"ଆପୋଲୋ ୧୧" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଅଧିକ ତ‌ଥ୍ୟ ଦିଆଗଲା
ଅଧିକ ତ‌ଥ୍ୟ ଦିଆଗଲା
୯୬ କ ଧାଡ଼ି:
 
ଫ୍ଲୋରିଡାର ମେରିଟ ଦ୍ୱୀପରେ ଥିବା କେନେଡ଼ି ସ୍ପେସ ସେଣ୍ଟରରୁ ସଟର୍ଣ୍ଣ ୫ ରକେଟ ସାହାଯ୍ୟରେ ଜୁଲାଇ ୧୬, ୧୯୬୯: ୧୩:୩୨ରେ ଆପଲୋ ୧୧ ଯାନ ଉତ୍‌କ୍ଷେପଣ କରାଯାଇଥିଲା ; [[ନାସା]]ର ଆପୋଲୋ ପ୍ରୋଗ୍ରାମରେ ([[:en:Apollo program|Apollo program]]) ଏହା ପଞ୍ଚମ ଦଳଗତ ପ୍ରଚେଷ୍ଟା ଥିଲା । ଆପୋଲୋ ଯାନର ([[:en:Apollo (spacecraft)|spacecraft]]) ତିନୋଟି ଅଂଶ ଥିଲା: ଆପୋଲୋ କମାଣ୍ଡ ଆଣ୍ଡ ସର୍ଭିସ ମୋଡ୍ୟୁଲ ([[:en:Apollo command and service module#Command module (CM)|command module (CM)]]) ଯେଉଁଥିରେ ତିନି ମହାକାଶଚାରୀଙ୍କ ନିମନ୍ତେ ଗୋଟିଏ କ୍ୟାବିନ ଥିଲା ଯାହା ଏକମାତ୍ର ଅଂଶ ଭାବରେ ପୃଥିବୀକୁ ଫେରି ଆସିଥିଲା; ଆପୋଲୋ ସର୍ଭିସ ମୋଡ୍ୟୁଲ ଯାହା କମାଣ୍ଡ ମୋଡ୍ୟୁଲକୁ ଭାରା ଦେଇ ଉତ୍‌କ୍ଷେପଣ କରେ, ବୈଦ୍ୱିତିକ ଶକ୍ତି, ଜଳ ଓ ଅମ୍ଳଜାନ ଯୋଗାଏ; ଆପୋଲୋ ଲୁନାର ମୋଡ୍ୟୁଲ ଯାହାର ଦୁଇଟି ସୋପାନ ଥାଏ - ଚନ୍ଦ୍ରରେ ଓହ୍ଲେଇବା ଓ ଚଢ଼ିସାରି ଲୁନାର ଅରବିଟକୁ ଆସିବା ।
 
{{^|
ସଟର୍ଣ୍ଣ ୫ର ତୃତୀୟ ସୋପାନରେ ଉତ୍‌କ୍ଷେପଣ ପରେ ମହାକାଶଚାରୀମାନେ ଏହାଠାରୁ ସ୍ପେସକ୍ରାଫ୍ଟକୁ ବିଚ୍ଛିନ୍ନ କରିଦେଲେ ଓ ତିନି ଦିନ ପର୍ଯ୍ୟନ୍ତ ଯାନ ଲୁନାର ଅରବିଟରେ ପ‌ହଞ୍ଚିବା ପର୍ଯ୍ୟନ୍ତ ରହିଲେ । ଆର୍ମସ୍ଟ୍ରଙ୍ଗ ଓ ଆଲଡ୍ରିନ ଇଗଲ ମଧକୁ ଯାଇ ସି ଅଫ ଟ୍ରାଙ୍କ୍ୱିଲିଟିରେ ([[:en:Sea of Tranquility|Sea of Tranquility]]) ଓହ୍ଲେଇଲେ । ଇଗଲର ଆସେଣ୍ଟ ସ୍ଟେଜ ବ୍ୟବ‌ହାର କରି ପ୍ରତ୍ୟାବର୍ତ୍ତନ କଲେ ଓ କମାଣ୍ଡ ମୋଡ୍ୟୁଲରେ ଥିବା କଲିନସ ସାଥିରେ ମିଶିଲେ । ପୃଥିବୀକୁ ଫେରିବା ନିମନ୍ତେ କଲମ୍ବିଆର ୩୦ଅରବିଟର ଶେଷ ଅରବିଟରେ ସେମାନେ କଲମ୍ବିଆକୁ ପ୍ରୋପେଲ କରିବା ପୂର୍ବରୁ ଇଗଲକୁ ଫିଙ୍ଗିଦେଲେ । {{sfn|Orloff|2000|p=109}} ଅବଶେଷରେ ସେମାନେ ଜୁଲାଇ ୨୪ ତାରିଖ ଦିନ ପ୍ରଶାନ୍ତ ମହାସାଗର ଗର୍ଭରେ ଓହ୍ଲେଇଲେ
After being [[:en:Trans-lunar injection|sent to the Moon]] by the Saturn V's third stage, the astronauts separated the spacecraft from it and traveled for three days until they entered lunar orbit. Armstrong and Aldrin then moved into ''Eagle'' and landed in the [[Sea of Tranquility]] on July 20. The astronauts used ''Eagle''{{'}}s ascent stage to lift off from the lunar surface and rejoin Collins in the command module. They jettisoned ''Eagle'' before they performed the maneuvers that propelled ''Columbia'' out of the last of its 30 lunar orbits onto a trajectory back to Earth.{{sfn|Orloff|2000|p=109}} They returned to Earth and [[Splashdown|splashed down]] in the Pacific Ocean on July 24 after more than eight days in space.
 
}}
== ଆଧାର ==
{{ଆଧାର}}
"https://or.wikipedia.org/wiki/ଆପୋଲୋ_୧୧"ରୁ ଅଣାଯାଇଅଛି