"ନୂଆ ଯୁଗ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଅଧିକ ତ‌ଥ୍ୟ ଦିଆଗଲା
ଅଧିକ ତ‌ଥ୍ୟ ଦିଆଗଲା
୧୦ କ ଧାଡ଼ି:
ଅତ୍ୟଧିକ ଉଦାରପନ୍ଥି ଥିବା ସତ୍ୱେ ଏହି ନୂଆ ଯୁଗ ଭିତରେ ଅନେକ ବିଶ୍ୱାସ ରହିଥିବା ଚିହ୍ନଟ ହେଲା । ନୂଆ ଯୁଗରେ ଧର୍ମ ଶାସ୍ତ୍ର ଅନୁସାରେ ଏକ ସମ୍ପୁର୍ଣ୍ଣ ଦିବ୍ୟତା ସାରା ପୃଥିବୀରେ ରହିଥିବା ବିଶ୍ୱାସ କରାଯାଏ ଓ ଏହା ମଧ୍ୟରେ ମାନବ ସତ୍ତା ମଧ୍ୟ ଅଛି । ତେଣୁ ସ୍ୱୟଂ ଉପରେ ଏକ ସଶକ୍ତ ମହତ୍ୱ ଦାବୀ କରାଯାଏ । ଏହା ସ‌ହିତ ବିଭିନ୍ନ ଅର୍ଦ୍ଧ ସ୍ୱର୍ଗୀୟ ଅଣ-ମାନବ ସତ୍ତା ରହିଥିବା ବିଶ୍ୱାସ ରହିଛି ଯେପରିକି ପରୀ ଓ ପୂରାତନ ଜ୍ଞାନର ଶିକ୍ଷକ ଯାହା ସ‌ହିତ କୌଣସି ମାଧ୍ୟମ ସାହାଯ୍ୟରେ ମାନବ ମତ ବିନିମୟ କରିପାରେ । ମାନବ ଇତିହାସ ଅଧ୍ୟୟନ କଲେ ଦେଖାଯାଏ ଅନେକ ପୃଥକ ଓ ସ୍ୱତନ୍ତ୍ର ଯୁଗ ଅଛି । ଏକ ସମୟରେ ମାନବ ଏକ ବିରାଟ ପ୍ର‌ଯୁକ୍ତି ବିଦ୍ୟା ସାହାଯ୍ୟରେ ଉନ୍ନତିର ସୋପାନ ଚଢ଼ିବା ସଙ୍ଗେ ସଙ୍ଗେ ଆଧ୍ୟତ୍ମିକ ଜ୍ଞାନ ଲାଭ କରିବା ପରେ ଏକ ପତନ ଦିଗରେ ଗତି କରୁଛି । {{^| which will be remedied through the establishment of a coming [[Age of Aquarius]], from which the milieu gets its name. There is also a strong focus on healing, particularly using forms of [[alternative medicine]], and an emphasis on the notion that spirituality and [[science]] can be unified.
}}
 
ଏହି ନୂଆ ଯୁଗ ଦୃଶ୍ୟ ସଂଜ୍ଞାକରଣ କରିବା କଷ୍ଟକର କେତେକ ବିଦ୍ୱାନଙ୍କର ଏହାର କାର୍ଯ୍ୟକ୍ଷେତ୍ର ଉପରେ ମତଭେଦ ରହିବାକୁ ଦିଆଯାଉ । {{sfn|Granholm|2013|p=59}} ସ୍ଟିଭେନ ଜେ ସଟକ୍ଲିଫ ଓ ଇଙ୍ଗଭାଲିଡ ସଲିଡ ଗିଲହସ ପ୍ରସ୍ତାବ ଦେଇଛନ୍ତି ମାନବ ଧର୍ମ ଅନୁଶୀଳନ ଉପରେ ଏହା ଏକ ସର୍ବାଧିକ ବିବାଦଗ୍ରସ୍ତ ଶ୍ରେଣୀ । {{sfn|Sutcliffe|Gilhus|2013|p=1}}
 
== ଆଧାର ==
{{ଆଧାର}}
"https://or.wikipedia.org/wiki/ନୂଆ_ଯୁଗ"ରୁ ଅଣାଯାଇଅଛି