"ଚନ୍ଦ୍ରମୁଖୀ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Regular Character Changes
୧୯ କ ଧାଡ଼ି:
}}
 
'''ଚନ୍ଦ୍ରମୁଖୀ''' ୨୦୦୫ ମସିହାର ଏକ ଭାରତୀୟ ତାମିଲ ଭାଷାର ହାସ୍ୟରସାତ୍ମକ ଭୟଙ୍କର ଫିଲ୍ମ ଅଟେ । ଏହି ଫିଲ୍ମକୁ ପି.ବାସୁ ଲେଖିଥିଲେ ଓ ନିର୍ଦ୍ଦେଶନା ଦେଇଥିଲେ ଏବଂ ଏହାକୁ ଶିବାଜୀ ପ୍ରଡକ୍ସନର ରାମ କୁମାର ଗଣେଶାନଙ୍କ ଦ୍ୱାରାଗଣେଶାନଙ୍କଦ୍ୱାରା ନିର୍ମାଣ କରାଯାଇଥିଲା । ଏହି ଫିଲ୍ମରେ ରଜନୀକାନ୍ତ, ପ୍ରଭୁ, ଜ୍ୟୋତିକା ଓ ନୟନତାରା ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି । ଏହି ଫିଲ୍ମ ବାସୁଙ୍କ କନ୍ଣଡ ଫିଲ୍ମ ଆପ୍ତାମିତ୍ର (୨୦୦୪)ର ରୀମିକ ଅଟେ, ଯାହା ନିଜେ ମାଲାୟଲାମ ଫିଲ୍ମ ମଣିଚିତ୍ରାଥୁ (୧୯୯୩)ର ରୀମିକ ଅଟେ । ସାଉଣ୍ଡଟ୍ରାକ ଆଲବମ ଓ ବ୍ୟାକଗ୍ରାଉଣ୍ଡ ସ୍କୋରର ରଚନା ବିଦ୍ୱାସାଗର କରିଥିଲେ । ସିନେମେଟୋଗ୍ରାଫୀର ସଞ୍ଚାଳନ ଶେଖର ବି.ଜୋସେଫ କରିଥିଲେ ଏବଂ ଏହାର ସମ୍ପାଦନ ସୁରେଶ ଉର୍ସ କରିଥିଲେ ।
 
ଏହି ଫିଲ୍ମ{{INR}}190  ମିଲିଅନ ବଜେଟରେ ତିଆରି ହୋଇଥିଲା । ଏହାର ଫଟୋଗ୍ରାଫୀ ୨୪ ଅକ୍ଟୋବର ୨୦୦୪ ମସିହାରେ ଆରମ୍ଭ ହୋଇ ମାର୍ଚ୍ଚ ୨୦୦୫ ମସିହାରେ ଶେଷ ହୋଇଥିଲା । ଏହାକୁ ୧୪ ଏପ୍ରିଲ ୨୦୦୫ ମସିହାରେ ତାମିଲ ନବବର୍ଷର ପୂର୍ବ ସନ୍ଧ୍ୟାରେ ରିଲିଜ କରାଯାଇଥିଲା । ଫିଲ୍ମଟିକୁ ସକରାତ୍ମକ ସମୀକ୍ଷା ମିଳିଥିଲା ଓ ଏହା ବକ୍ସ ଅଫିସରେ ସଫଳତା ଲାଭ କରିଥିଲା । ଏହା ୮୯୦ ଦିନର ନାଟକୀୟ ଦୌଡ ସହିତ ସବୁଠାରୁ ଲମ୍ବା ସମୟ ପର୍ଯ୍ୟନ୍ତ ଚାଲିଥିବା ଦକ୍ଷୀଣ ଭାରତୀୟ ଫିଲ୍ମ ଥିଲା । ଚନ୍ଦ୍ରମୁଖୀ, ପାଞ୍ଚୋଟି ତାମିଲନାଡୁ ରାଜ୍ୟ ଫିଲ୍ମ ପୁରସ୍କାର, ଚାରୋଟି ଫିଲ୍ମ ପ୍ରସଂଶକ ଆସୋସିଏସନ ପୁରସ୍କାର ଓ ଦୁଇଟି ଫିଲ୍ମ ଫେୟାର ପୁରସ୍କାର ଜିତିଥିଲା । ଜ୍ୟୋତିକା ଓ ବଡିବେଲୁଙ୍କୁ ଫିଲ୍ମରେ ତାଙ୍କର କାମ ପାଇଁ ପ୍ରତ୍ୟେକଙ୍କୁ "କଳୀମ ମଣି ପୁରସ୍କାର"ରେ ସମ୍ମାନିତ କରାଯାଇଥିଲା ।
 
ଚନ୍ଦ୍ରମୁଖୀକୁ ତେଲୁଗୁ ଭାଷାରେ ଡବିଂ କରାଯାଇଥିଲା ଏବଂ ତା'ସହିତ ତାମିଲ ସଂସ୍କରଣର ସମାନ ଶୀର୍ଷକ ସହିତ ରିଲିଜ କରା ଯାଇଥିଲା । ଏହାକୁ "ଚନ୍ଦ୍ରମୁଖୀର ହୁଂକାର" ଶୀର୍ଷକରେ ଭୋଜପୁରୀ ଭାଷାରେ ଡବିଂ ଓ ରୀଲିଜ କରାଯାଇଥିଲା । ଏହା ଜର୍ମାନରେ ଡବିଂ ହୋଇଥିବା ପ୍ରଥମ ତାମିଲ ଫିଲ୍ମ ହୋଇଗଲା । ଏହା ଜର୍ମାନୀରେ "ଡେର ଜିଷ୍ଟରଜ୍ୟାଗେର" (ଇଂଗ୍ରାଜୀ: ଦି ଘୋଷ୍ଟ ହଣ୍ଟର୍ସ) ଶୀର୍ଷକରେ ଜାରୀ କରାଯାଇଥିଲା । ଏହି ଫିଲ୍ମଟିକୁ ତୁର୍କୀ ଭାଷାରେ ମଧ୍ୟ ଡବିଂ କରାଯାଇଥିଲା । ଚନ୍ଦ୍ରମୁଖୀକୁ ହିନ୍ଦୀ ଭାଷାରେ ଡବିଂ କରାଯାଇଥିଲା ଏବଂ ୨୯ ଫେବୃଆରୀ ୨୦୦୮ ମସିହାରେ ପ୍ରଡକ୍ସନ ହାଉସ ରୟାଲ ଫିଲ୍ମ କମ୍ପାନୀର ମାଲିକ "ଦିଲୀପ ଧନୱାନୀ"ଙ୍କ ଦ୍ୱାରାଙ୍କଦ୍ୱାରା ରିଲୀଜ କରାଯାଇଥିଲା । ହିନ୍ଦୀ ସଂସ୍କରଣ ନିର୍ମାତା ଏ.ଏମ.ରଥନାମଙ୍କ ସହଯୋଗରେ ଜାରୀ କରାଯାଇଥିଲା ।
 
==ସଙ୍ଗୀତ==