"ନୂଆ ଯୁଗ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ନୂଆ ଯୁଗ
 
ଅଧିକ ତ‌ଥ୍ୟ ଦିଆଗଲା
୪ କ ଧାଡ଼ି:
'''ନୂଆ ଯୁଗ''' ([[ଇଂରାଜୀ ଭାଷା]]ରେ '''New Age''') ଏକ ସାରଗ୍ରାହୀ ଧାର୍ମିକ ([[:en:religion|religious]]) ବା ଆଧ୍ୟାତ୍ମିକ ([[:en:spirituality|spiritual]]) ବିଶ୍ୱାସ ଧାରାର ଅଧ୍ୟୟନ ଯାହା ସନ ୧୯୭୦ରେ ପଶ୍ଚିମ ଦେଶମାନଙ୍କରେ ବିକଶିତ ହୋଇଥିଲା । ଯଦିଓ ଏହାକୁ ଧାର୍ମିକ ବିଚାର କରାଯାଉଥିଲା, ଯେଉଁମାନେ ଏଥିରେ ସଂଯୁକ୍କ୍ତ ହେଉଥିଲେ, ସେମାନେ ଏହାକୁ ଆଧ୍ୟାତ୍ମିକ ବା '''ମନ, ଦେହ ଓ ଆତ୍ମା''' କ‌ହୁଥିଲେ ଓ ସେମାନେ ନିଜେ କ୍ୱଚିତ୍ ନୂଆ ଯୁଗ କ‌ହୁଥିଲେ । ଏହି ବିଷୟର ଅନେକ ବିଦ୍ୱାନମାନେ ଏହାକୁ ନୂଆ ଯୁଗ ଆନ୍ଦୋଳନ କ‌ହୁଥିଲେ ଓ ଅନ୍ୟମାନେ ଏହି ଶବ୍ଦ ବିଷୟ ନେଇ ଯୁକ୍ତି କରି ଏହାକୁ ମିଲିଉ ([[:en:milieu|milieu]] or [[:en:zeitgeist|zeitgeist]]) ନାମ ଦେଲେ ଭଲ ହେବ ବୋଲି କ‌ହୁଥିଲେ ।
 
<!--ନୂଆ ଯୁଗର ଇତିହାସ-->
ଅଳ୍ପ ସଂଖ୍ୟକ ଲୋକଙ୍କର ଜ୍ଞାନ ଥାଇ ପଶ୍ଚିମ ଗୁପ୍ତ ପରମ୍ପରା ଉପରେ ନୂଆ ଯୁଗ ପ୍ରବେଶ କଲା । ବିଶେଷତଃ ଅଷ୍ଟାଦଶ ଓ ଊନବିଂଶ ଶତାବ୍ଦୀରେ ତାନ୍ତ୍ରିକ ପରମ୍ପରା ଉପରେ ଏହା ପ୍ରବେଶ କଲା । ଏହାର ସଠିକ ଉତ୍ସ ଦ୍ୱନ୍ଦ୍ୱାତ୍ମକ ରହିଛି କିନ୍ତୁ ସନ ୧୯୭୦ତର ସାଧାରଣତଃ ସଂଯୁକ୍ତ ରାଷ୍ଟ୍ରରେ ଏହାର କେନ୍ଦ୍ର ଥିବା ବିଶ୍ୱାସ କରାଯାଏ । ଏହା ୧୯୮୦ ଓ ୧୯୯୦ ଦଶକରେ ବିସ୍ତାର ଲାଭ କଲା । ଏକ ବିଂଶ ଶତାବ୍ଦୀ ଆରମ୍ଭରେ ନୂଆ ଯୁଗ ଅଧିକ ମାତ୍ରାରେ ଅସ୍ୱୀକୃତ ହୋଇଗଲା । କେତେକ ବିଦ୍ୱାନ କ‌ହିଲେ, "ନୂଆ ଯୁଗ" ଘଟଣା ସରିଗଲା ।
 
== ଆଧାର ==
"https://or.wikipedia.org/wiki/ନୂଆ_ଯୁଗ"ରୁ ଅଣାଯାଇଅଛି