"ପଶୁ ପାଳନ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେNo edit summary
ଅଧିକ ତ‌ଥ୍ୟ ଦିଆଗଲା
୩ କ ଧାଡ଼ି:
[[File:Broiler house.jpg|thumb|upright=1.35|Raising chickens intensively for meat in a broiler house, US|alt=Chickens]]
'''ପଶୁ ପାଳନ''' କୃଷି ବିଜ୍ଞାନର ଏକ ଶାଖା ଯେଉଁଥିଲେ ପଶୁମାନଙ୍କର ମାଂସ, ଲୋମ, କ୍ଷୀର, ଅଣ୍ଡା ଇତ୍ୟାଦି ପାଇବା ପାଇଁ ସେମାନଙ୍କର ପ୍ରଜନନ ଓ ଲାଳନ ପାଳନ କରାଯାଏ । ଏଥିରେ ଦୈନନ୍ଦିନ ଯତ୍ନ, ଚୟନାତ୍ମକ ପ୍ରଜନନ ଓ ପଶୁଧନଙ୍କର ([[:en:livestock|livestock]]) ବିକାଶ କରିବାକୁ ପଦକ୍ଷେପ ନିଆଯାଏ ।
 
ପଶୁ ପାଳନର ଲମ୍ବା ଇତିହାସ ଅଛି । ନିଓଲିଥିକ ଆନ୍ଦୋଳନ ସମୟରେ ପ୍ରାୟ ଖ୍ରୀ:ପୂ: ୧୩,୦୦୦ରୁ ପ୍ରଥମେ ପଶୁମାନଙ୍କର ଗୃହ ପାଳନ ([[:en:Domestication|domesticated]]) ଆରମ୍ଭ ହୋଇଥିଲା ଓ ଏହା ଶସ୍ୟ କାଟିବା ପ୍ରଥା ପୂର୍ବରୁ ହୋଇଥିଲା । ପ୍ରଥମ ସଭ୍ୟତା ଆରମ୍ଭ ସମୟରୁ ଯେପରିକି ପୂର୍ବତନ [[ମିଶର]]ରେ, ଗୋରୁ, [[ମେଣ୍ଢା]] ଓ ଘୁଷୁରୀ ପ୍ରଭୃତି ପଶୁମାନଙ୍କୁ ଫାର୍ମରେ ପାଳନ କରାଯାଉଥିଲା ।
 
== ଆଧାର ==
"https://or.wikipedia.org/wiki/ପଶୁ_ପାଳନ"ରୁ ଅଣାଯାଇଅଛି