"ପଶୁ ପାଳନ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଅଧିକ ତ‌ଥ୍ୟ ଦିଆଗଲା
ଅଧିକ ତ‌ଥ୍ୟ ଦିଆଗଲା
୧୫ କ ଧାଡ଼ି:
 
ପଶୁମାନଙ୍କୁ ପୋଷା ([[:en:domestication|domestication]]) ରଖିବା ଲାଗି ହାତ ପାହାନ୍ତାରେ ଖାଦ୍ୟ ରଖିବାକୁ ହୁଏ ଯେତେବେଳେ ଶିକାର ଫଳପ୍ରଦ ହୁଏନି । ଏଭଳି ପ୍ରାଣୀମାନେ ପାଳନ‌କର୍ତ୍ତାର ଉପକାରୀ ଓ ତାର ସାହଚର୍ଯ୍ୟରେ ବଞ୍ଚିବାକ୍ଷମ , ପ୍ରଜନନକ୍ଷମ ଓ ପାଳିବାକୁ ସ‌ହଜ ହେବା ଆବଶ୍ୟକ । <ref name=Clutton-Brock>{{cite book|last=Clutton-Brock|first=Juliet|author-link=Juliet Clutton-Brock|title=A Natural History of Domesticated Mammals|url=https://books.google.com/books?id=cgL-EbbB8a0C&pg=PR1|year=1999|publisher=Cambridge University Press|isbn=978-0-521-63495-3|pages=1–2}}</ref>
 
ପ୍ରାଣୀ ପାଳିବା ଗୋଟିଏ ଘଟଣା ନୁହେଁ, ଏହା ବିଭିନ୍ନ ସମୟରେ ଓ ବିଭିନ୍ନ ସ୍ଥାନର ପରିବର୍ତ୍ତନଶୀଳ ହୋଇପାରେ । ମଧ୍ୟ ଏସିଆରେ ଜାଜାବର ଲୋକଙ୍କ ସାଥୀରେ ଛେଳି ଓ ମେଣ୍ଢାମାନେ ସାଥିରେ ବିଭିନ୍ନ ସ୍ଥାନ‌କୁ ଯାଆନ୍ତି, ଗୋରୁ ଓ ଘୁଷୁରୀମାନେ ଗୋଟିଏ ସ୍ଥାନରେ ରହୁଥିବା ଗୋଷ୍ଟିରେ ରହନ୍ତି । <ref name=Historyworld>{{cite web|url=http://www.historyworld.net/wrldhis/PlainTextHistories.asp?historyid=ab57|title=History of the domestication of animals|publisher=Historyworld|access-date=3 June 2017}}</ref>
 
== ଆଧାର ==
"https://or.wikipedia.org/wiki/ପଶୁ_ପାଳନ"ରୁ ଅଣାଯାଇଅଛି