"ଗାୟତ୍ରୀବାଳା ପଣ୍ଡା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ ଉଇକିକରଣ
ଅଧିକ ତଥ୍ୟ
୬୦ କ ଧାଡ଼ି:
ଗାୟତ୍ରୀବାଳାଙ୍କ ସାହିତ୍ୟରେ ନାରୀ ମନର କୋହ, ସମାଜର ଅନ୍ୟାୟ ଓ ଅସମାନତା ଦେଖିବାକୁ ମିଳିଥାଏ, କିନ୍ତୁ ସେ ନିଜକୁ ଜଣେ ନାରୀବାଦୀ କବି ଭାବରେ ଚିତ୍ରଣ କରିବାକୁ ଚାହାଁନ୍ତି ନାହିଁ । ତାଙ୍କର ୫୦ଟି ନିର୍ବାଚିତ କବିତାକୁ ତାଙ୍କ ପିତା, ଓଡ଼ିଶା ସାହିତ୍ୟ ଏକାଡେମୀର ଯୁବ ସାହିତ୍ୟିକ ପୁରସ୍କାର ପାଇଁ ପଠେଇଥିଲେ ଓ ସେ ଏହି ପୁରସ୍କାର ଲାଭ କରିଥିଲେ । ସାହିତ୍ୟ ଏକାଡେମୀ ଏହି କବିତା ଗୁଡିକ ଏକ ପୁସ୍ତକ ଆକାରରେ ପ୍ରକାଶ କରିଛି । <ref>http://www.thehindu.com/todays-paper/tp-features/tp-fridayreview/a-woman-of-words/article3894496.ece</ref> ଏହାପରେ ତାଙ୍କର ବହୁ କବିତା, ଗଳ୍ପ ଓ ସାକ୍ଷାତକାର ବିଭିନ୍ନ ପତ୍ରପତ୍ରିକାରେ ପ୍ରକାଶିତ ତଥା ବେତାର ଓ ଦୂରଦର୍ଶନରେ ପ୍ରସାରିତ ହୋଇସାରିଛି । ଏଯାବତ ତାଙ୍କର ୧୧ଟି ପୁସ୍ତକ ପ୍ରକାଶିତ ହୋଇସାରିଛି ।
 
ଗାୟତ୍ରୀବାଳା, ୨୦୦୮ମସିହାରେ "ସାର୍କ ଯୁବ ଲେଖକ ସମ୍ମିଳନୀ", ୨୦୧୦ମସିହାରେ "ରାଷ୍ଟ୍ରମଣ୍ଡଳ ଦେଶର ସାହିତ୍ୟିକ ସମ୍ମିଳନୀ" ଓ ୨୦୧୫ମସିହାରେ ଭାରତର ରାଷ୍ଟ୍ରପତି ଭବନରେ ଅନୁଷ୍ଠିତ ଆବାସିକ କଳା ଓ ସାହିତ୍ୟ କାର୍ଯ୍ୟକ୍ରମ 'ଇନ୍-ରେଷିଡେନ୍ସ'<ref>http://presidentofindia.nic.in/press-release-detail.htm?1384</ref> କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଛନ୍ତି ।<ref>http://www.orissadiary.com/CurrentNews.asp?id=58102</ref> ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିବା ସେ ଏକମାତ୍ର ଓଡ଼ିଆ ବ୍ୟକ୍ତି ।
 
== ରଚନାବଳୀ ==
୬୯ କ ଧାଡ଼ି:
* ଗାଁ(୨୦୦୮)
* ଯେତିକି ଦିଶୁଛି ଆକାଶ(୨୦୧୧)
* ଆଖି ନାଇଁ କାନ ନାଇଁ (୨୦୧୩)
* ଏ ରାତିର ଯେତେ ତାରା (୨୦୧୪)
* ବାଘ (୨୦୧୫)
* ଧୂପ କେ ରଙ୍ଗ(ହିନ୍ଦୀ)(୨୦୦୬)
* ଦୟାନଦୀ (୨୦୧୭)
* ମହେଞ୍ଜୋଦାରୋ (୨୦୧୮)
* ନିର୍ବାଚିତ କବିତା (୨୦୧୯)
* ଧୂପ କେ ରଙ୍ଗ (ନିର୍ବାଚିତ କବିତାର ହିନ୍ଦୀ ଅନୁବାଦ)(୨୦୦୬)
* ଖୋ ଜାତି ହେ ଲଡକିୟା (ନିର୍ବାଚିତ କବିତାର ହିନ୍ଦୀ ଅନୁବାଦ)(୨୦୧୭)
* Grandma and other poems (ନିର୍ବାଚିତ କବିତାର ଇଂରାଜୀ ଅନୁବାଦ)(୨୦୧୮
=== ଗଳ୍ପ ସଂକଳନ ===
* ବିସର୍ଜନ
* ନିଜକୁ ନେଇ ସତ ଗପ
=== ଉପନ୍ୟାସ ===
* ପୂର୍ବ ନିର୍ଦ୍ଧାରିତ<ref>ସମ୍ବାଦ ୩୦/୦/୩୦୧୫ ପୃଷ୍ଠା ୧୭</ref>
* ମମ୍ମି ଯାହା ଜାଣେ ନାହିଁ
* ରିପୋର୍ଟର
* ରାସ୍ତା
 
== ସମ୍ମାନ ଓ ପୁରସ୍କାର ==
Line ୯୧ ⟶ ୧୦୧:
* ଟାଇମ ପାସ ସ୍ୱୟଂଶ୍ରୀ ସମ୍ମାନ - ୨୦୧୨
* ଦୀପକ ମିଶ୍ର କବିତା ପୁରସ୍କାର - ୨୦୧୫<ref>ପ୍ରଗତିବାଦୀ ୨୪/୦୪/୨୦୧୫ ପୃଷ୍ଠା ୨</ref>
* ଇସ୍ତାହାର କବିତା ସମ୍ମାନ - ୨୦୧୪<ref>{{cite news |title=ବ୍ୟକ୍ତିତ୍ୱ |url=http://web.archive.org/save/http://odishanewsnitidin.com/index.php?ID=20&PubId=4&schedule=2019-11-29&PageId=69538&PageNum=9 |accessdate=29 November 2019 |issue=ନିତିଦିନ ୨୯/୧୧/୨୦୧୯ ପୃଷ୍ଠା ୯ |publisher=ନିତିଦିନ}}</ref>
 
== ଆଧାର ==