ଞାନରେ ପୁରସ୍କାରର ସ୍ଵାତନ୍ତ୍ର‍୍ୟ ସର୍ବମାନ୍ୟ ହେବା ସ୍ଵାଭବିକ ।
 
ତେବେ ପଦାର୍ଥ ବିଜ୍ଞାନ କ୍ଷେତ୍ରରେ ପ୍ରଥମ ନୋବେଲ୍ ପୁରସ୍କାର ଜର୍ମାନୀର ୱ୍ଵିଲହେମ ରଂଗଟେନଙ୍କୁ ଏକ ଅସାଧାରଣ ରଶ୍ମୀର ଆବିଷ୍କାରରେ ତାଙ୍କର ଉଲ୍ଲେଖନୀୟ ଅବଦାନ ପାଇଁ ଦିଆଯାଇଥିଲା । ପରବର୍ତ୍ତୀ ସମୟରେ ଏହି ରଶ୍ମୀକୁ ତାଙ୍କରି ସମ୍ମାନାର୍ଥେ "[[ରଂଗଟେନ ରଶ୍ମୀ]]" ଭାବେ ନାମିତ କରାଯାଇଥିଲା ।
 
== ପଦାର୍ଥ ବିଜ୍ଞାନରେ ନୋବେଲ ପୁରସ୍କାର ଦ୍ଵାରାପୁରସ୍କାରଦ୍ଵାରା ସମ୍ମାନିତ ପଦାର୍ଥ ବିଜ୍ଞାନୀ ==
=== ପଦାର୍ଥ ବିଜ୍ଞାନରେ ଭାରତୀୟ ନୋବେଲ ବିଜେତା ===
ନୋବେଲ ପୁରସ୍କାର ପାଇବାରେ [[ଭାରତ]] [[ବିଶ୍ୱ]]ରେ ଏକ ପ୍ରମୁଖ ଦେଶ । ତେବେ ପଦର୍ଥ ବିଜ୍ଞାନ କ୍ଷେତ୍ରରେ ପ୍ରଥମ ଭାରତୀୟ ପଦାର୍ଥ ବିଜ୍ଞାନୀ ଭାବେ [[ଚନ୍ଦ୍ରଶେଖର ଭେଙ୍କଟ ରମଣ]] ଙ୍କୁ ୧୯୩୦ ମସିହାରେ ଏହି ସମ୍ମାନରେ ସମ୍ମାନିତ କରାଯାଇଥିଲା । ଏହାପରେ ସୁବ୍ରମନ୍ୟମ ଚନ୍ଦ୍ର ଶେଖର ୧୯୮୩ ମସିହାରେ ଆମେରିକାର ୱିଲିୟମ [[ଆଲଫ୍ରେଡ ଫାଉଲେର]] ଙ୍କ ମିଳିତ ଭାବେ ଏହି ପୁରସ୍କାର ଲାଭ କରିଥିଲେ ।
{| class="wikitable plainrowheaders sortable"
|-