"ଗୋବିନ୍ଦୁଡୁ ଅନ୍ଧାରିବଦେଲେ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Regular Character Changes
୧୯ କ ଧାଡ଼ି:
}}
 
'''ଗୋବିନ୍ଦୁଡୁ ଅନ୍ଧାରିବଦେଲେ‌''', କୃଷ୍ଣ ବାମସୀଙ୍କ ଦ୍ୱାରାବାମସୀଙ୍କଦ୍ୱାରା ଲିଖିତ ଓ ନିର୍ଦ୍ଦେଶିତ ୨୦୧୪ ମସିହାର ଭାରତୀୟ ତେଲୁଗୁ ଭାଷାର ଆକ୍ସନ ଡ୍ରାମା ଫିଲ୍ମ ଅଟେ । ପରମେଶ୍ୱର ଆର୍ଟ ପ୍ରଡକ୍ସନ ପାଇଁ ବନ୍ଦଲା ଗଣେଷଙ୍କ ଦ୍ୱାରାଗଣେଷଙ୍କଦ୍ୱାରା ନିର୍ମିତ ଏହି ଫିଲ୍ମରେ ରାମ ଚରଣ, ଶ୍ରୀକାନ୍ତ, କାଜଲ ଅଗ୍ରୱାଲା ଏବଂ କମଳିନୀ ମୁଖାର୍ଜୀ ମୁଖ୍ୟ ଭୂମୀକାରେ ଅଭିନୟ କରିଛନ୍ତି ଏବଂ ପ୍ରକାଶ ରାଜ, ଜୟସୁଧା ଓ ଆଦର୍ଶ ବାଳକୃଷ୍ଣ ସହାୟକ ଭୂମୀକାରେ ଅଭିନୟ କରିଛନ୍ତି । ଜୁବାନ ଶଙ୍କର ରାଜା ଫିଲ୍ମର ସାଉଣ୍ଡ ଟ୍ରାକ ଓ ସ୍କୋରର ରଚନା କରିଥିଲେ ଓ ସମୀର ରେଡ୍ଡୀ ଛାୟାକାର ଋପେ କାମ କରିଥିଲେ ।
 
ଫିଲ୍ମର ଆଧିକାରୀକ ଘୋଷଣା ୬ ଫେବୃଆରୀ ୨୦୧୪ ମସିହାରେ ହାଇଦ୍ରାବାଦରେ କରାଯାଇ ଥିଲା । ଏହି ଫିଲ୍ମର ଫଟୋଗ୍ରାଫୀ ସେହି ଦିନରୁ ଆରମ୍ଭ ହୋଇଯାଇଥିଲା ଏବଂ ୨୨ ସେପ୍ଟେମ୍ବର ୨୦୧୪ ମସିହାରେ ସମାପ୍ତ ହୋଇଥିଲା । ଫିଲ୍ମର ଏକ ବଡ ଅଂଶ [[ଭାରତ]]ର ହାଇଦ୍ରାବାଦ, ରାମେଶ୍ୱର, ନାଗରକୋଇଲ, କନ୍ୟାକୁମାରୀ, ପୋଲାଚୀ ଓ କରାଈକୁଡୀରେ ଶୁଟିଙ୍ଗ ହୋଇଥିଲା ଏବଂ ଆହୁରି କିଛି ମହତ୍ତ୍ୱପୂର୍ଣ୍ଣ ଅଂଶ ଲଣ୍ଡନ ଓ ଜାର୍ଡନରେ ଶୁଟିଙ୍ଗ ହୋଇଥିଲା । ଏହି ଫିଲ୍ମ ୨୦୧୪ ମସିହାର ସବୁଠାରୁ ଅଧିକ ରୋଜଗାର କରିଥିବା ତେଲୁଗୁ ଫିଲ୍ମ ମାନଙ୍କ ମଧ୍ୟରୁ ଗୋଟିଏ ଅଟେ । ଏହାକୁ ହିନ୍ଦୀ, ମାଲାୟଲାମ ଓ ତାମିଲରେ କ୍ରମଶଃ ୟଭାଡୁ-୨, ଏକଲବ୍ୟ ଓ ରାମ ଲୀଳା ଋପେ ପ୍ରସ୍ତୁତ କରାଯାଇଛି ।
 
==ନିର୍ମାଣ==
ସେପ୍ଟେମ୍ବର ୨୦୧୦ ମସିହାରେ ଚିରଞ୍ଜିବୀ କୃଷ୍ଣ ବାମସୀଙ୍କୁ ରାମ ଚରଣଙ୍କ ସହିତ ଏକ ଫିଲ୍ମ ତିଆରି କରିବା ପାଇଁ ଆମନ୍ତ୍ରିତ କରିଥିଲେ । ଏକ କାହାଣୀ-କଥନ ସର୍ତ୍ତ ପରେ, ସେ ଆଗକୁ ବଢିବା ପାଇଁ ସହମତ ହୋଇଥିଲେ ।<ref>{{cite web|url=http://www.indiaglitz.com/channels/telugu/article/59825.html |title=Ram Charan's Next with Krishna Vamsi |publisher=IndiaGlitz |date=2 September 2010 |accessdate=6 January 2014 |archiveurl=https://www.webcitation.org/6T1Zq3MK6?url=http://www.indiaglitz.com/channels/telugu/article/59825.html |archivedate=2 October 2014 |url-status=dead |df=dmy-all }}</ref> ଅଗଷ୍ଟ ୨୦୧୩ ମସିହାର ତିନି ବର୍ଷର ଅନ୍ତରାଳ ପରେ, ଏହା ଘୋଷଣା କରାଯାଇଥଲା କି ରାମ ଚରଣ, ଓ କୃଷ୍ଣ ବାମସୀ (ତେଲୁଗୁ ଅଭିନେତା)ଙ୍କ ଦ୍ୱାରାଙ୍କଦ୍ୱାରା ନିର୍ଦ୍ଦେଶିତ ଓ ବନ୍ଦଲା ଗଣେଶଙ୍କ ଦ୍ୱାରାଗଣେଶଙ୍କଦ୍ୱାରା ନିର୍ମିତ ଫିଲ୍ମରେ ଅଭିନୟ କରିବେ ।<ref>{{cite web|url=http://entertainment.oneindia.in/telugu/news/2013/ram-charan-to-share-screen-space-with-krishna-venkatesh-116749.html |title=Ram Charan To Share Screen Space With Krishna, Venkatesh |author=Shekhar |publisher=Oneindia Entertainment |date=8 August 2013 |accessdate=6 January 2014 |archiveurl=https://www.webcitation.org/6T1ZjOvn9?url=http://www.filmibeat.com/telugu/news/2013/ram-charan-to-share-screen-space-with-krishna-venkatesh-116749.html |archivedate=2 October 2014 |url-status=dead |df=dmy-all }}</ref>
 
ଡିସେମ୍ବର ୨୦୧୩ ମସିହାରେ ବନ୍ଦଲା ଗଣେଶ, କୃଷ୍ଣ ବାମସୀ ଓ ଫଟୋଗ୍ରାଫୀର ନିର୍ଦ୍ଦେଶକ ସମୀର ରେଡ୍ଡୀଙ୍କୁ ଶ୍ରୀ ଲକ୍ଷ୍ମୀ ନରସିଂମା ସ୍ୱାମୀ ମନ୍ଦିରରେ ଅନ୍ତର ବେଦୀଙ୍କ ସହିତ ଏକ ସ୍କ୍ରିପ୍ଟ ତିଆରି କରିଥିଲେ ।<ref>{cite web|url=http://www.indiaglitz.com/channels/telugu/article/100978.html |title=Krishna Vamsi's New Script Goes To Antarvedi |publisher=IndiaGlitz |date=11 December 2013 |accessdate=6 January 2014 |archiveurl=https://www.webcitation.org/6T1Zl8snP?url=http://www.indiaglitz.com/channels/telugu/article/100978.html |archivedate=2 October 2014 |url-status=dead |df=dmy-all }}</ref> ୧୯୮୫ ମସିହାର ତେଲୁଗୁ ଫିଲ୍ମ ପରେ ଏହି ଫିଲ୍ମକୁ ଆରମ୍ଭରେ "ବିଜେତା"ର ଶୀର୍ଷକ ଦିଆଯାଇ ଥିଲା, ଯେଉଁଥିରେ ଚିରଞ୍ଜିବୀ ଓ ଭାନୁପ୍ରୀୟା ପ୍ରମୁଖ ଭୂମିକାରେ ରହିଥିଲେ ।<ref>{{cite web|url=http://thehyderabadtimes.com/chirus-super-hit-film-title-for-ram-charans-movie/ |title=Chiru’s Super Hit Film Title for Ram Charan’s Movie |work=The Hyderabad Times |date=13 March 2014 |accessdate=13 March 2014 |archiveurl=https://www.webcitation.org/6T1a2mrRl?url=http://thehyderabadtimes.com/chirus-super-hit-film-title-for-ram-charans-movie/ |archivedate=2 October 2014 |url-status=dead |df=dmy-all }}</ref> ମାର୍ଚ୍ଚ ୨୦୧୪ ମସିହାରେ, ଫିଲ୍ମର କଥିତ କାହାଣୀ ଇଣ୍ଟରନେଟରେ ଲିକ ହୋଇ ଯାଇଥିଲା । କାହାଣୀରେ ରାମା ଚରଣେକ ଏନଆରଆଇର ଭୂମିକାରେ ଅଭିନୟ କରିଥିଲେ ଯିଏ ନିଜ ପିତା ଓ ପିତାଙ୍କ ସାନ ଭାଇଙ୍କ ମଧ୍ୟରେ ଥିବା ଫାଟକୁ ସମ୍ପୁର୍ଣ୍ଣ କରିବା ପାଇଁ ନିଜର ପରିବାର ସହିତ ଯାତ୍ରା କରିଛନ୍ତି ।<ref>{{cite web|url=http://timesofindia.indiatimes.com/entertainment/telugu/movies/news-interviews/Ram-Charan-Krishna-Vamsi-movie-story-leaked/articleshow/32447057.cms |title=Ram Charan, Krishna Vamsi movie story leaked? |work=The Times of India |date=21 March 2014 |accessdate=25 March 2014 |archiveurl=https://www.webcitation.org/6T1a8vnYa?url=http://timesofindia.indiatimes.com/entertainment/telugu/movies/news-interviews/Ram-Charan-Krishna-Vamsi-movie-story-leaked/articleshow/32447057.cms |archivedate=2 October 2014 |url-status=dead |df=dmy-all }}</ref>
୩୧ କ ଧାଡ଼ି:
 
==ସଙ୍ଗୀତ==
ଯୁବାନ ଶଙ୍କର ରାଜା ଏହି ଫିଲ୍ମ ପାଇଁ ସଙ୍ଗୀତ ତିଆରି କରିଥିଲେ, ଯିଏ ବାମସୀଙ୍କ ସହିତ ନିଜର ପ୍ରଥମ ସହଯୋଗକୁ ଚିହ୍ନଟ କରିଥିଲେ; ଏହା ପ୍ରଥମ ଥର ଥିଲା ଯେତେବେଳେ ସେ ଶ୍ରୀକାନ୍ତ ଓ ରାମ ଚରଣଙ୍କ ଦ୍ୱାରାଚରଣଙ୍କଦ୍ୱାରା ଅଭିନିତ ଏକ ଫିଲ୍ମର ଶୁଟିଙ୍ଗ କରିଥିଲେ ।<ref>{{cite web|url=http://www.thehindu.com/news/cities/Hyderabad/will-the-lead-pair-prove-thirdtime-lucky/article6296414.ece|title=Will the lead pair prove third-time lucky?|last=Krishnamoorthy|first=Suresh|work=The Hindu|date=8 August 2014|accessdate=8 August 2014|archiveurl=https://web.archive.org/web/20141214091824/http://www.thehindu.com/news/cities/Hyderabad/will-the-lead-pair-prove-thirdtime-lucky/article6296414.ece|archivedate=14 December 2014}}</ref> ସାଉଣ୍ଡ ଟ୍ରାକ, ଯେଉଁଥିରେ ଛ'ଟି ଗୀତ ରହିଛି ,<ref>{{cite web|url=http://timesofindia.indiatimes.com/entertainment/telugu/music/GAV-audio-to-be-a-grand-affair/articleshow/42330722.cms|title=GAV audio to be a grand affair|work=The Times of India|date=12 September 2014|accessdate=12 September 2014|archiveurl=https://web.archive.org/web/20141214091845/http://timesofindia.indiatimes.com/entertainment/telugu/music/GAV-audio-to-be-a-grand-affair/articleshow/42330722.cms|archivedate=14 December 2014}}</ref> ୧୫ ସେପ୍ଟେମ୍ବର ୨୦୧୪ ମସିହାରେ ହାଇଦ୍ରାବାଦରେ ଜାରି କରାଯାଇଥିଲା ।<ref>{{cite web|url=http://www.indiaglitz.com/Pawan-Kalyan-Will-Attend-Gavs-150th-Day-Function-:-Chiranjeevi-telugu-news-114210 |title=Pawan Kalyan will attend GAV's 150th day function : Chiranjeevi |publisher=IndiaGlitz |date=15 September 2014 |accessdate=15 September 2014 |archiveurl=https://web.archive.org/web/20141214091820/http://www.indiaglitz.com/Pawan-Kalyan-Will-Attend-Gavs-150th-Day-Function-%3A-Chiranjeevi-telugu-news-114210 |archivedate=14 December 2014 |url-status=dead |df=dmy-all }}</ref> ସାଉଣ୍ଡ ଟ୍ରାକକୁ ଆଲୋଚକ ମାନଙ୍କ ଠାରୁ ସକରାତ୍ମକ ସମୀକ୍ଷା ମିଳିଥିଲା ।<ref>{{cite web|url=http://timesofindia.indiatimes.com/entertainment/telugu/movies/news/Govindudu-Andarivadele-to-release-Oct-1/articleshow/43156522.cms|title=Govindudu Andarivadele torelease Oct 1|work=The Times of India|date=22 September 2014|accessdate=22 September 2014|archiveurl=https://web.archive.org/web/20141214092052/http://timesofindia.indiatimes.com/entertainment/telugu/movies/news/Govindudu-Andarivadele-to-release-Oct-1/articleshow/43156522.cms|archivedate=14 December 2014}}</ref>
 
==ପ୍ରକାଶନ==