"ପଶୁ ପାଳନ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଅଧିକ ତ‌ଥ୍ୟ ଦିଆଗଲା
ଅଧିକ ତ‌ଥ୍ୟ ଦିଆଗଲା
୧୯ କ ଧାଡ଼ି:
 
ପୋଷା ମନେଇବାରେ କୁକୁର ହେଉଛି ପ୍ରଥମ ବଣ୍ୟ ପ୍ରାଣୀ । ଅର୍ଦ୍ଧ-ବଣ୍ୟ କୁକୁରମାନେ ଶିକାରୀଙ୍କ ସାଥିରେ ଶିକାର କରିବାକୁ ଯାଆନ୍ତି । କୃଷିକର୍ମ ନିମନ୍ତେ ସମୟକ୍ରମେ ଛେଳି, ମେଣ୍ଢା, ଘୁଷୁରୀ ଓ ଗୋରୁମାନେ ପୋଷା ମାନିଲେ । <ref name=Historyworld/>
 
ଖ୍ରୀ:ପୂ: ୧୩,୦୦୦ ପାଖାପାଖି ସମୟରେ ଘୁଷୁରୀଙ୍କୁ,<ref>{{cite book|last=Nelson|first=Sarah M.|date=1998|title=Ancestors for the Pigs. Pigs in prehistory|url=https://books.google.com/books?id=N5dN_A29v58C|publisher=[[University of Pennsylvania Museum of Archaeology and Anthropology]]|isbn=9781931707091}}</ref> ଓ ତା'ପରେ ୧୧,୦୦୦ରୁ ୯,୦୦୦ ମଧ୍ୟରେ ମେଣ୍ଢାମାନଙ୍କୁ ପୋଷାଗଲା । <ref>{{cite book|title=Sheep and Goat Science|edition=Fifth|last1=Ensminger|first1=M.E.|last2=Parker|first2=R.O.|year=1986|publisher=Interstate Printers and Publishers|isbn=978-0-8134-2464-4}}</ref> ଖ୍ରୀ:ପୂ: ପ୍ରାୟ ୮,୫୦୦ରେ ଆଧୁନିକ ତୁର୍କୀ ଓ ପାକିସ୍ଥାନରେ ବଣୁଆ ଗୋରୁଙ୍କୁ ପ୍ରଥମେ ଗୃହପାଳିତ କରାଗଲା । <ref name="McTavish">{{cite journal|last1=McTavish|first1=E.J.|last2=Decker|first2=J.E.|last3=Schnabel|first3=R.D.|last4=Taylor|first4=J.F.|last5=Hillis|first5=D.M.|year=2013|title=New World cattle show ancestry from multiple independent domestication events|journal=Proc. Natl. Acad. Sci. U.S.A.|volume=110|issue=15|pages=1398–1406|doi=10.1073/pnas.1303367110|pmid=23530234|publisher=[[National Academy of Sciences]]|pmc=3625352|bibcode=2013PNAS..110E1398M}}</ref>
 
== ଆଧାର ==
"https://or.wikipedia.org/wiki/ପଶୁ_ପାଳନ"ରୁ ଅଣାଯାଇଅଛି