"ପଶୁ ପାଳନ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଅଧିକ ତ‌ଥ୍ୟ ଦିଆଗଲା
ଅଧିକ ତ‌ଥ୍ୟ ଦିଆଗଲା
୧୦ କ ଧାଡ଼ି:
ଘୋଡ଼ା, ଜଳ ମଇଁଷି, [[ଠେକୁଆ]], [[ଗିନି ପିଗ]] ଆଦି ଅନେକ ରକମର ପଶୁମାନଙ୍କୁ ପୃଥିବୀର କେତେକ ଅଂଶରେ ପଶୁ ପାଳନ କରାଯାଉଛି । କୀଟ ପାଳନ ([[:en:Insect farming|Insect farming]]), ମତ୍ସ୍ୟ ପାଳନ ([[:en:aquaculture|aquaculture]]), ମୋଲୁସ୍କ ([[:en:mollusc|mollusc]]) ଓ କ୍ରସ୍ଟାସିଆନ ([[:en:crustacean|crustacean]]) ଆଦି ପାଳନ ମଧ୍ୟ ହେଉଛି ।
ଘୁଷୁରୀ ଓ କୁକୁଡ଼ା ସବୁ ପ୍ରକାର ଖାଦ୍ୟ ଖାଆନ୍ତି ([[:en:omnivore|omnivore]]) ତାଙ୍କ ବ୍ୟତୀତ ଅଧିକାଂଶ ପାଳିତ ପଶୁ ଶାକାହରୀ ([[:en:herbivore|herbivore]]) । ଗୋରୁ ଓ ମେଣ୍ଢା ଭଳି ରୁମିନାଣ୍ଟ ([[:en:Ruminantia|Ruminants]]) ବାହାରକୁ ଯାଇ ଘାସ ଚରନ୍ତି ବା ସେମାନଙ୍କୁ ଶକ୍ତିପ୍ରଦ ଖାଦ୍ୟରେ ଶସ୍ୟ ଗୁଳା ପୁଷ୍ଟିସାର ବା ପ୍ରୋଟିନ ଦିଆଯାଇପାରେ । କୁକୁଡ଼ା ଓ ଘୁଷୁରୀ ଅଧିକ ଶକ୍ତିବର୍ଦ୍ଧକ ଖାଦ୍ୟ ଓ ସେଲ୍ୟୁଲୋଜ ଆବଶ୍ୟକ କରନ୍ତି ।
 
== ଆଧାର ==
{{ଆଧାର}}
"https://or.wikipedia.org/wiki/ପଶୁ_ପାଳନ"ରୁ ଅଣାଯାଇଅଛି