Content deleted Content added
|
|
==ଆଲୋଚନା==
ଦୟାକରି ସମସ୍ତ ଆଲୋଚନା ଏହି [[ଉଇକିପିଡ଼ିଆ ଆଲୋଚନା:ଉଇକିପ୍ରକଳ୍ପ/ଜୁନ/୧୦୦୦ ଲେଖାର ମେଳା| ପୃଷ୍ଠାରେପୃଷ୍ଠା ଭିତରେ]] କରନ୍ତୁ । ▼
ଓଡିଆ ୱିକିପିଡିଆରେ ଲେଖାଲେଖି କରିବା ପାଇଁ ସମସ୍ତଙ୍କୁ ଅନୁରୋଧ। ୨୦୦୩ରୁ ଆରମ୍ଭ ହେଲେ ମଧ୍ୟ ଓଡିଆ ୱିକିର ବର୍ତମାନର ସ୍ଥିତି ବିଷୟରେ କିଛି ପରିସଂଖ୍ୟାନ ଏହି ଲିଙ୍କରେ ଦଉଛି।
http://stats.wikimedia.org/EN/Sitemap.htm
http://stats.wikimedia.org/EN/TablesWikipediaOR.htm
http://stats.wikimedia.org/EN/ChartsWikipediaOR.htm
ସାରା ବିଶ୍ଵରେ ୩.୧ କୋଟିରୁ ଆଧିକ ଲୋକ ଓଡିଆ କହୁଛନ୍ତି ଯାହା ଭାରତୀୟ ଭାଷାଗୁଡିକ ମଧ୍ୟରେ ନବମ ସ୍ଥାନରେ(କହୁଥିବା ଲୋକ ସଂଖ୍ୟା ହିସାବରେ)ଆଛି। ତଥାପି ୱିକିରେ ଏହାର ସ୍ଥାନ ଯଥେଷ୍ଟ ତଳେ। ପ୍ରତି ୧୦ଲକ୍ଷ ଲୋକରେ ଥିବା ସମ୍ପାଦକ, ଘଣ୍ଟା ପ୍ରତି ଦେଖାଯାଉଥିବା ପ୍ରୁଷ୍ଠା ହାର ତଥା ସମୁଦାୟ ଲେଖା ସଂଖ୍ୟା ସବୁଥିରେ ଆହୁରି ବହୁତ ଆଗକୁ ଯିବାର ଆଛି। ଏହି ଲାମ୍ବା ରାସ୍ତାରେ ୧୦୦୦ଲେଖା ଏକ ଛୋଟିଆ ମାଇଲ୍ ଖୁଣ୍ଟ ମାତ୍ର।
([[User:ଆଶୁତୋଷ କର|ଆଶୁତୋଷ କର (Asutosh Kar)]] ([[User talk:ଆଶୁତୋଷ କର|ମୋ ଆଲୋଚନା]]) ୧୮:୫୪, ୨୩ ମେ ୨୦୧୧ (UTC))
▲ଦୟାକରି ସମସ୍ତ ଆଲୋଚନା ଏହି [[ଉଇକିପିଡ଼ିଆ ଆଲୋଚନା:ଉଇକିପ୍ରକଳ୍ପ/ଜୁନ/୧୦୦୦ ଲେଖାର ମେଳା|ପୃଷ୍ଠାରେ]] କରନ୍ତୁ ।
|